Odia News Portal
Yearly Archives

2020

ଆଜିଠୁ ୪ ମାସ ନିଦ୍ରାରେ ଗଲେ ମହାପ୍ରଭୁ

ପୁରୀ() ଗୁରୁବାର ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ ନୀତି ସମ୍ପନ୍ନ ହୋଇଛି । ଆଜିଠୁ ନିଦ୍ରା ଯାଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ କାର୍ତ୍ତିକ ବଡ଼ ଏକାଦଶୀରେ ଶୟନ ଠାକୁର ଉଠିବେ । ଏହି ମଧ୍ୟବର୍ତ୍ତୀ ୪ ମାସରେ ସମସ୍ତ ସାମାଜିକ ଶୁଭ କାର୍ଯ୍ୟ ନିଷେଧ । ଠାକୁରେ ଶୟନରେ ଥିଲେ…

କରୋନା ନେଲା ଆଉ ୮ ମୁଣ୍ଡ

ଭୁବନେଶ୍ବର() ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ୧୪୯୯ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତଦେହାନ୍ତ ହୋଇଛି।। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଆଜି ୧୪୯୯ କରୋନା ପଜିଟିଭ, ୫୮୫ ଲୋକାଲ କେସ

ଭୁବନେଶ୍ବର() ଆଜି ୨୯ ଜିଲ୍ଳାରୁ ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୮୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୭୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

ବର୍ଷକ ପରେ ପଦୋନ୍ନତି ପ୍ରକ୍ରିୟାକୁ ଭୁଲିଗଲେଣି କର୍ତ୍ତୃପକ୍ଷ

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପଦୋନ୍ନତି ଠିକ୍‍ ସମୟରେ ଦୋପାଇଁ ମୋ ସରକାରର କଲ୍ୟାଣକାରୀ ପଦକ୍ଷେପ ଆକାରରେ ୨୦୧୯ ବର୍ଷରେ ସମସ୍ତ ସରକାରୀ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୧୯ ବର୍ଷର ପଦୋନ୍ନତି ଯେପରି…

ବିରିୟାନି ପାଇଁ ମହାଭାରତ: ଦୁଇ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୮ ଗୁରୁତର

ଭଦ୍ରକ :  ଗାଁ ଦୋକାନରେ ବିରିୟାନି ଖାଇବାକୁ କେନ୍ଦ୍ର କରି ଦୁଇ ପକ୍ଷ ଗଣ୍ଡଗୋଳ ହୋଇଛନ୍ତି । ଫଳରେ ଉଭୟ ପକ୍ଷରୁ ୮ ଆହତ ହୋଇଥିବା ବେଳେ ୫ ବାଇକ ଭାଙ୍ଗିଛି । ଏହି ଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା  ଜଗନ୍ନାଥସାହି ଗ୍ରାମରେ ଘଟିଛି । ଗାଁ ରେ ଥିବା ଏକ ଦୋକାନରେ ବିରିୟାନି…

ମାଲାୟଲମ ଅଭିନେତା ଅନିଲ ମୁରଲୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : ମାଲାୟଲମ ଅଭିନେତା ଅନିଲ ମୁରଲୀଙ୍କର ଗୁରୁବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଯକୃତଜନିତ ରୋଗରେ ସେ ପୀଡ଼ିତ ଥିଲେ । ଅନିଲ ମୁରଲୀଙ୍କ ପରଲୋକ ଖବରରେ ଦକ୍ଷିଣ ସିନେ ଅଭିନେତା ପୃଥ୍ୱୀରାଜ ସୁକୁମାରନ ଗଭୀର ଶୋକପ୍ରକାଶ କରିବା ସହ ସୋସିଆଲ ମିଡିଆରେ…

ଦଶମ ପରୀକ୍ଷାରେ ଟପ୍ପର ହୋଇଥିବା ମିନାକ୍ଷୀଙ୍କୁ ଭେଟିଲେ ବିଧାୟକ

ବାଲିଗୁଡା: କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଚାଷୀ ପରିବାରର ଝିଅ ମିନାକ୍ଷୀ ମଲିକ। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ଟପ୍ପର ହୋଇଛନ୍ତି ମୀନାକ୍ଷୀ । କେ.ନୂଆଗାଁ ବ୍ଲକ ମହାସିଙ୍ଗ ପଞ୍ଚାୟତ ଗୋଇବନ୍ଧା ଗାଁର ଚାଷୀ ରାଜୀବ ମଲିକଙ୍କ ଝିଅ ମୀନାକ୍ଷୀ ଦଶମ ବୋର୍ଡ…

ଭୁବନେଶ୍ଵର ଏହି ଥାନାର ୬ କର୍ମଚାରୀଙ୍କୁ କରୋନା ପଜିଟିଭ, ସାନିଟାଇଜ୍ ପାଇଁ ଥାନା ବନ୍ଦ

ଭୁବନେଶ୍ବର : କ୍ୟାପିଟାଲ୍‌ ଥାନାରେ ପୁଣି ୬ ଜଣ ପୁଲିସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଥାନାକୁ ସାନିଟାଇଜ୍‌ କରିବା ସହ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଛି । ୩ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳ କରୋନାରେ ଆକ୍ରାନ୍ତ ହୋଇଥିଲେ ।…

ପୂର୍ବ ଶତ୍ରୁତାରୁ ତାଲା ପକାଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା : ପୂର୍ବ ଶତ୍ରୁତାରୁ ତାଲା ପକାଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା  ଗିରଙ୍ଗ ଗାଁରେ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଭାବନୀୟ କାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା ୨୦ ଦିନର ଶିଶୁ ସମେତ ପରିବାରର ୫ ଗୁରୁତର…

ଆଜିଠୁ ଖୋଲିବ ୟୁନିଟ-୪ ମାର୍କେଟ୍

ଭୁବନେଶ୍ୱର : କରୋନା ପଜିଟିଭ୍‌ ଚିହ୍ନଟ ପରେ ବନ୍ଦ ରହିଥିବା ୟୁନିଟ୍‌-୪ ହାଟ ପୁଣି ଖୋଲିବ । ଜୁଲାଇ ମାସ ୩୧ ତାରିଖରୁ ହାଟ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି । ହାଟ ବ୍ୟବସାୟ ସଂଘ ସବୁ ସରକାରୀ ନିୟମ ମାନିବା ସହ ସାମାଜିକ ଦୂରତ୍ୱ ରଖି ବ୍ୟବସାୟ କରିବେ । ନିଜେ ଦୋକାନୀ ଏ ସବୁ ପ୍ରତି…