Sign in
Sign in
Recover your password.
A password will be e-mailed to you.
Monthly Archives
December 2020
ନିର୍ବାହୀ ଯନ୍ତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ
ବକେୟା ବିଜୁଳି ବିଲ ଆଦାୟ କରିବାକୁ ଯାଇଥିବା ବେଳେ ଆକ୍ରମଣ | ବାକି ଥିବା ବିଜୁଳି ବିଲ ଆଦାୟ କରିବାକୁ ଯାଇଥିବା ବେଳେ ଆନନ୍ଦପୁର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନେସ୍କୋ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଞ୍ଜନ!-->…
ବ୍ରିଟେନ ଫେରନ୍ତା ୩ ପଜିଟିଭ ନମୁନା ଗଲା ପୁନେ
ଭୁବନେଶ୍ୱରରେ ପହଞ୍ଚିଥିବା ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ । ତେବେ ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଜାଣିବା ପାଇଁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି। ଆଜି ଆୟୋଜିତ ପ୍ରେସମିଟ୍ରେ ଏପରି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର!-->…
ରେଳ ଲାଇନ୍ରୁ ମିଳିଲା ଉପ-ସଭାପତିଙ୍କ ମୃତଦେହ
ବେଙ୍ଗାଲୁରୁ: ରେଳ ଲାଇନ୍ରୁ ମିଳିଲା କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ-ସଭାପତିଙ୍କ ମୃତଦେହ । ବିଧାନ ପରିଷଦର ଉପ-ସଭାପତି ଏସ୍ଏଲ୍ ଧର୍ମଗୌଡ଼ାଙ୍କ ମୃତଦେହ ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍ରୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ଦିନ ଭୋର ସମୟରେ ବିଧାନ ପରିଷଦର!-->…
ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ
ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା । ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । ତେବେ ଏହି ଦୁଷ୍କର୍ମ ଘଟଣାଟି ସୋମବାର ସଂଧ୍ୟାରେ ଘଟିଥିବା ସୂଚନ ମିଳିଛି । ସୂଚନାନୁସାରେ , ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ!-->…
ମହିଳା କମିଶନରେ ହାଜର ଅନୁଭବ-ବର୍ଷା
ଭୁବନେଶ୍ୱର: ପାରିବାରିକ କଳହ ମାମଲାରେ ମହିଳା କମିଶନରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ପ୍ରଥମେ ସ୍ତ୍ରୀ ବର୍ଷା ମହିଳା କମିଶନରେ ଆସି ହାଜର ହେବାର କିଛି ସମୟ ପରେ ସାଂସଦ ଆସି ହାଜର ହୋଇଥିଲେ | ଆଜି ରାଜ୍ୟ ମହିଳା କମିଶନରେ ଏହି ଘରୋଇ କଳହ ମାମଲାର ଶୁଣାଣି ଚାଲିଛି |ଉଭୟଙ୍କୁ!-->…
ଆଜି ଭଡ଼ାଟିଆ ଓ କର୍ମଜୀବୀଙ୍କ ଜଗା ଦର୍ଶନ
ପୁରୀ: ଆଜିଠାରୁ ଭଡ଼ାଟିଆଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଛି। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି ଜଗା ଦର୍ଶନ। ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି!-->…
ରାଜନୀତିକୁ ନା କହିଲେ ରଜନୀକାନ୍ତ
ରାଜନୀତିରେ ପ୍ରବେଶ କରିବେ ନାହିଁ ରଜନୀକାନ୍ତ | ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଏକ ବୟାନ ଜାରି କରି ସେ ଏହି ଘୋଷଣା କରିଛନ୍ତି । ଦଳ ନ ଗଢିବା ସହ ନିର୍ବାଚନ ମଧ୍ୟ ଲଢିବେ ନାହିଁ । ବରଂ ଲୋକଙ୍କ ପାଇଁ କାମ!-->…
ଭାରତ ପାଇଁ ମାରାତ୍ମକ ନୁହେଁ ନୂଆ ଭୂତାଣୁ
ଭୁବନେଶ୍ୱର : ଭାରତରେ କରୋନାର ନୂଆ ଷ୍ଟ୍ରେନ୍ ଚିନ୍ତାର କାରଣ ବଢ଼ାଇଛି । ବ୍ରିଟେନରୁ ଫେରିଥିବା ୬ଜଣଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ୍ର ଲକ୍ଷଣ ପ୍ରକାଶ ପାଇଛି । ଏମାନଙ୍କ ମଧ୍ୟରୁ ୩ଜଣ ବେଙ୍ଗାଲୁରୁ, ୨ଜଣ ହାଇଦ୍ରାବାଦରୁ ଏବଂ ଜଣେ ପୁନେ ଲ୍ୟାବରୁ ଚିହ୍ନଟ ହୋଇଛନ୍ତି । କରୋନାର ନୂଆ!-->…
ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ
ପୁରୀ: ପ୍ରେମ ନେଇଗଲା ଜୀବନ | ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳଗୁମ୍ ପଂଚାୟତର ପ୍ରଧାନସାହି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ନାମ ବଳିଆ ନାୟକ ଏବଂ ସୁଲି ନାୟକ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି!-->…