ଅନ୍ଲକ୍ ୩.୦ : ଆଜିଠୁ କଟକଣା କୋହଳ, ବଢ଼ିଲା ଦଣ୍ଡ
ଭୁବନେଶ୍ୱର : କରୋନା ମୁକାବିଲା ସାଙ୍ଗକୁ ଅର୍ଥନୀତିର ଇଞ୍ଜିନ ଆଗକୁ ବଢ଼ିବ । ସ୍ୱାସ୍ଥ୍ୟ ସୁରକ୍ଷା ସହ ଜୀବନ ଜୀବିକାକୁ ବି ଆଗେଇବାକୁ ପଡ଼ିବ । ଏଥିପାଇଁ ରାଜ୍ୟ ସରକାର ଅଗଷ୍ଟ ମାସରେ କୋଭିଡ୍ କଟକଣାକୁ କୋହଳ କରିଛନ୍ତି। ତେବେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ବହୁଳ ସଂକ୍ରମିତ…
