Odia News Portal
Yearly Archives

2020

ମାସ୍କ ନପିନ୍ଧିଲେ ୫ ହଜାର ଫାଇନ୍

ଭୁବନେଶ୍ୱର () ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସମିଟ୍ । କିଛି କଟକଣା କଡା କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଣିକି ମାସ୍କ ନପିନ୍ଧିଲେ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ । ତୃତୀୟ ଥର ଧରାପଡିଲେ ୫ ହଜାର ଟଙ୍କା ଫାଇନ୍ ଆଦାୟ…

ଭୁବନେଶ୍ୱରରୁ ଆଉ ୧୨୮ ପଜିଟିଭ, ୪୩ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱରୁ ୧୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୫ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୭୩୫କୁ ବୃଦ୍ଧି ପାଇଛି । ୧୪୩୩ ଜଣ ସୁସ୍ଥ…

କାହିଁକି ମଣିଷଙ୍କ ରକ୍ତ ପିଅନ୍ତି ମଶା ? ଜାଣନ୍ତୁ

ଭୁବନେଶ୍ବର() ଦୁନିଆ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ମଶାମାନେ ରକ୍ତ ପିଉନଥିଲେ। କିନ୍ତୁ ଧିରେ ଧିରେ ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିଥିଲା। ମଶାମାନେ ମଣିଷ ଏବଂ ଅନ୍ୟ ଜୀବ ଜନ୍ତୁଙ୍କ ରକ୍ତ ପିଇବା ଏଥିପାଇଁ ଆରମ୍ଭ ହେଲା କାରଣ ମଶା ଶୁଷ୍କା ସ୍ଥାନରେ ରହୁଥିଲେ। ଯେତେବେଳେ…

ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ

ରାଉରକେଲା()  ଭୁବନେଶ୍ୱର ପରେ ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଚିକିତ୍ସା ସେଣ୍ଟର ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ତେବେ ଆଇଜିଏଚରେ ଉଦଘାଟନୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସୁନ୍ଦରଗଡ…

ଅଗଷ୍ଟ ୪ରେ ଲଘୁଚାପ, ୧୩ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()  ଆଗାମୀ ୧୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ଓ ବଜ୍ରପାତକୁ ନେଇ ୧୩ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ଜିଲ୍ଲା ଗୁଡ଼ିକ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ,…

ସାନିଟାଇଜର ପିଇ ୯ ମୃତ

ମଦ ବଦଳରେ  ସାନିଟାଇଜର ପିଇ ୯ ମୃତ ।  ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାରେ।  ଗତ କିଛିଦିନ ଧରି ସାନିଟାଇଜରରେ  ପାଣି ଓ ଥଣ୍ଡା ମିଶାଇ ପିଉଥିଲେ ଏହି ୯ ମୃତ ବ୍ୟକ୍ତି । ପୁଲିସ କହିବାନୁଯାୟୀ, ଏନେଇ ତଦନ୍ତ ଚାଲିଛି  । ସେମାନେ କେବଳ …

ଅଗଷ୍ଟରୁ ଦୈନିକ ୨୦ ହଜାର ଟେଷ୍ଟ

ଭୁବନେଶ୍ୱର() ରାଜ୍ୟରେ ଅଗଷ୍ଟରୁ କରୋନା ପରୀକ୍ଷା ସଂଖ୍ୟା ବଢାଯିବ ।  ଦୈନିକ ୧୨ ହଜାର ବଦଳରେ ୨୦ ହଜାର ନମୁନା ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଦୈନିକ ୮ ହଜାର ଆରଟି-ପିସିଆର ଓ ୧୨ ହଜାର ଆଣ୍ଟିଜେନ ଟେଷ୍ଟ ହେବ । ପ୍ରତି ଜିଲ୍ଲାରେ ୩ରୁ ୫ ହଜାର ଲେଖାଏଁ ଆଣ୍ଟିଜେନ୍ କିଟ…

ଆସିଲା ସୁଶାନ୍ତଙ୍କ ଆକାଉଣ୍ଟ ଡିଟେଲ୍ସ, ଜାଣନ୍ତୁ

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ଏଫଆଇଆର ରୁଜୁ ହେବା ପରେ ଯାଞ୍ଚ ପାଇଁ ମୁମ୍ବାଇ ପହଁଚିଥିଲା ବିହାର ପୋଲିସ। ବିହାର ପୋଲିସ ବ୍ୟାଙ୍କରୁ ସୁଶାନ୍ତ ସିଂହଙ୍କ ଆକାଉଣ୍ଟ ଡିଟେଲ୍ସର ବିବରଣୀ ହାସଲ କରିଛନ୍ତି। ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ଯେ କେବେ, ଆଉ…

ଦିନକରେ ୭୭୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ()   ଦେଶରେ ଗତ ୨୪ଘଣ୍ଟାରେ ୫୫,୦୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୩୮,୮୭୧ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୩୫,୭୪୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ…

ଆତ୍ମହତ୍ୟା ପୂର୍ବ ରାତିରେ ହୋଇନଥିଲା କୌଣସି ପାର୍ଟି

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଳାରେ ଳଗାତାର ନୂଆ ଖୁଲାସା ହେବାରେ ଲାଗିଛି।  ସୁଶାନ୍ତଙ୍କ ଚାକର ଏବେ ବିହାର ପୋଲିସ ଆଗରେ ବୟାନ ଦେଉଛନ୍ତି ଯେ, ଆତ୍ମହତ୍ୟା ପୂର୍ବ ରାତିରେ ସୁଶାନ୍ତଙ୍କ ଘରେ କୌଣସି ପ୍ରକାର ପାର୍ଟି ହୋଇନଥିଲା। ସୁଶାନ୍ତଙ୍କ ଚାକର…