Odia News Portal
Yearly Archives

2019

ପ୍ରତାପ ଜେନାଙ୍କୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

ନୂଆଦିଲ୍ଲୀ() ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ଦିଆଯାଇଛି । ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ ଠାରୁ…

ଗୋଟିଏ ନୋଟ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଜାଣନ୍ତୁ …

ଦେଶରେ ନୋଟ ମୁଦ୍ରଣ କରିବାର ଏକାଧିକାର କେବଳ ଆରବିଆଇଙ୍କର ରହିଛି। କେବଳ ୧ ଟଙ୍କିଆ ନୋଟକୁ ଛାଡିଦେଲେ ବାକି ସମସ୍ତ ନୋଟ ଆରବିଆଇ ହିଁ ମୁଦ୍ରଣ କରନ୍ତି। କେବଳ ନୋଟ ନୁହେଁ ଆରବିଆଇ ସାରା ଦେଶରେ ମୁଦ୍ରା ମଧ୍ୟ ଯୋଗାଣ କରିଥାନ୍ତି। ଏଣୁ ଦେଶରେ କେତେ ମୁଦ୍ରାର ଆବଶ୍ୟକତା ରହିଛି ଓ ତାର…

ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ରାମଦେବଙ୍କ ବଡ ବୟାନ୍

ନୂଆଦିଲ୍ଲୀ () ଅଯୋଧ୍ୟା ପ୍ରସଙ୍ଗରେ ରାୟ ଆସିବା ପରେ ପ୍ରତିକି୍ରୟା ରଖିଛନ୍ତି ଯୋଗ ଗୁରୁ ବାବା ରାମଦେବ । ସେ କହିଛନ୍ତି ଆଜି ସତ୍ୟମେବ ଜୟତେ ଅର୍ଥ ଚରିତାର୍ଥ ହୋଇଛି । ପୂର୍ବଜଙ୍କୁ ସମ୍ମାନ ଦେବାକୁ ରାମ ମନ୍ଦିର ନିର୍ମାଣ ହେବା ଜରୁରୀ ବୋଲି କହିଛନ୍ତି ବାବା ରାମଦେବ । ଦେଶ ଆସ୍ଥା ନୁହେଁ,…

ଅଯୋଧ୍ୟା ରାୟ ପରେ ଗଣମାଧ୍ୟମ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ() ଅଯୋଧ୍ୟା ରାୟ ପରେ ଗଣମାଧ୍ୟମ ଉପରେ ଲାଗିଲା କଟକଣା । ଅଯୋଧ୍ୟା ରାୟକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିକୁ ନେଇ ବୈଦ୍ୟୁତିକ ଗଣମାଧ୍ୟମ, ଡିଟିଏଚ୍ ଅପରେଟର ଏବଂ କେବୁଲ ଅରେଟରର୍ସମାନେ କୌଣସି ପ୍ରକାର ଦେଶଦ୍ରୋହୀ କିମ୍ବା ଧାର୍ମିକ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଖବରକୁ…

ସନି ଲିୟୋନୀଙ୍କ ଏହି ଭିଡିଓ ହେଲା ଭାଇରାଲ, ଦେଖନ୍ତୁ ଭିଡିଓ

ମୁମ୍ବାଇ() ଚର୍ଚ୍ଚାରେ ସନି ଲିୟୋନୀ । ନିଜ ଡାନ୍ସ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି ସନି । ଏହି ଭିଡିଓରେ ସନି ବେଲି ଡ୍ୟାନ୍ସ କରୁଥିବାର ଦୃଶ୍ୟ ରହିଛି। https://www.instagram.com/p/B4kBXU0D2H-/?utm_source=ig_web_copy_link ସନି ଲିୟୋନୀ ନିଜ ଇଂଷ୍ଟାଗ୍ରାମ ପେଜରେ…

ପପୁଲାର ହେବା ପରେ ସାମ୍ବାଦିକଙ୍କୁ ରାନୁଙ୍କ ଦୁର୍ବ୍ୟବହାର, ଦେଖନ୍ତୁ ଭିଡିଓ

ମୁମ୍ବାଇ () ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ବନିଥିବା ରାନୁ ମଣ୍ଡଳ ତାଙ୍କର ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହେଉଛି। ରାନୁଙ୍କ ବ୍ୟବହାର ଦିନକୁ ଦିନ କଢ଼ା ହେବାକୁ ଲାଗିଛି। ନିକଟରେ ତାଙ୍କ ପ୍ରଂଶସକଙ୍କୁ ଦୁର୍ବ୍ୟବହାର କରିଥିଲେ। କିଛି ଦିନ ତଳେ ରାନୁଙ୍କ…

ମୁଁ ସୁପ୍ରିମକୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ: ଓବେସୀ

ହାଇଦ୍ରାବାଦ() ଆଜି ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଶୁଣାଇଛନ୍ତି । ହେଲେ ଏହି ରାୟକୁ ଏଆଇଏମ୍ଏମର ମୁଖ୍ୟ ଅସଦୁଦ୍ଦିନ ଓବେସୀ ଗ୍ରହଣ କରୁନାହାନ୍ତି ବୋଲି କହିଛନ୍ତି । ମସ୍ଜିଦ୍ ପାଇଁ ଦାନରେ ୫ ଏକର ଜମି ଗ୍ରହଣ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି । ଏଥିପାଇଁ ଆଇନଗତ ଲଢେଇ ଜାରି…

ପାରାଦୀପଠାରୁ ୯୫ କିମି ଦୂରରେ ‘ବୁଲବୁଲ’

ଭୁବନେଶ୍ୱର() ପାରାଦୀପଠାରୁ ୯୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ଭୀଷଣ ସାମୁଦ୍ରିକ ଝଡ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ଉପକୂଳ ଓ ଉତର ଓଡିଶାରେ ବର୍ଷା ଆରମ୍ଭ ହୋଇଛି । ଏବଂ ପବନର ବେଗ ମଧ୍ୟ ବଢିବାରେ ଲାଗିଛି ।ଘଂଟାପ୍ରତି…

ବିବାଦୀୟ ଜମିରେ ନିର୍ମାଣ ହେବ ରାମ ମନ୍ଦିର

ନୂଆଦିଲ୍ଲୀ() ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠଙ୍କ ସର୍ବସମ୍ମତି କ୍ରମେ ଆସିଛି ଅଯୋଧ୍ୟା ରାୟ । ଆଉ ଏହି ଐତିହାସିକ ରାୟ ପରେ ସାରାଦେଶରେ ଖୁସିର ଲହରି ଖେଳିଯାଇଛି । ଅଯୋଧ୍ୟାରେ ରାମଲଲ୍ଲାଙ୍କ ପାଇଁ ଚାଲିଛି ଉତ୍ସବ । ବିବାଦୀୟ ଜମିକୁ ରାମ…

ଅଯୋଧ୍ୟା ରାୟ ପୂର୍ବରୁ ନବୀନଙ୍କ ଟ୍ୱିଟ୍

ଭୁବନେଶ୍ୱର : ଅଳ୍ପ କିଛି ସମୟ ପରେ ଅଯୋଧ୍ୟା ମାମଲାର ଶୁଣାଣି ହେବ । ଏହି ରାୟକୁ ଶୁଣିବାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ଆଯୋଧ୍ୟା ରାୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଟ୍ୱିଟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରିବାକୁ ସେ ଅପିଲ କରିଛନ୍ତି । ଶାନ୍ତି…