ସୋସିଆଲ ମିଡିଆରେ ଅଭିଯୋଗ ଶୁଣିବେ କଟକ DCP
କଟକ : କଟକ ଡିସିପି ସର୍ବସାଧାରଣଙ୍କ ଅଭିଯୋଗ କରିବା ନେଇ ଏକ ନୂଆ Whatsapp ନମ୍ବର ଜାରି କରିଛନ୍ତି । କୋଭିଡକୁ ନେଇ ଜାରି ହୋଇଥିବା ଲକ ଡାଉନ ସମୟରେ ଏହି ନମ୍ବର ଜରିଆରେ ସାଧାରଣ ଜନତା ନିଜ ନିଜ ଅଭିଯୋଗ ଜଣାଇ ପାରିବେ ।
ଏବାବଦରେ ନିଜେ ଡିସିପି ହିଁ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ…
