ଶୀର୍ଷ ୩ ରାଜ୍ୟ ମଧ୍ୟରେ ଓଡ଼ିଶା
ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ ଏବଂ ସ୍ୱିଜରଲାଣ୍ଡର ଏରୋସୋଲ୍ ଇଣ୍ଡଷ୍ଟ୍ରି ପକ୍ଷରୁ ହୋଇଥିବା ଅନୁଧ୍ୟାନରେ ଓଡ଼ିଶା ସଂପର୍କରେ ଏକ ଭଲ ତଥ୍ୟ ସାମ୍ନାକୁ ଆସିଛି। ସଂସ୍ଥା କହିଛି ଯେ କରୋନା ମହାମାରୀ ମୁକାବିଲା ଦିଗରେ ତଥ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ।…
