Odia News Portal
Yearly Archives

2020

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଦାମିନୀ ଯୋଗ ପ୍ରଭାବରୁ ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି। ବ୍ୟବସାୟିକ, ସାମାଜିକ ଓ ଆନୁଷ୍ଠାନିକ ସ୍ଥିତି ଠିକ୍‌ ରହିବ। ପାରିବାରିକ ସମସ୍ୟା…

ରାଜଧାନୀରେ ମହିଳାଙ୍କୁ ମର୍ଡର୍‌, ପୋଲିସ୍ ଚଳାଇଛି ଅନୁସନ୍ଧାନ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା କାରଗିଲ୍ ବସ୍ତିରେ ହତ୍ୟାକାଣ୍ଡ । ଏଠାରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । କିଛି ସମୟ ପୂର୍ବରୁ ଏହି ଘଟଣା ବିଷୟରେ ଜଣାପଡ଼ିଛି । ମହିଳାଙ୍କ ରକ୍ତ ଜୁଡୁବୁଡୁ ଶରୀର ଘରେ ପଡ଼ିଥିବାର ଦେଖା ଯାଇଥିଲା । ଅତି ନିର୍ମମ ଭାବେ ମହିଳାଙ୍କୁ…

ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରୁ ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବେ ନିୟୋଜିତ ମନ୍ତ୍ରୀ । ଜିଲ୍ଲାକୁ ଯାଇ ପ୍ଲାଜମା ପାଇଁ ଉତ୍ସାହିତ କରିବା ସହ ସମସ୍ତ…

ଓଡିଶା ସରକାରଙ୍କ ସହାୟତା ନେଇ ବିଜେପି ଅବଗତ ନୁହେଁ : ବିଜେଡି

ଭୁବନେଶ୍ୱର : ଓଡିଶା ସରକାର ଗତ ଏପ୍ରିଲ ମାସଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ର କାର୍ଡଧାରୀ ମାନଙ୍କୁ ଅଗ୍ରୀମ ଭାବେ ମାସକୁ ୫କିଲୋ ଚାଉଳ ଓ ଏକ କିଲୋ ଡାଲି ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ୫ମାସ ପାଇଁ ମାଗଣାରେ ଅନୁରୂପ ପରିମାଣ ଚାଉଳ ଓ ଡାଲି ଯୋଗାଇ ଦେବେ । ବିଜେପି ନେତାମାନେ ଏହା ଜାଣି…

କଟକ ସହରରୁ ୯୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : ଆଜି କଟକ ସହରରୁ ଆଉ ୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୩ରୁ ୭୫ ହୋମ୍ କ୍ୱାରେଣ୍ଟିନ ରହିଥିବା ବେଳେ ୩ ଜଣ ସରକାରୀ କ୍ୱାରେଣ୍ଟିନ୍ ଓ ଅନ୍ୟ ଜଣେ ପେଡ୍ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ୧୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ବକ୍ସିବଜାର ବାସୁଳିସାହିରୁ ୨୩ କରୋନା ପଜିଟିଭ…

ମହାକାଶରୁ ମାଡ଼ି ଆସୁଛି ଆଉ ୩ଟି ବଡ଼ ସଙ୍କଟ !

ନୂଆଦିଲ୍ଲୀ: ମହାକାଶରୁ ୩ ଅବାଞ୍ଛିତ ଅତିଥି ପୃଥିବୀ ଆଡକୁ ଆସୁଛନ୍ତି । ଆଜି ଏହି ତିନୋଟି ପୃଥିବୀରୁ ଅତି ନିକଟତର ଦୂରତା ଦେଇ ଗତି କରିବେ । ସମଗ୍ର ବିଶ୍ୱର ବୈଜ୍ଞାନିକ ଏହି ୩ ସଙ୍କଟ ଉପରେ ନଜର ରଖିଛନ୍ତି । ଯାହାଦ୍ୱାରା ସେମାନଙ୍କ ଦିଗରେ ସାମାନ୍ୟ ପରିବର୍ତ୍ତନ ଆସିଲେ ଚେତାବନୀ ଜାରି କରି…

ଆସନ୍ତୁ ଜାଣିବା ରାଜଧାନୀରେ କେତେ କମିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ : ବୈଶ୍ୱିକ ବଜାରରେ ତୈଳ ଦରରେ ହ୍ରାସ ଦେଖା ଦେଇଛି । କିନ୍ତୁ ଭାରତୀୟ ବଜାରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ । ଅନ୍ୟପକ୍ଷେ ଦେଶରେ କୋରୋନା ଯୋଗୁଁ ସଙ୍କଟର ସ୍ଥିତି ଜାରି ରହିଛି । ଆଜି ଅର୍ଥାତ ଶୁକ୍ରବାର ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦରରେ…

କଙ୍ଗନା ରାନାଓ୍ବତଙ୍କୁ ମୁମ୍ବାଇ ପୋଲିସ ପଠାଇଲା ସମନ୍

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ସ୍ବଣଉତ୍ତୋଳନ କରୁଥିବା କଙ୍ଗନା ରାନାଓ୍ବତଙ୍କୁ ମୁମ୍ବାଇ ପୋଲିସର ସମନ।  ପୋଳିସ ଗତ ଗୁରୁବାର କଙ୍ଗନାଙ୍କୁ ସମନ୍ ପଠାଇଛି। କଙ୍ଗନା ଏବେ ମୁମ୍ବାଇରେ ନାହାନ୍ତି ଓ ନାହ ଏଭଳି ସ୍ଥିତିରେ ମୁମ୍ବାଇ ଆସିବାକୁ ଚାହାନ୍ତି।…

ଏହି ପୋଷ୍ଟଅଫିସର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନ କୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଏମିତିଯେ, ଦୈନିକ ପ୍ରାୟ ୧୦୦ରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ରାଜଧାନୀ ଭୁବନେଶ୍ୱରର । ସ୍ଥାନୀୟ…

ଅପହରଣ ପରେ ବଳାତ୍କାର, ବନ୍ଦ କୋଠରୀରୁ ୫ ଦିନ ପରେ ଉଦ୍ଧାର

ଆଠଗଡ଼ : ଏଭଳି ନୃସଂଶ, କାମୁକ ଅଛନ୍ତି ଦୁନିଆରେ । ଗୋଟିଏ ୧୮ ବର୍ଷର ଯୁବତୀକୁ ନିଶା ଦେଇ ଅପହରଣ କରିବା ପରେ ବାରମ୍ବାର ବଳାତ୍କାର କରିଥିଲା ଏହି ପିଶାଚ । ଜୀବନରୁ ମାରିଦେବାକୁ ଧମକ ଦେବା ସହ ବାହା ହେବ ବୋଲି କହିଥିଲା । ଗତ ୧୮ ତାରିଖରୁ ଆଠଗଡ଼ କନ୍ତୋଲ ଅଞ୍ଚଳରୁ ଅପହରଣ କରିଥିଲା । ଚୌଦ୍ୱାର…