Odia News Portal
Yearly Archives

2020

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ

ମାଲକାନଗିରି : ନୂଆ ଢ଼ଙ୍ଗରେ ସହିଦ ସପ୍ତାହ ପାଳନ କରିବା ପାଇଁ ଜଣେଇଲେ ମାଓବାଦୀ। ଏଥର ମାଓବାଦୀଙ୍କ ସହିଦ ଦିବସ ପାଳନ ପାଇଁ ଟେପ ରେକର୍ଡ ମାଧ୍ୟମରେ ବାର୍ତ୍ତା ରଖିଲେ ମାଓ ସଙ୍ଗଠନ। ସେ ପୁଣି ରାଜ ରାସ୍ତାରେ। ରାସ୍ତା ଉପରେ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଏବଂ ତା ସହିତ ସାଉଣ୍ଡ ବକ୍ସ ଯୋଗେ…

ଏବେ ଫଟୋ ଓ ଭିଡିଓକୁ ଏଡିଟ କରିବା ହେଲା ଅହୁରି ସହଜ

ଆପଣ ଜାଣନ୍ତି କି ବର୍ତ୍ତମାନ ଆପଣଙ୍କ ଫଟୋ ଓ ଭିଡିଓକୁ ଏଡିଟ କରିବା ହେଲା ଅହୁରି ସହଜ । ଆଜ୍ଞା ହଁ ବର୍ତ୍ତମାନ ହ୍ଵାଟ୍ସଆପ ମେସେଞର ନେଇ ଆସିଛି ଆପଣଙ୍କ ପାଇଁ ଏମିତି ଏକ ନୂଆ ଫିଚର ,ଯାହା ଦ୍ୱାରା ଆପଣ ସିଧାସଳଖ ହ୍ଵାଟ୍ସଆପ‌ ମାଧ୍ୟମରେ ଫଟୋ କିମ୍ବା ଭିଡିଓକୁ ଏଡିଟ କରି ନିଜ ପ୍ରିୟଜନଙ୍କୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ। କୃଷି, ବାଣିଜ୍ୟବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଗୃହକୁ କିଛି ମୂଲ୍ୟବାନ କିମ୍ବା ସୌଖୀନ ପଦାର୍ଥ ଆଣିପାରନ୍ତି। ନିର୍ମାଣ କାମ ଆଗେଇ ଚାଲିବ ଓ ଅପରାହ୍ନେ ଜଣେ ବନ୍ଧୁଙ୍କ…

ସୁସ୍ଥ ତାଲିକାରେ ଯୋଡି ହେଲେ ଆଜି ୫୮୧ ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ବଢୁଛି ସୁସ୍ଥତା ହାର। ଆଜି ଆଉ ୫୮୧ ସୁସ୍ଥ ହୋଇଥିବାର ଟ୍ବିଟ କରି  ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଗଞ୍ଜାମରୁ ୧୬୦, ଖୋର୍ଦ୍ଧାରୁ ୭୭, ଗଜପତିର ୪୩, କଟକର ୩୪, ମାଲକାନଗିରିର ୩୨, ବରଗଡର ୨୫, ଭଦ୍ରକର ୨୩, କେନ୍ଦୁଝରର ୧୯, ଅନୁଗୁଳର ୧୭, କନ୍ଧମାଳର ୧୭,…

ଏମିତି ନିଆରା ଶ୍ରଦ୍ଧାଞ୍ଜଳି ଆଉ କେହି ଦେଇ ନଥିବେ ବିଜୟ ମହାନ୍ତିଙ୍କୁ

ଯାଜପୁର : ବିଜୟ ବରଗଛ। ହଁ ଏ ନାଁଟି ଟିକିଏ ଅଲଗା ଲାଗୁଥିବ। ବରଗଛ ସହିତ ଜଣେ ବ୍ୟକ୍ତିଙ୍କ ନାଁ। ଗଛ ଭିତରେ ବରଗଛ ଟିକିଏ ନିଆରା ଓ ଏହାର ଆୟୁଷ କଳନା କରି ହୁଏନି ବୋଲି କଳ୍ପବଟର ନାଁ ଦିଆଯାଏ। ଠିକ ସେହିପରି ଆମ ସମସ୍ତଙ୍କର ଅତି ପ୍ରିୟ ବିଜୟ ମହାନ୍ତି। ପ୍ରତିଟି ଓଡିଆ ସିନେପ୍ରେମୀଙ୍କ…

ସୋସିଆଲ ମିଡିଆ ଯୋଗେ ଚାଲିଥିଲା ସେକ୍ସ ରାକେଟ୍, ୧୫ ଗିରଫ

ଗାଜିଆବାଦ : ଉତ୍ତର ପ୍ରଦେଶର ଗାଜିଆବାଦରେ ପୋଲିସ ଏକ ସେକ୍ସ ରାକେଟର କରିଛି ପର୍ଦାଫାଶ। ଏକ ଭଡା ଘରେ କିଛି ଝିଅ ଦେହବେପାର କାରବାର କରୁଥିବା ବେଳେ ସୋସିଆଲ ମିଡିଆ ମାଧ୍ୟମରେ ଏହି ରାକେଟକୁ ପରିଚାଳିତ କରୁଥିଲେ। ଶନିବାର ଏହି ରେଡ୍ କରାଯାଇଥିବା  ବେଳେ ପୁରା ମାମଲାର ଖୁଲାସା ହୋଇଛି।…

ଜାଲରେ ପଡ଼ିଲା ୮ କ୍ବିଣ୍ଟାଲ ଶାଙ୍କୁଚ

ଚନ୍ଦନେଶ୍ବର  : ସୀମାନ୍ତ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର ବେଳାଭୂମିଠାରୁ ପ୍ରାୟ ୮ କି.ମି ଦୂର ଦୀଘା ମୁହାଣରୁ ପୁଣି ଏକ ୮ କ୍ବିଣ୍ଟାଲ ଶାଙ୍କୁଚ ଧରା ପଡ଼ିଛି। ପୂର୍ବ ଭାରତର ସର୍ବ ବୃହତ ସାମୁଦ୍ରିକ ମତ୍ସ୍ୟ ଅବତରଣ କେନ୍ଦ୍ର ପଡ଼ୋଶୀ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା…

୩ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ବର : କମିଶନରେଟ୍‌ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କ ଠାରୁ ଲୁଟୁଥିବା ୩ ଜଣଙ୍କୁ ଗିରଫ କଲା ପୋଲିସ । ଗତ ମାସ ୨୫ ତାରିଖରେ ସୁଲୋଚନା ପତି ଓ ତାଙ୍କ ସ୍ୱାମୀ ଭୁବନେଶ୍ୱର ଫେରୁଥିବା ବେଳେ ଭିଙ୍ଗାରପୁର ଛକ ନିକଟରେ ଲୁଟ୍‌ ହୋଇଥିଲା । ତିନି ଜଣ…

କରୋନାକୁ ମାତ୍‌ ଦେଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର। କରୋନାକୁ ମାତ୍‌ ଦେବା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କୁ ମେଡିକାଲରୁ ଛୁଟି ମିଳିଛି। ଆଜି ଉଭୟେ ମା’ ଝିଅ ଘରକୁ ଫେରିବେ। ସୂଚନାଯୋଗ୍ୟ ଯେ ଜୁଲାଇ ୧୪ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ…

ଓଡିଶା ମାଟିର ଯଶ ରଖିଲେ ସମ୍ବଲପୁର ଝିଅ ମିନାକ୍ଷୀ

ସମ୍ବଲପୁର :  ସମସମ୍ବଲପୁରର ଝିଅ ମିନାକ୍ଷୀ ହେଲେ ମିସେସ କୁଇନ ୟୁନିଭର୍ସ ଟ୍ୱେଣ୍ଟି ଟ୍ୱେଣ୍ଟି । ସମ୍ବଲପୁରର ଝିଅ ମିନାକ୍ଷୀ ପ୍ରାୟ ୧୦ ହଜାର ପ୍ରତିଯୋଗୀ ଙ୍କୁ ପଛରେ ପକାଇ ଏହି ମୁକୁଟ ହାସଲ କରିଛନ୍ତି । ସମ୍ବଲପୁର VSS ମାର୍ଗ ରେ ରହୁଥିବା ମିନାକ୍ଷୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ…