୧୫ ଫୁଟର ବିଶାଳ ଅହିରାଜ ସାପ ଉଦ୍ଧାର
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅର୍ନ୍ତଗତ ଗୋଡିପଡା ଗାଁରେ ଏକ ୧୫ ଫୁଟର ବିଶାଳ ଅହିରାଜ ସାପ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗାଁର ସୁକୁରିଆ ବେହେରାଙ୍କ ଘରେ ଏକ ୧୫ ଫୁଟର ବିଶାଳ ଅହିରାଜ ସାପ ଦେଖିବାକୁ ମିଳଥିଲା ।
ଏହାପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇ ସ୍ନେକ ହେଲପ…
