Odia News Portal
Yearly Archives

2020

ଯୋଗୀଙ୍କ ମନ୍ତ୍ରୀ ଚେତନ ଚୌହାନଙ୍କ ସ୍ଥିତି ଗୁରୁତର

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଚୌହାନଙ୍କ ସ୍ଥିତି ବିଗିଡି ଯାଇଛି। ତାଙ୍କୁ ଲାଇଫ ସର୍ପୋଟ ସିଷ୍ଟମରେ ରଖାଯାଇଛି। ଗତ ମାସକ ଭିତରେ ତାଙ୍କୁ କରୋନା ହୋଇଥିଲା ଓ ତାଙ୍କୁ ଲକ୍ଷ୍ନୌର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ  କରୋନାରୁ ଭଲ ହେବା ପୂର୍ବରୁ ତାଙ୍କର କିଡନୀ ଓ…

ବାନ୍ଧୁଛି ଆଉ ଏକ ଲଘୁଚାପ : ଆହୁରି ୨ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବା ସମ୍ଭାବନା ଦେଖାଦେଇଛି।   ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆହୁରି ୨ଦିନ…

ରାଜ୍ୟ କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେପକାଇଥିଲେ । କରୋନା ସଙ୍କଟ ସମୟରେ ରାଜ୍ୟବାସୀ ନିଜର ଧୈର୍ଯ୍ୟ ପ୍ରଦର୍ଶନ କରିଥିବାରୁ…

କେବେ ବି ସନ୍ଧ୍ୟା ବେଳେ କରନ୍ତୁନି ଏହି କାମ, ନଚେତ୍‌ ହୋଇଯିବେ କାଙ୍ଗାଳ

ପ୍ରତି ଘରେ ଲକ୍ଷ୍ମୀ ବାସ କରିଥାନ୍ତି। ଏଣୁ ସବୁଦିନ ଘର ଝାଡ଼ୁ କରିବାକୁ ତଥା ପରିଷ୍କାରପରିଚ୍ଛନ୍ନ ରହିବାକୁ କୁହାଯାଏ। ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଯେଉଁ ଘରେ ସବୁବେଳେ କଳି ଝଗଡ଼ା ହୁଏ, ନାରୀଙ୍କୁ ସମ୍ମାନ ଦିଆଯାଏ ନାହିଁ, ଅନୈତିକ କାମ ହେଉଥାଏ ସେ ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ।…

ସ୍ବାଧୀନତା ଦିବସରେ ଅଘଟଣ : ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ

ଜଗତସିଂହପୁର : ସ୍ବାଧୀନତା ଦିବସରେ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଜଗତସିଂହପୁର  ଜିଲ୍ଲା ତିର୍ତ୍ତୋଲ ତୁଳଙ୍ଗ ଗାଁରେ। ମିଳିଥବା  ସୂଚନା ଅନୁସାରେ କୁଳଙ୍ଗ ଗ୍ରାମର ନବମ ଶ୍ରେଣୀରେ ପଢୁଥିବା  ଆୟୂଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ ସାଙ୍ଗ ହୋଇ ଆଜି  …

ଆଜି ପୁଣି ଭୁବନେଶ୍ବରରେ ୨୭୭ ପଜିଟିଭ

ଭୁବନେଶ୍ୱର : ଭୁବନେଶ୍ବରରେ ଆଜି ପୁଣି ୨୭୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୩୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ସଂଗରୋଧ କେନ୍ଦ୍ରରୁ ୧୮୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୬ ଜଣ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ଭୁବନେଶ୍ବରରେ କୋରୋନା ପଜିଟିଭ ସଂଖ୍ୟା ୫୧୧୯କୁ…

ଆଞ୍ଚଳିକ ବିକାଶ କେନ୍ଦ୍ର ପକ୍ଷରୁ ପତାକା ଉତ୍ତଳୋନ

ଭୁବନେଶ୍ଵର : ନୁଆସାହି ୱାର୍ଡ ନଂ - ୩୯ ଅଧୀନରେ ଥିବା ନୁଆସାହିର ଆଞ୍ଚଳିକ ବିକାଶ କେନ୍ଦ୍ର ନୁଆସାହି ତରଫରୁ ସରକାରଙ୍କ ନୀତିନିୟମକୁ ସମ୍ମାନ ଜଣାଇ covid 19ର ନିୟମକୁ ମାନି ଅଳ୍ପ ସକ୍ଷଙ୍କ ମଧ୍ୟରେ ସୀମିତ ରହି ସାମାଜିକ ଦୂରତାକୁ ମାନି ମାସ୍କ ପିନ୍ଧି ଚୌସ୍ତରି ତମ ସ୍ୱାଧୀନତା ଦିବସ ପାଳନ…

ରାଜ୍ୟରେ ଆଜି ପୁଣି ୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଜି ୯ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୩୩ରେ ପହଁଚିଛି। ଏମାନଙ୍କ ଭିତରୁ ସମ୍ବଲପୁରରୁ ସର୍ବାଧିକ ୪ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, କଟକରୁ ୨ ଜଣ ମୃତ୍ଯୁବରଣ କରିଛନ୍ତି । ଏହାସହିତ କେନ୍ଦୁଝର, ଗଞ୍ଜାମ ଓ ନୟାଗଡ ଜଣେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣ ଭାବାତ୍ମକ ବେଶର ଆଜି ଦ୍ୱିତୀୟ ଦିନ । ମଧ୍ୟାହ୍ନ ଧୂପ ପରେ ଆଜି କାଳୀୟ ଦଳନ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି । ଭାଦ୍ରବ ମାସ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ ଏକ ଭୟଙ୍କର ସର୍ପକୁ ଦଳନ…

ୱାର୍ଡ଼ ନଂ – ୧୨ରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର

ଭୁବନେଶ୍ଵର : ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ଜୀବନବିନ୍ଦୁ ରକ୍ତ ଦାନ ଶିବିରର ଆଜି ଉଦଯାପନୀ ଦିବସରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ - ୧୨, ରେଲୱେ ସ୍କୁଲ ପରିସରରେ ଆୟୋଜନ ହୋଇଯାଇଛି । ଏହି…