Odia News Portal
Yearly Archives

2020

ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ୱର() ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏସଆରସି କହିଛନ୍ତି ଯେ, ‘ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଉପରମୁଣ୍ଡା ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି । ଆସନ୍ତାକାଲି ରାଜଘାଟ ନିକଟରେ…

ବାପା ହେବେ ବିରାଟ କୋହଲି, ଟ୍ବିଟ କରି କହିଲେ ଏମିତି କଥା

ମୁମ୍ବାଇ() ମା ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା, ଖୁବ ଶୀଘ୍ର ବାପା ହେବେ ବିରାଟ କୋହଲି । ଉଭୟ ଏହି ଖୁସି ଖବରକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି “ଏବେ ଆମେ ଦୁହେଁ ତିନି ହେବାକୁ ଯାଉଛୁ । ଜାନୁଆରୀ 2021 ରେ ଛୋଟ…

କରୋନାରେ ଆଉ ୭ ଜଣଙ୍କ ଦେହାନ୍ତ, ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି

ଭୁବନେଶ୍ବର() ଆଜି ରାଜ୍ୟରେ ୩୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଆଜି ରେକର୍ଡ ସଂଖ୍ୟକ ୩୩୮୪ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାର

ଭୁବନେଶ୍ୱର()  ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩୩୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୨୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬ ବୃଦ୍ଧି ପାଇଛି । ଏନେଇ ସୂଚନା ଓ…

ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍‌ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜେଇଇ ଓ ଏନ୍‌ଇଇଟି ସ୍ଥିଗିତ ରଖିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ। ଏହା ସହିତ ଆମ ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଭିଡ ଓ ବନ୍ୟା ସ୍ଥିତ…

ପ୍ରଦୂଷଣ ବୋର୍ଡରେ ଗୋଟ ଟଣାଟଣି ଯୋଗୁଁ ସରକାର ବଦନାମ

ଭୁବନେଶ୍ୱର : ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ କର୍ମଚାରୀମାନେ ନିଜ ନିଜ ଭିତରେ ଯେଭଳି ଗୋଡ ଟଣାଟଣିରେ ମାତିଛନ୍ତି ତାହା ଏଠାରେ ଘୋର ପ୍ରଶାସନିକ ପ୍ରଦୂଷଣ ସୃଷ୍ଟି କଲାଣି । ବୋର୍ଡ ପ୍ରଶାସନିକ ବ୍ୟବସ୍ଥାରେ ଯଦି ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ ନକରନ୍ତି ତେବେ ଏହି ପ୍ରଦୂଷଣ…

ଅଭିନେତ୍ରୀ ଭାଟିଆଙ୍କ ବାପା, ମା’ କରୋନା ପଜିଟିଭ

ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବାପା, ମା’ କରୋନା ପଜିଟିଭ ବୋଲି ଜଣାପଡିଛି । ଯଦିଓ ଘରର ଅବଶିଷ୍ଟ ସଦସ୍ୟ, କର୍ମଚାରୀ ଏବଂ ତମନ୍ନା ନିଜେ ନେଗେଟିଭ ଆସିଛନ୍ତି । ତେବେ ଅଭିନେତ୍ରୀ ଏନେଇ ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି । ତମନ୍ନା ଲେଖିଛନ୍ତି- “ମୋର ପିତାମାତାଙ୍କ ଠାରେ ସପ୍ତାହ…

ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କଲା ପୋଲିସ

ଯାଜପୁର : ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ । ବଡ଼ଚଣା ପୋଲିସ ୬ ଜଣ ଡ଼କାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ୪ଟି ଛୁରୀ ଓ ବାଇକ ଜବତ କରିଛି । ଗତକାଲି ରାତିରେ ବନ୍ଦାଳ ନିକଟରେ ରହି ଏକ ପେଟ୍ରୋଲ ପମ୍ପରେ ଡକାୟତି…

ଲୁଟ କରିବାର ଭିନ୍ନ ତରିକା, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର  କୋର୍ଟ ଷ୍ଟେସନ ନିକଟ ଗଳା ଶଙ୍ଖ ରାସ୍ତାରେ ଏକ ବଡ଼ ଧରଣରୁ ଲୁଟ କରିଛନ୍ତି ଲୁଟେରା  । ବ୍ୟବସାୟୀଙ୍କୁ ଆକ୍ରମଣ କରି ପ୍ରାୟ ୭ ଶହ ଗ୍ରାମ ସୁନା ଓ ୨୦ କିଲୋଗ୍ରାମ ରୁପା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ  ।  ସୁନା ବ୍ୟବସାୟୀ ନିଜ…

ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି Royal Enfield Meteor 350

ବିଶ୍ୱର ଅନ୍ୟତମ ଅଗ୍ରଣୀ ବାଇକ କମ୍ପାନୀ “ରୟାଲ ଏନଫିଲ୍ଡ” ଖୁବ ଶୀଘ୍ର ନିଜର ଏକ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛି | ଆସନ୍ତା ମାସ ହିଁ କମ୍ପାନୀ ନିଜ UCE 350 ଲାଇନ ଅପକୁ ଲଞ୍ଚ କରିବା ନେଇ ଲକ୍ଷ ରଖିଥିବା ନେଇ ଜଣାଯାଇଛି | ଯାହାର ନାଁ ରଖାଯାଇଛି Royal Enfield Meteor 350 । କହିରଖିବା…