ପ୍ରିୟବ୍ରତଙ୍କ ପରଲୋକରେ ଓସ୍ଜାର ଶୋକ
ଭୁବନେଶ୍ବର : ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ଜଣାଶୁଣା କ୍ରୀଡ଼ା ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ଦୁନିଆ ବି ଶୋକ ପ୍ରକାଶ କରିଛି। ମୁମ୍ବାଇରେ ଦେହାନ୍ତ ହେବା ପର୍ଯ୍ୟନ୍ତ ପ୍ରାୟ ଦୁଇ ଦଶନ୍ଧି ଧରି ସେ ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍ଜା)ର ଏବଂ ରାଜ୍ୟର…
