Odia News Portal
Yearly Archives

2020

ପଳାଶୁଣି ଦୁର୍ଗା ପୂଜା ମଣ୍ଡପରେ ରକ୍ତଦାନ ଶିବିର

ଭୁବନେଶ୍ଵର : ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପରେ ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଓ କମିଶନରେଟ ପୋଲିସ ସହଭାଗିତାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର କୁ କମିଶନରେଟ ପୋଲିସ ଏସିପି, ତଥା ରେଡକ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ…

ଆସନ୍ତାକାଲିଠାରୁ ଆରମ୍ଭ ହେବ ରଥଖୋଲା କାର୍ଯ୍ୟ

ପୁରୀ() ଚଳିତବର୍ଷ ୩ ରଥର ସଂରକ୍ଷଣ ପାଇଁ ପୁରୀରେ ଆସନ୍ତକାଲିଠାରୁ ରଥଖୋଲା କାର୍ଯ୍ୟ ଆରମ୍ଭ ହେବ । ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ଏହି କାମ ହେବ । ମାସେ ଧରି ରଥଖୋଲା ଚାଲିବା ସହ ସ୍ଥାନାନ୍ତରଣ ଓ ରଥଯୋଡ଼ା କାମ ମଧ୍ୟ ହେବ । ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଭୋଇ ସେବକ…

ଅଭିଯୋଗ ବୁଝିବା ଲାଗି ଡିଜିପିଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର()  କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ  ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି ।  କେଉଁଭଳି  ଲୋକଙ୍କ ଅଭିଯୋଗ ବୁଝିବେ ନେଇ ପୁଲିସ ଡିଜି ଗାଇଡଲାଇନ ଜାରି କରିଛନ୍ତି । ସମ୍ପୃକ୍ତ ଗାଇଡଲାଇନଗୁଡ଼ିକ  ହେଲା: ୧- ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ…

୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ରାଜ୍ୟର ୪ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ୪ ଜିଲ୍ଲା ଯଥା ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ। ସେହିପରି ଉତ୍ତର ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଧା, ବଲାଙ୍ଗୀର, ଅନୁଗୁଳ, ସୋନପୁର, ଢେଙ୍କାନାଳ, କେନ୍ଦୁଝର ଓ…

ସପ୍ତାହକୁ ୪ ଦିନ ସଟଡାଉନ ଘୋଷଣା

କରୋନା ସଙ୍କଟ ପାଇଁ ଏଣିକି ୪ ଦିନିଆ ସଟଡାଉନ ଲାଗୁ ହେବ । ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ସଟଡାଉନ ଓ ୩ ଦିନ ଲକଡାଉନ କରାଯାଇଛି । ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଜିଲ୍ଲାପାଳ ସଟଡାଉନ ନିର୍ଦ୍ଦେଶ ଦେଇଥିବାବେଳେ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ଲକଡାଉନ କଟକଣା ଯଥାପୂର୍ବ ରହିବ।…

ରେକର୍ଡ଼ କଲା ସୁନା ଦର, ୫୨ ହଜାର ପାର

ଭାରତୀୟ ବଜାରରେ ସୁନାର ଦାମ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ଘରୋଇ ଓ ବିଶ୍ୱରେ ସୁନା ଦର ବୃଦ୍ଧି ହେତୁ ରେକର୍ଡ ସର୍ବାଧିକ ହୋଇଛି । ଏମସିଏକ୍ସ ଏକ୍ସଚେଞ୍ଜରେ ଆଜି ସକାଳ ୯ଟାରେ ସୁନା ଦର ୩୦୯ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୫୨,୪୧୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି । ଏହା…

ରାଜ୍ୟରେ ଆଉ ୧୫ ଦିନ ବଢ଼ିବ କରୋନା ସଂକ୍ରମଣ

ଭୁବନେଶ୍ୱର()  ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ବି ପ୍ରତିଦିନ ଏହି ସଂକ୍ରମଣ ହାରକୁ ଦେଖି ଭୟ କରିବାରେ ଲାଗିଲେଣି। ତେବେ ନିକଟରେ ହେଉଥିବା ସର୍ଭେ ହେତୁ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଭୟଭୀତ ନ ହେବାକୁ ସରକାର…

କରୋନା ନେଲା ଆଉ ୭ ମୁଣ୍ଡ, ଭୁବନେଶ୍ବରର ୫ ବର୍ଷ ବାଳକର କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର() ଆଜି ରାଜ୍ୟରେ ୧୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାୟଗଡାରୁ ୨, କଟକରୁ…

ଆଜି ପୁଣି ୧୨୧୫ ଜଣ ପଜିଟିଭ୍, ୪୬୨ ଲୋକାଲ କେସ, ଖୋର୍ଦ୍ଧାରୁ ୩୧୨

ଭୁବନେଶ୍ୱର()  ରାଜ୍ୟରେ ଆଜି ପୁଣି ୧୨୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ…

କାଳିଆ ଯୋଜନାକୁ ଅସ୍ତ୍ର କରିଛନ୍ତି ବିରୋଧି

ଭୁବନେଶ୍ୱର : କୋଭିଡ ମୁକାବିଲା ଠାରୁ ଯୁବନେତାଙ୍କ ରାଜ୍ୟ ଗସ୍ତ ପ୍ରସଙ୍ଗରେ ସରକାରଙ୍କୁ ଟର୍ଗେ କରି ଫେଲ ମାରିଥିବା ବିରୋଧିଦଳ ହାତରେ ଏବେ କାଳିଆ ଅସ୍ତ୍ର ପଡିଛି । ରାଜ୍ୟ ସରକାର ଚାଷୀଙ୍କ ମଧ୍ୟରୁ କେତେକଙ୍କୁ ଅଯୋଗ୍ୟ ଦର୍ଶାଇ ସେମାନେ ପାଇଥିବା କାଳିଆ ପଇସା ଫେରାଇବାପାଇଁ କହିବାପରେ ଏଭଳି…