Odia News Portal
Yearly Archives

2020

ଉପଜିଲ୍ଲାପାଳଙ୍କ କୋଭିଡ କେୟାର ହୋମ ପରିଦର୍ଶନ

ଛତ୍ରପୁର : ଆଜି ଗଞ୍ଜାମ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଥିବା କୋଭିଡ କେୟାର ହୋମ ପରିଦର୍ଶନ କରିଛନ୍ତି । ସକାଳ ୧୧ଘଣ୍ଟା ସମୟରେ କୋଭିଡ କେୟାର ହୋମରେ ପହଞ୍ଚି ଇନ୍ସିଡେଣ୍ଟ କମାଣ୍ଡର ଯଥା ଏନଏସି କୋଭିଡ ନୋଡାଲ ଅଫିସର ତହସିଲଦାର ପ୍ରଭାତ କୁମାର…

ଶ୍ରାଦ୍ଧରେ କଳ୍ପତରୁଙ୍କୁ ଶ୍ରଦ୍ଧାଞ୍ଜଳି

ଧର୍ମଶାଳା() ବିଷିଷ୍ଟ ଜନନାୟକ ପୂର୍ବତନ ମନ୍ତ୍ରୀ ତଥା ଧର୍ମଶାଳାର ପୂର୍ବତନ ବିଧାୟକ ସାଂସଦ ସ୍ୱର୍ଗତ କଳ୍ପତରୁ ଦାସଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । କରୋନା କଟକଣା ମଧ୍ୟରେ ଏହି ଉତ୍ସବ ଚିରାଡମ୍ବର ଭାବରେ ପାଳନ କରାଯାଇଥିଲା । ଏହି ଅବସରରେ…

ଭୟ କର ନାହିଁ, ମୁ ତୁମ ପାଖରେ ଅଛି

ସୁନ୍ଦରଗଡ଼()  କରୋନା ମହାମାରୀ ଯୋଗୁ ପୁରା ବିଶ୍ବ ଏବେ ଚିନ୍ତାରେ । ଦେଶ ରାଜ୍ୟ ମାନଙ୍କରେ ଲକଡାଉନ ଆଉ ସଟଡାଉନ ଚାଲିଛି । ଏଭଳି ସ୍ଥିତିରେ ସୁନ୍ଦରଗଡ଼ରେ ଯୋଗ ଦେଇଥିବା ଆଇପିଏସ୍ ଅଫିସର ସାଗରିକା ନାଥ ଲୋକଙ୍କ ଅସୁବିଧାକୁ କମ କରିବା ଲାଗି ଏକ ଭିନ୍ନ ଉପାୟ ଆଣିଛନ୍ତି । ସେ କହିଛନ୍ତି…

କରୋନାରେ ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ

ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଖ୍ୟା ବଢିବାରେ ଲାଗିଛି ।ଏହାରି ମଧ୍ୟରେ କରୋନାରେ ଆକ୍ରାନ୍ତ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ସେ ଟ୍ୱିଟ ଯୋଗେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ମୋର…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର() ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟପାଳଙ୍କ   ସ୍ୱାସ୍ଥ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମସ୍ତଙ୍କ ସ୍ନେହ ଓ ସଦିଚ୍ଛା ପାଇଁ ସେ…

ରାଜ୍ୟରେ ଗୋଟିଏ ଦିନରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର() ଆଜି ଗୋଟିଏ ଦିନରେ ୧୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିିଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୩୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ , ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ାରୁ ଜଣେ…

ଆଜି ୨୪ଜିଲ୍ଲାରୁ ସର୍ବାଧିକ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ, ୪୩୩ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ୨୪ଜିଲ୍ଲାରୁ ସର୍ବାଧିକ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୩୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ କୁ…

ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଚାଳକ ଗୁରୁତର

ଚୌଦ୍ବାର : ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଚାଳକ ଗୁରୁତର । କଟକ ଜିଲ୍ଲା ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ଚଟିଲୋ ନିକଟରେ ଦୁର୍ଘଟଣା । ଭ୍ୟାନ୍‌ ମାଲ ବୋଝେଇ କରି ଛତିଆ ହରିପୁର ଯାଉଥିବା ବେଳେ ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିପଡିଥିଲା । ଖବର ପାଇ…

କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପର

ଭୁବନେଶ୍ୱର : ରାଜ୍ୟରେ କରୋନା କାୟାବିସ୍ତାର କରୁଥିବାବେଳେ ଏହାର ମୁକାବିଲା ପାଇଁ ଖୋଦ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁଙ୍କ ଏବଂ ତାଙ୍କ ଟିମ୍‍ ଏବେ ଚଳଚଞ୍ଚଳ । ଗତ କିଛିଦିନ ଧରି କରୋନା ମୁକାବିଲା ପାଇଁ ସରକାରୀ ସ୍ତରରେ ଯେଭଳି ନିୟମିତ ସମୀକ୍ଷା ସହିତ ତ୍ୱରିତ ନିଷ୍ପତ୍ତିମାନ ଗ୍ରହଣ…

୪୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବାପରେ କଟକଣା ଲାଗୁ

ପୁରୀ: ପୁରୀର ୪ଟି ୱାର୍ଡ ୯ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା। କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫,୨୬,୩୧ ଓ ୩୨ ନମ୍ବର ୱାର୍ଡର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ୯ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଗତକାଲି ରାତି ୯ଟାରୁ ଅଗଷ୍ଟ ୩ତାରିଖ ସକାଳ ପର୍ଯ୍ୟନ୍ତ…