ଦୁଇ ଟନରୁ ଅଧିକ ଗଞ୍ଜେଇ ଜବତ
କୋରାପୁଟ: କୋରାପୁଟ ଜିଲ୍ଲା ବାୟାଗୁଡ଼ାରେ ଚାଲାଣ ବେଳେ ଦୁଇ ଟନରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୪୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ଏହି ଘଟଣାରେ ଗୋଟିଏ ଟ୍ରକ, ବୋଲେରୋ ଓ ଗୋଟିଏ ପିକ୍ଅପ ସହ ତିନିଟି ବାଇକ ଜବତ…
