କଟକରୁ ଆଉ ୬୫ ପଜିଟିଭ
କଟକ() କଟକ ସହରରେ ଆଜି ଆଉ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୯ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ୬୫ଜଣଙ୍କ ମଧ୍ୟରୁ ନିଶ୍ଚିନ୍ତ କୋଇଲିରୁ ୨୪, ବାଙ୍କୀରୁ ୧୪, ଡ଼ମପଡ଼ାରୁ ୧୨, ବାରଙ୍ଗରୁ ୨, ତିଗିରିଆରୁ ୫,…
