Odia News Portal
Yearly Archives

2020

ପୁଣି ଅଲୋଡ଼ା ଶିଶୁ କନ୍ୟା : ରେଳଷ୍ଟେସନ କଡ଼ରୁ ନବଜାତ ଶିଶୁ ଉଦ୍ଧାର

ଡେଲାଙ୍ଗ : କଣାସ-ଡେଲାଙ୍ଗ ରାସ୍ତା ଜେନାପୁର ରେଳ ଷ୍ଟେସନ ପାଖରୁ ଡେଲାଙ୍ଗ ବ୍ଳକ୍‌ ବେରବୋଇ ନିବାସୀ ଶୁଭଶ୍ରୀ ପ୍ରଧାନ ନାମ୍ନୀ ଜଣେ ମହିଳା ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି । ଆଜି ଭୋର ୫ଟାରେ ଶିଶୁକନ୍ୟାଟି ଉଦ୍ଧାର ହୋଇଥିବା ନେଇ ଡେଲାଙ୍ଗ ପୁଲିସ ପକ୍ଷରୁ…

ଆଜିଠୁ ସମ୍ବଲପୁରରେ ୨ୟ ପର୍ଯ୍ୟାୟ ସଟ୍‌ଡାଉନ୍

ସମ୍ବଲପୁର : ଆଜିଠୁ ସମ୍ବଲପୁରରେ ୨ୟ ପର୍ଯ୍ୟାୟ ସଟ୍‌ଡାଉନ୍‌। ଏହି ପର୍ଯ୍ୟାୟରେ ୨୬ରୁ ୩୧ ଯାଏ ୬ ଦିନ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ ରଖାଯିବ। ଏହି ପର୍ଯ୍ୟାୟରେ ପରିବା ଓ ରାସନ ଦୋକାନ ଖୋଲାରହିବ। ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ କ୍ଷୀର, ପନିପରିବା ଓ ଗ୍ରୋସରୀ…

ଏହି ତାରିଖରେ ଭାରତରେ ପହଞ୍ଚିବ ଲଢୁଆ ଯୁଦ୍ଧ ବିମାନ ରାଫେଲ

ନୂଆଦିଲ୍ଲୀ: ଦୁଇ ଦିନ ପରେ ଭାରତରେ ପହଞ୍ଚିବ ଲଢୁଆ ଯୁଦ୍ଧ ବିମାନ ରାଫେଲ । ଜୁଲାଇ ୨୯ରେ ପ୍ରଥମ ପର୍ଯ୍ୟାୟରେ ଆମ୍ବାଲା ଏୟାରଫୋର୍ସ ଷ୍ଟେସନ୍‌ରେ ଅବତରଣ କରିବ ୫ଟି ରାଫେଲ । ଭାରତୀୟ ବାୟୁ ସେନା ପାଇଁ ଏହି କ୍ଷେପଣାସ୍ତ୍ରବାହୀ ଏୟାରକ୍ରାଫ୍‌ଟ ଗେମ ଚେଞ୍ଜର ହେବ ବୋଲି କୁହାଯାଉଛି । ଚୀନ ସହ…

କର୍ପୋରେଟରମାନଙ୍କ ପାପ ମୁଣ୍ଡାଉଛି ମହାନଗର ନିଗମ

ଭୁବନେଶ୍ୱର : କର୍ପୋରେଟରମାନଙ୍କ କଲା କର୍ମର ଫଳ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଭୋଗୁଛି । ପୂର୍ବତନ କର୍ପୋରେଟରମାନଙ୍କ ମଧ୍ୟରୁ କେତେକ ଭୋଟ ଓ ଅର୍ଥ ପାଇଁ ସହରର ଚାରିଆଡେ ସୃଷ୍ଟି କରିଥିବା ମାଳ ମାଳ ବେଆଇନ ବସ୍ତି ଏବେ ମହାମାରୀ କରୋନାର ବାହକ ହୋଇଥିବାବେଳେ ଏହାକୁ କିଭଳି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ର ରାଶ୍ୟାଧିପଙ୍କ ଦୃଷ୍ଟିରେ ରହିଥିବାରୁ ମନସ୍ଥ କାର୍ଯ୍ୟଟି ହାସଲ ପାଇଁ ଚେଷ୍ଟିତ ହେବେ। ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ିଲେ ଅପଦସ୍ଥ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ ମତାନ୍ତରଜନିତ ବିତର୍କ ଘଟିବାର ଆଶଙ୍କା ରହିଛି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ…

ପୋଲିସ ପ୍ରଶାସନର ଅଭିନବ ପ୍ରୟାସ

ମାଲକାନଗିରି :  ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ବଢି ଚାଲିଥିବା ଗୁଣି ଗାରେଡି ଓ ଅନ୍ଧବିଶ୍ବାସ ଭଳି ପ୍ରଥାରେ ରୋକ ଲଗାଇବା ପାଇଁ ପୋଲିସ ପ୍ରଶାସନ ଆୟୋଜନ କଲା ସଚେନତା କର୍ଯ୍ୟକ୍ରମ। ଏଣିକି ଜିଲ୍ଲାରେ ବୁଲବ ସଚେତନତା ରଥ। ଯାଦୁବିଦ୍ୟା ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରିବା  ଏକ…

ଆଜି ସୁସ୍ଥ ହେଲେ ଆଉ ୭୨୮ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶାରେ କୋରୋନା ଭୂତାଣୁ କ୍ରମାଗତ କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛି । ଏହାସହ ପ୍ରତିଦିନ ବଢ଼ି ବଢ଼ି ଚାଲିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଯାହା ସମଗ୍ର ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି ।…

୧୦୦ ବଲିଉଡ୍‌ ଡ୍ୟାନ୍ସରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ହ୍ରିତିକ୍‌

ମୁମ୍ୱାଇ : କରୋନା ଭାଇରସ୍‌ କାରଣରୁ ଦୁନିଆ ଲକ୍‌ ହୋଇ ଯାଇଛି ।  ଅନେକ ବ୍ୟବସାୟ ସହ  ଏଣ୍ଟରଟେନ୍‌ମେଣ୍ଟ  ଇଣ୍ଡଷ୍ଟ୍ରୀ  ମଧ୍ୟ ଲକ୍‌ ଡାଉନ୍‌ର ସମସ୍ୟାରେ ପଡ଼ିଯାଇଛି । ଏହି କଠିନ ସମୟରେ ଅଭିନେତା ହ୍ରିତିକ୍‌ ରୋଶନ ସାହାଯ୍ୟର ହାତ ବଢ଼ାଇଛନ୍ତି । ୧୦୦ଜଣ  ବଲିଉଡ୍‌  ଡ୍ୟାନ୍ସରଙ୍କ…

ହସ୍ପିଟାଲ ଆଗରେ ପଡ଼ିରହିଲା କରୋନା ଯୋଦ୍ଧାଙ୍କ ଶବ

ହସ୍ପିଟାଲ ଆଗରେ ପଡ଼ିରହିଲା କରୋନା ଯୋଦ୍ଧାଙ୍କ ଶବ। ୫ କି ୧୦ ମିନିଟ ନୁହେଁ ବରଂ ଘଣ୍ଟା ଘଣ୍ଟା ଧରି ହସ୍ପିଟାଲ ବାହାରେ ପଡ଼ିରହିଲା କରୋନା ଯୋଦ୍ଧାଙ୍କ ମୃତଦେହ । ସେ ପୁଣି ଆଉ କିଏ ନୁହେଁ ଖୋଦ ପୋଲିସ ଏ.ଏସ.ଆଇଙ୍କ ଶବ । ଏ.ଏସ.ଆଇଙ୍କ ମୃତ୍ୟୁ ପରେ ଶବ ଉଠାଇବାକୁ ଆସିଲେନି କେହି । ଏମିତିକି ନିଜ…

ସିଲ୍ ହେଲା ପୁରୀ ମୁଖ୍ୟ ଚିକିତ୍ସାଳୟର ICU ବିଭାଗ

ପୁରୀ : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ICU ବିଭାଗକୁ ସିଲ୍‌ କରାଯାଇଛି । ଆଇସିୟୁରେ ପୂର୍ବରୁ ଚିକିତ୍ସିତ ହେଉଥିବା ଜଣେ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମସ୍ତ ରୋଗୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏହା ସହ ICU ଦାୟିତ୍ୱରେ ଥିବା ସମସ୍ତ ଡାକ୍ତର, କର୍ମଚାରୀ ମଧ୍ୟ…