ଭୁବନେଶ୍ୱର ଉପକଣ୍ଠରୁ ବିରାଟକାୟ ଅଜଗର ଉଦ୍ଧାର
ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ମଦନପୁର ଗାଁରୁ ବିରାଟକାୟ ଅଜଗର ଉଦ୍ଧାର । ଗତ କିଛି ଦିନ ହେବ ସାପଟି ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ତେବେ ହେଲ୍ପ ଇଣ୍ଡିଆ ଆନିମଲ ରେସକ୍ୟୁର ମୁଖ୍ୟ ପ୍ରସନ୍ନ କୁମାର ଦାସ ଖବର ପାଇ ମଦନପୁର ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।
ଏହି…
