Odia News Portal
Monthly Archives

July 2020

ବିରିୟାନି ପାଇଁ ମହାଭାରତ: ଦୁଇ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୮ ଗୁରୁତର

ଭଦ୍ରକ :  ଗାଁ ଦୋକାନରେ ବିରିୟାନି ଖାଇବାକୁ କେନ୍ଦ୍ର କରି ଦୁଇ ପକ୍ଷ ଗଣ୍ଡଗୋଳ ହୋଇଛନ୍ତି । ଫଳରେ ଉଭୟ ପକ୍ଷରୁ ୮ ଆହତ ହୋଇଥିବା ବେଳେ ୫ ବାଇକ ଭାଙ୍ଗିଛି । ଏହି ଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା  ଜଗନ୍ନାଥସାହି ଗ୍ରାମରେ ଘଟିଛି । ଗାଁ ରେ ଥିବା ଏକ ଦୋକାନରେ ବିରିୟାନି…

ମାଲାୟଲମ ଅଭିନେତା ଅନିଲ ମୁରଲୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : ମାଲାୟଲମ ଅଭିନେତା ଅନିଲ ମୁରଲୀଙ୍କର ଗୁରୁବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଯକୃତଜନିତ ରୋଗରେ ସେ ପୀଡ଼ିତ ଥିଲେ । ଅନିଲ ମୁରଲୀଙ୍କ ପରଲୋକ ଖବରରେ ଦକ୍ଷିଣ ସିନେ ଅଭିନେତା ପୃଥ୍ୱୀରାଜ ସୁକୁମାରନ ଗଭୀର ଶୋକପ୍ରକାଶ କରିବା ସହ ସୋସିଆଲ ମିଡିଆରେ…

ଦଶମ ପରୀକ୍ଷାରେ ଟପ୍ପର ହୋଇଥିବା ମିନାକ୍ଷୀଙ୍କୁ ଭେଟିଲେ ବିଧାୟକ

ବାଲିଗୁଡା: କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଚାଷୀ ପରିବାରର ଝିଅ ମିନାକ୍ଷୀ ମଲିକ। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ଟପ୍ପର ହୋଇଛନ୍ତି ମୀନାକ୍ଷୀ । କେ.ନୂଆଗାଁ ବ୍ଲକ ମହାସିଙ୍ଗ ପଞ୍ଚାୟତ ଗୋଇବନ୍ଧା ଗାଁର ଚାଷୀ ରାଜୀବ ମଲିକଙ୍କ ଝିଅ ମୀନାକ୍ଷୀ ଦଶମ ବୋର୍ଡ…

ଭୁବନେଶ୍ଵର ଏହି ଥାନାର ୬ କର୍ମଚାରୀଙ୍କୁ କରୋନା ପଜିଟିଭ, ସାନିଟାଇଜ୍ ପାଇଁ ଥାନା ବନ୍ଦ

ଭୁବନେଶ୍ବର : କ୍ୟାପିଟାଲ୍‌ ଥାନାରେ ପୁଣି ୬ ଜଣ ପୁଲିସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଥାନାକୁ ସାନିଟାଇଜ୍‌ କରିବା ସହ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଛି । ୩ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳ କରୋନାରେ ଆକ୍ରାନ୍ତ ହୋଇଥିଲେ ।…

ପୂର୍ବ ଶତ୍ରୁତାରୁ ତାଲା ପକାଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା : ପୂର୍ବ ଶତ୍ରୁତାରୁ ତାଲା ପକାଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା  ଗିରଙ୍ଗ ଗାଁରେ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଭାବନୀୟ କାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା ୨୦ ଦିନର ଶିଶୁ ସମେତ ପରିବାରର ୫ ଗୁରୁତର…

ଆଜିଠୁ ଖୋଲିବ ୟୁନିଟ-୪ ମାର୍କେଟ୍

ଭୁବନେଶ୍ୱର : କରୋନା ପଜିଟିଭ୍‌ ଚିହ୍ନଟ ପରେ ବନ୍ଦ ରହିଥିବା ୟୁନିଟ୍‌-୪ ହାଟ ପୁଣି ଖୋଲିବ । ଜୁଲାଇ ମାସ ୩୧ ତାରିଖରୁ ହାଟ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି । ହାଟ ବ୍ୟବସାୟ ସଂଘ ସବୁ ସରକାରୀ ନିୟମ ମାନିବା ସହ ସାମାଜିକ ଦୂରତ୍ୱ ରଖି ବ୍ୟବସାୟ କରିବେ । ନିଜେ ଦୋକାନୀ ଏ ସବୁ ପ୍ରତି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ସମ୍ପର୍କୀୟ ଭାଇ, ବନ୍ଧୁ, ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। ଆନୁଷ୍ଠାନିକ କାମରେ ଠିକ୍‌ ପରାମର୍ଶ ଦେଇ ଅନ୍ୟ ମାନଙ୍କ ପ୍ରଶଂସାର ପାତ୍ର ହେବେ। ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ…

‘KGF‌-2’ରେ ସଞ୍ଜୟଙ୍କ ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ସଞ୍ଜୟ ଦତ୍ତ ବୁଧବାର ୬୧ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘କେଜିଏଫ୍‌-୨’ର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌ ଫିଲ୍ମରେ ସଞ୍ଜୟଙ୍କ ଚରିତ୍ର ‘ଅଧିରା’ର ଫାଷ୍ଟ ଲୁକ୍‌ ପୋଷ୍ଟରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।…

ସୁନ୍ଦରଗଡ଼ ପାଇଁ ଗର୍ବ ଆଣିଲେ ଅର୍ଚ୍ଚନା

ଭୁବନେଶ୍ଵର  : ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ ଅନ୍ତର୍ଗତ ବାଲିପୋଷ ମାଟିର ଝିଅ ତଥା କୁତ୍ରା ନିକଟସ୍ଥ ବିହାବନ୍ଧ ଗ୍ରାମରେ ନିଜର ଶୈଶବ ଅତିବାହିତ କରିଥିବା ଅର୍ଚ୍ଚନା ସୋରେଙ୍ଗ ୟୁନାଇଟେଡ ନେସନର ସେକ୍ରେଟାରୀ ଜେନେରାଲଙ୍କ ଜଳବାୟୁ ପରିବର୍ତ୍ତନର ଯୁବ ପରାମର୍ଶ ଦଳରେ ସ୍ଥାନ…

ଆଜି ପୁଣି ୮୦୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ଆଜି ରାଜ୍ୟରେ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ ୪୩୧, କଟକରୁ ୬୨, ରାୟଗଡ଼ାରୁ ୪୭, ଗଜପତିରୁ ୩୪, କେନ୍ଦୁଝରରୁ ୨୯, ସୁନ୍ଦରଗଡ଼ରୁ ୨୪, ନୟାଗଡ଼ରୁ ୨୩, ଯାଜପୁରରୁ ୨୧, କନ୍ଧମାଳରୁ ୧୯, ବାଲେଶ୍ୱରରୁ ୧୪, କେନ୍ଦ୍ରାପଡ଼ାରୁ ୧୪,…