Odia News Portal
Monthly Archives

May 2020

ବଡଦାଣ୍ଡରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ଭୁବନେଶ୍ବର() କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ସଂଧ୍ୟା ସାଢ଼େ ୫ଟାରେ ଓଡ଼ିଶାର କୋଣଅନୂକୋଣରେ ଗୁଞ୍ଜରିତ ହେଲା ବନ୍ଦେ ଉତ୍କକ ଜନନୀ । ରାଜ୍ୟ ଭିତରେ ଓ ବାହାରେ ରହୁଥିବା ସବୁ ଓଡ଼ିଆ ଏକାଠି ହୋଇ ଆଦ୍ୟ ସଂଗୀତକୁ ଏକାଠି…

ଚକା ଡେରା ସରିଲା : ଖୁବ୍‍ ଶୀଘ୍ର ଅଖ ଲାଗିବ

ପୁରୀ() ରଥଖଳାରେ ଆଜି ଚକା ଡେରା କାମ ସାରିଛି । ଭୋଇ ସେବକମାନେ ଚକା ଗୁଡିକୁ ଡେରିବା ସହିତ ଏହା ଯେଭଳି ଗଡିନଯାଏ ସେଥିପାଇଁ ଦୁଇପଟେ କାଠ ଆଡି ଦେଇଛନ୍ତି । ମୁଖ୍ୟ ମହରାଣାଙ୍କ ପରାମର୍ଶକ୍ରମେ ତିନି ରଥର ଚକ ଅଖ ମଧ୍ୟରେ କେତେକ ଦୂରତା ରହିବ ସେ ଅନୁଯାୟୀ ମାପ ହୋଇ ଖଞ୍ଜାଯିବ । ତିନି…

“ବନ୍ଦେ ଉତ୍କଳ ଜନନୀ”– ସାରା ଓଡ଼ିଶା ସହ ସ୍ୱର ମିଳାଇଲା ‘ସୋଆ’

ଭୁବନେଶ୍ୱର() କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ସୋଆ ୟୁନିଭର୍ସିଟି) ମଧ୍ୟ କାଳୀଜୟୀ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ…

ସିଲିଣ୍ଡର ପରେ ଏବେ ପେଟ୍ରୋଲ ଓ ସିଏନ୍‌ଜିର ହେବ ହୋମ୍‌ ଡେଲିଭରି

ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡିଜେଲ ପରେ ଏବେ ପେଟ୍ରୋଲ ଓ ସିଏନ୍‌ଜି ଭଳି ଇନ୍ଧନର ହୋମ ଡେଲିଭରି କରିବାକୁ ଯୋଜନା କରୁଛନ୍ତି ସରକାର। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି…

ପୋଲିସ ଏତଲା ବଦଳାଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ କରିଛି ସାହାଯ୍ୟ : ପୀଡିତା

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ତେଲିପାଳ ଆଶ୍ରମରେ କ୍ୟାରେଣ୍ଟାଇନ ସେଣ୍ଟରରହୁଥିବା ଜଣେ ଯୁବତୀକୁ ବାହାରୁ ଅବାଧରେ ପ୍ରବେଶ କରି ବାଥରୁମ ଭିତରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ନୂଆ ମୋଡ଼ ନେଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତେ…

ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜ୍ଞାପନ

ଭୁବନେଶ୍ବର : ଆଜି ୫ଟା ୩୦ମିନିଟ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରାଯାଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ସାଢ଼େ ୪କୋଟି ଓଡିଶାବାସୀ ରାଜ୍ୟ, ଦେଶ ଏବଂ…

ଖୁବଶୀଘ୍ର ‌ଆସୁଛି ‘ଦବଙ୍ଗ’ର ଆନିମେଟେଡ୍ ସିରିଜ୍

ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଦବଙ୍ଗ’ର ଏକ ଆନିମେଟେଡ୍ ସିରିଜ୍ ଖୁବଶୀଘ୍ର ହେବାକୁ ଯାଉଛି। ଏହାର ଦୁଇଟି ସିଜିନ୍ ରହିବ। ପ୍ରଥମ ସିଜିନରେ 52 ଟି ଏପିସୋଡ୍ ରହିବ, ପ୍ରତ୍ୟେକ ଏପିସୋଡ୍ ଅଧ ଘଣ୍ଟାର ହେବ। ତେବେ ବର୍ତ୍ତମାନ ଏହାର ରିଲିଜ ପାଇଁ ବିଭିନ୍ନ…

ଜୁନ୍ ୩୦ ଯାଏ ବଢ଼ିଲା ଲକଡାଉନ୍

ନୂଆଦିଲ୍ଲୀ: ଜୁନ୍ ୩୦ ଯାଏ ଲକଡାଉନ୍ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଯେଉଁ ଅଞ୍ଚଳ କରୋନା ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଚିହ୍ନଟ ହୋଇଛି ସେହି ସ୍ଥାନରେ ଆଉ ମାସେ ପାଇଁ ଲକଡାଉନ୍ ବଢ଼ାଇଛନ୍ତି ସରକାର। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ ହେବ ବୋଲି…

କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ବୋନସ୍

ବୋନସ ପାଇବେ କେନ୍ଦୁପତ୍ର ତୋଳାଳି। ଘୋଷଣା କଲେ ରାଜ୍ୟ ସରକାର। ଲକଡାଉନ ଓ  କରୋନା ଭାଇରସ ପାଇଁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ୭.୮୯ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ । କେନ୍ଦୁପତ୍ର ତୋତାଳିଙ୍କ ବ୍ୟତୀତ…

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ

ଭୁବନେଶ୍ବର() କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ସଂଧ୍ୟା ସାଢ଼େ ୫ଟାରେ ଓଡ଼ିଶାର କୋଣଅନୂକୋଣରେ ଗୁଞ୍ଜରିତ ହେଲା ବନ୍ଦେ ଉକ୍ରଳ ଜନନୀ । ରାଜ୍ୟ ଭିତରେ ଓ ବାହାରେ ରହୁଥିବା ସବୁ ଓଡ଼ିଆ ଏକାଠି ହୋଇ ଆଦ୍ୟ ସଂଗୀତକୁ ଏକାଠି…