Odia News Portal
Yearly Archives

2020

ଅନୁମତି ପତ୍ର ନଥିଲେ ଯିବା ମନା

ଭୁବନେଶ୍ବର()   କରୋନା ମୁକାବିଲା ପାଇଁ ରାଜ୍ୟର ୪ଟି ଜିଲ୍ଲା ସମେତ ରାଉରକେଲା ସହରରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ଲାଗୁ ହୋଇଛି । କିନ୍ତୁ କୋଭିଡ ନିୟମ ମାନୁ ନାହାନ୍ତି ବ୍ୟାଙ୍କ, ଆଇଟି ଓ ଇନସୁରାନ୍ସ କମ୍ପାନୀ । କମ୍ପାନୀ ବର୍ତ୍ତମାନ ସୁଦ୍ଧା କର୍ମଚାରୀଙ୍କ ତାଲିକା ଦେଇ ନଥିବା ବେଳେ…

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଲାଣି: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ସୂଚନା ଦେଇଛନ୍ତି  । ଯାହା ଏବେ ସାରା ଦେଶକୁ ଚିନ୍ତାରେ ପକାଇ ଦେଇଛି  । ପୂର୍ବରୁ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା  । ତେବେ କେରଳ ମୁଖ୍ୟମନ୍ତ୍ରୀଙ୍କ…

କଂଗ୍ରେସର ୧୦ ଜିଲ୍ଲା ପାଇଁ ସଭାପତି ନିଯୁକ୍ତ

ଭୁବନେଶ୍ୱର() କରୋନା ସଙ୍କଟ ସମୟରେ ଯୁବ କଂଗ୍ରେସର ୧୦ଟି ଜିଲ୍ଲାର ନୂଆ ସଭାପତି ନିଯୁକ୍ତ ହୋଇଛନ୍ତି । ଜଗତସିଂହପୁର ପାଇଁ ପ୍ରଶାନ୍ତ ମଲ୍ଲିକଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ଅନୁଗୁଳ ଜିଲ୍ଲା ପାଇଁ ଲୁଟୁରଞ୍ଜନ ଥାପ୍ପାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି କୋରାପୁଟ ପାଇଁ ସୁକାନ୍ତ…

୨୨ ଦିନ ସଟଡାଉନ ରହିବ ଆଇଓସିଏଲ

ଜଗତସିଂହପୁର() କରୋନା ମହାମାରୀ ଭିତରେ ଜଗତସିଂହପୁର ଜିଲ୍ଲା ପାରାଦୀପସ୍ଥିତ ଆଇଓସିଏଲ ତୈଳ ବିଶୋଧନାଗାର ୨୨ ଦିନ ଧରି ସଟଡାଉନ ରହିବ । ତେବେ କରୋନା ସଂକ୍ରମଣ ପାଇଁ ଏହା ସଟଡାଉନ ରହିବ ନାହିଁ । ମେଣ୍ଟେନାନ୍ସ କାର୍ୟ୍ୟ ପାଇଁ ଏହାକୁ ସଟଡାଉନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆସନ୍ତା…

ବିନା ଫିଙ୍ଗର ପ୍ରିଣ୍ଟରେ ଯୋଗାଇ ଦିଆଯିବ ପିଡିଏସ ସାମଗ୍ରୀ

ଭୁବନେଶ୍ୱର() କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ରାସନ ସାମଗ୍ରୀ ନେବା ବେଳେ ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେବାକୁ ବାରଣ କରାଯାଇଛି । ପରବର୍ତ୍ତୀ ନିଦେ୍ର୍ଧଶ ଯାଏଁ ଫିଙ୍ଗର ପ୍ରିଣ୍ଟ ନନେବାକୁ କୁହାଯାଇଛି । ଏହି ପରୀପ୍ରେକ୍ଷୀରେ ଫିଙ୍ଗର ପ୍ରିଣ୍ଟ ସ୍କାନର ଓ ଆଇଆରଆଇଏସ ମେସିନକୁ…

ଗ୍ୟାସ ଟାଙ୍କି ଫାଟି ପୁଅର ମୃତ୍ୟୁ, ବାପା ଗୁରୁତର

ବାଙ୍କୀ() ବାଙ୍କୀ ଟାଉନରେ ଥିବା ଏକ ଆଇସକ୍ରିମ କାରଖାନାରେ  ଅଭାବନୀୟ ଘଟଣା ଘଟିଛି ।ଗ୍ୟାସ ଟାଙ୍କି ଫାଟି ପୁଅର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଆହତ  ହୋଇଥିବି ସୂଚନା ମିଳିଛି । ବାଙ୍କୀ ଟାଉନରେ ଥିବା ଏକ ଆଇସକ୍ରିମ କାରଖାନାରେ କାମ କରୁଥିବାବେଳେ ହଠାତ ଏକ ଗ୍ୟାସ ଟାଙ୍କି…

ଘରୋଇ ହସ୍ପିଟାଲଗୁଡିକୁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଚେତାବନୀ

ଭୁବନେଶ୍ବର()  ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟେକ ଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେପଟେ ଅଧିକାଂଶ ସ୍ଥାନରେ ସାଧାରଣ ରୋଗୀଙ୍କୁ କରୋନା ରୋଗୀଭାବି ଚିକିତ୍ସା କରାଯାଉନାହିଁ । ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟର ଘରୋଇ ହସ୍ପିଟାଲ/…

ରାଜମହଲରେ ସିଲ ହେଲା ୪ ମେଡିସନ୍‌ ଦୋକାନ

ଭୁବନେଶ୍ବର() ରାଜମହଲ ଛକ ବାପୁଜୀ ନଗର ପାଶ୍ୱର୍ରେ ଥିବା ୪ଟି ମେଡିସନ୍‌ ଦୋକାନକୁ ବିଏମ୍‌ସି ସିଲ୍‌ କରିଛି । କୋଭିଡ୍‌ ନିୟମର ଉଲଂଘନ କରି ଦୋକାନଗୁଡ଼ିକ କିଣାବିକା କରୁଥିଲେ । ସାମାଜିକ ଦୂରତ୍ୱର ଧଜିଆ ଉଡ଼ାଉଥିଲେ । ବାପୁଜୀନଗରରେ ଥିବା ବାଲାଜୀ ମେଡିସିନ ଷ୍ଟୋର, ରବୀନ୍ଦ୍ର ମେଡିସିନ ଷ୍ଟୋର,…

ଆଉ ୩ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ଓଡିଶାରେ ଆଜି ଆଉ ୩ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬ କୁ ବୃଦ୍ଧି ପାଇଛି। ଏଥିସହିତ ଓଡିଶାରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ୭୦୧କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା…

ଆଉ ୫୯୧ କରୋନା ପଜିଟିଭ ଚିହ୍ନଟ, ୧୯୭ ଲୋକାଲ କେସ

ଭୁବନେଶ୍ୱର() ଆଜି ରାଜ୍ୟରେ ୨୫ଟି ଜିଲ୍ଲାରୁ ୫୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୯୭ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୭୦୧ ରେ ପହଞ୍ଚିଛି । ଏ ନେଇ ସୂଚନା ଓ ଲୋକ…