ଆଜି ରାଜ୍ୟରେ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ଆଜି ରାଜ୍ୟରେ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୩୦, ରାୟଗଡାରେ ୬୩, କଟକରେ ୩୫, ମାଲକାନଗିରିରେ ୩୦, ଗଜପତିରେ ୨୨, ବାଲେଶ୍ୱରରେ ୧୯, ଖୋର୍ଦ୍ଧାରେ ୧୯, ବରଗଡରେ ୧୮, ବୌଦ୍ଧରେ ୮ ସୁସ୍ଥ ହୋଇଛନ୍ତି ।
ଝାରସୁଗୁଡା, ଜଗତସିଂହପୁର,…
