Odia News Portal
Yearly Archives

2020

କେନ୍ଦ୍ର କ୍ୟାବିନେଟ ବୈଠକରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରି

ନୂଆଦିଲ୍ଲୀ() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ ହୋଇଛି । ସେହି କେନ୍ଦ୍ର କ୍ୟାବିନେଟ ବୈଠକରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରି ମିଳିଛି । ଏହାସହ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମରେ ପରିବର୍ତ୍ତନ କରାଯାଇଛି । ନୂଆ ନାମ ଶିକ୍ଷା…

ରାଜଧାନୀରେ ପ୍ରଥମ ଫଟୋ ସାମ୍ବାଦିକଙ୍କୁ କରୋନା

ଭୁବନେଶ୍ୱର : ଏକ ଦୈନିକ ଓଡ଼ିଆ ଖବର କାଗଜରେ କାର୍ଯ୍ୟ କରୁଥିବା ଭୁବନେଶ୍ୱର ଜଣେ ଫଟୋ ସାମ୍ବାଦିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିଛି ଦିନ ଧରି ସେ ଅସୁସ୍ଥତା ଅନୁଭବ କରବାରୁ ନିଜର କରୋନା ପରୀକ୍ଷଣ କରିଥିଲେ। ଆଜି ତାଙ୍କର ରିପୋର୍ଟ ପଜିଟିଭ ଆସିଥିବାରୁ ଭୁବନେଶ୍ୱର ଫଟୋ…

ସୁଶାନ୍ତଙ୍କ ଆକାଉଣ୍ଟରୁ ୧୪ କୋଟି ଟଙ୍କା ଗାଏବ କରିଛନ୍ତି ରିୟା

ମୁମ୍ବାଇ() ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସହିତ ଛଅ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହାରି ଆଧାରରେ ରାଜୀବ ନଗର ଥାନାରେ କେସ୍ ସଂଖ୍ୟା ୨୪୧/୨୦ ଅନୁଯାୟୀ ରୁଜୁ ଏଫଆଇଆରରେ ରିୟାଙ୍କ ଉପରେ ସୁଶାନ୍ତଙ୍କ ପ୍ରେମରେ ଫସାଇ ତାଙ୍କ ଅର୍ଥ କାଢିବା…

୩୧ ସ୍କୁଲରେ ସମସ୍ତେ ଫେଲ

ଭୁବନେଶ୍ୱର()  ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ  । ଚଳିତ ବର୍ଷ ୬୭୮ ବିଦ୍ୟାଳୟରେ ସମସ୍ତେ ପାଶ ହୋଇଥିବାବେଳେ ୩୧ ସ୍କୁଲରେ ସମସ୍ତେ ଫେଲ ହୋଇଛନ୍ତି  । ଚଳିତ ବର୍ଷ ୨୬୨୭୩୮ ଝିଅ ପରୀକ୍ଷା କରିଥିବାବେଳେ ୨୧୫୩୬୮ ଜଣ ପାଶ କରିଛନ୍ତି  । ସେହିପରି ୨୪୭୪୫୧ ଜଣ ପୁଅ ପରୀକ୍ଷା ଦେଇଥିବାବେଳେ…

ତିନିରଥ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ପୁରୀ() ଚଳିତବର୍ଷ ୩ ରଥର ସଂରକ୍ଷଣ ପାଇଁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।ଚଳିତ ବର୍ଷର ରଥଯାତ୍ରା ସ୍ମୃତିକୁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି‌ ନେଇଛି। ଏହି କ୍ରମରେ ଆଜି ଠାରୁ ତିନିରଥ ଭଙ୍ଗାଯିବା ସହ ସ୍ଥାନାନ୍ତର…

କରୋନା ନେଲା ଆଉ ୫ ମୁଣ୍ଡ

ଭୁବନେଶ୍ବର() ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୫ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୧, କନ୍ଧମାଳ ୧, ବାଲେଶ୍ବରରୁ ୧,…

ମାଟ୍ରିକ ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର () ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ।ଭିଡିଓ ରିଲିଜ୍ ଜରିଆରେ ମ୍ଯାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥରର ପାସ୍ ହାର 78.76%। ୱେବସାଇଟ : www.bseodisha.ac.in ଓ www.bseodisha.nic.in ପରୀକ୍ଷାର୍ଥୀମାନେ OR01 ସ୍ପେଶ ଦେଇ ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ…

ନେଗେଟିଭ କରୋନା ରିପୋର୍ଟ ପାଇଁ ଅପରାଧିଙ୍କ ଧାଡି

ଭୁବନେଶ୍ୱର : ନାମୀ ଦାମୀ ଅପରାଧିମାନେ ଏବେ କରୋନା ପରୀକ୍ଷା ପାଇଁ ଧାଡି ଲଗାଇବା ସହିତ କିଭଳି ନେଗେଟିଭ ରିପୋର୍ଟ ମିଳିବ ସେଥିପାଇଁ ଲାଗି ପଡିଛନ୍ତି । ପୁଲିସ୍‍ ଭୟରେ ଯେଉଁ ଅପରାଧିମାନେ ଅଦାଲତରେ ସରେଣ୍ଡର କରିବାକୁ ଚାହୁଁଛନ୍ତି ସେମାନେ ଏବେ ଏଭଳି ଅବସ୍ଥାରେ ପଡିଛନ୍ତି । କାରଣ କରୋନା…

ଆଜି ଆଉ ୧୦୬୮ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୯୪

ଭୁବନେଶ୍ୱର() ଆଜି ରାଜ୍ୟରେ ୧୦୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୬୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୦୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୧୭୫କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବ୍ୟୟଭାବରେ ରାଶ୍ୟାଧିପ ରହିଥିବାରୁ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ, ଫଳରେ ମାନସିକ ଅସ୍ଥିରତା ଦେଖାଦେଇପାରେ। ଆଗାମୀ ସମୟର ଆନୁଷ୍ଠାନିକ କାମରେ ତତ୍ପରତା ବୃଦ୍ଧିପାଇବ। ବୃଷ କେତୁଯୁକ୍ତ…