Odia News Portal
Yearly Archives

2020

ମିନି ବସ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ରାଉରକେଲା: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍ ।ବାଲୁଘାଟ ନିକଟରେ ମିନିବସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ବସ୍ ରେ ଥିବା ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାରବାଟୀରେ କାଲିଠାରୁ ଓଡ଼ିଶା କ୍ରିକେଟ୍ ଲିଗ୍

ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହେବେ ଏମ୍‌ଜିଏମ୍‌ ଟି-୨୦ କ୍ରିକେଟ୍‌ ଲିଗ୍‌ । ଏଥିରେ ୬ଟି ଟିମ୍‌ ଭାଗନେବାକୁ ଯାଉଛି । କୋଭିଡ଼ କଟକଣା ମଧ୍ୟରେ ଖେଳାଯିବ ସମସ୍ତ ମ୍ୟାଚ୍‌ । ରବିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି

କୋହଲିଙ୍କୁ ପଛରେ ପକାଇଲେ ବୁମରା

ଭାରତୀୟ ଦଳର ଖେଳାଳୀ ଯଶପ୍ରୀତ ବୁମରା ଶ୍ରୀଲଙ୍କା ଗସ୍ତରେ ଦଳକୁ ପ୍ରବ୍ୟାବର୍ତ୍ତନ କରିଛନ୍ତି । ୨୦୨୦ରେ ବୁମରା ପ୍ରାୟ ସବୁ ଫର୍ମାଟ୍‌ରେ କ୍ରିକେଟ୍ ଖେଳିଛନ୍ତି। ବୁମରା ୯ଟି ଦିନିକିଆ, ୮ ଟି-୨୦ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ତେବେ ଏହା ବାବଦରେ ସେ ବିସିସିଆଇଠୁ ୨୦୨୦ ବର୍ଷ ପାଇଁ

ଜଗା ଦର୍ଶନ କଲେ ପୁରୀ ବାସିନ୍ଦା

ଦୀର୍ଘ ୯ମାସର କଡ଼ା ଧର୍ଯ୍ୟ ପରେ ଆଜି ଶ୍ରୀ ମନ୍ଦିରରେ ଜଗା ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି ପୁରୀ ବାସିନ୍ଦା । ଆଜି ପୁରୀ ସହରର ୭ଟି ୱାର୍ଡବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିଥିବା ବେଳେ ସକାଳ ସାଢ଼େ ୭ଟାରୁ ଧାଡ଼ି ଲଗାଇଥିଲେ ଦର୍ଶନାର୍ଥୀ । ସେମାନଙ୍କୁ ମିଳିଥିବା ଟୋକନ୍

ସୁଧୁରୁଛି ସୁପରଷ୍ଟାର୍ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା

ଟଲିଉଡ୍ ସୁପରଷ୍ଟାର୍ ରଜନୀକାନ୍ତ ଶୁକ୍ରବାର ହସ୍ପିଟାଲେର ଭର୍ତ୍ତି ହୋଇଥିଲେ । ସେ ନିଜ ଆଗାମୀ ଚଳଚ୍ଚିତ୍ର ଆନ୍ନାନ୍ଥେର ଶୁଟିଂ ବେଳେ ହଠାତ ତାଙ୍କ ରକ୍ତଚାପ ବୃଦ୍ଧି ପାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଜା ସୂଚନା

ଦୀର୍ଘ ୯ ମାସର ଅପେକ୍ଷା ପରେ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ୯ ମାସର ଅପେକ୍ଷା ପରେ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । କୋଭିଡ୍ କଟକଣା ଭିତରେ ଆସନ୍ତାକାଲିଠାରୁ ଏକ୍ରାମ କ୍ଷେତ୍ର ଖୋଲିବ । କାଲିଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଲିଙ୍ଗରାଜ ମନ୍ଦିର ସେବାୟତ ଓ ସେମାନଙ୍କୁ ଦର୍ଶନ ଅନୁମତି ପ୍ରଦାନ କରାଯାଇଛି । ତେବେ ମନ୍ଦିର

ଜମ୍ମୁ-କାଶ୍ମୀରରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ-କାଶ୍ମୀରରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ । ଏହାସହ ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ

ପରୀ ଘଟଣାର ସିବିଆଇ ତଦନ୍ତ ଦାବିକଲେ ଧର୍ମେନ୍ଦ୍ର

ଢେଙ୍କାନାଳ: ପରୀ ମାମଲାର ତଦନ୍ତକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।ସେ କହିଛନ୍ତି ଯେ ଘଟଣାର ତଦନ୍ତ କରାଗଲେ ସବୁ ଘଟଣା ପଦାକୁ ଆସିବ ଆସିପାରିବ । ଏହାସହ ପରୀ ମାମଲାରେ ତା ବାପା, ମା’ କିଛି

୧୯୫ ରନରେ ଅଲ୍‌ଆଉଟ୍ ଅଷ୍ଟ୍ରେଲିଆ ଦଳ

ମେଲବର୍ଣ୍ଣ: ମେଲବର୍ଣ୍ଣର ଏମସିଜି ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ମାତ୍ର ୧୯୫ ରନରେ ଅଲ୍‌ଆଉଟ୍ ହୋଇଛି ଅଷ୍ଟ୍ରେଲିଆ ଦଳ । ପ୍ରଥମ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରାରମ୍ଭିକ ବ୍ୟାଟିଂରେ ଦଳ ବିପର୍ଯ୍ୟୟର

ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ

ଯୋଗ ପ୍ର।ଚୀନ ଭ।ରତୀୟ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବ। ପ।ଇଁ ଲୋକମ।ନଙ୍କ ପ।ଖରେ ସମୟ ନ।ହିଁ। ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି । ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବ। ପ।ଇଁ ଲୋକମ।ନଙ୍କ ପ।ଖରେ ସମୟ