ରାଜସ୍ଥାନ କଂଗ୍ରେସ ଲଢେଇ ନିଆଁର ଧୂଆଁ ବାହାରୁଛି ଓଡିଶାରୁ
ଭୁବନେଶ୍ୱର : ରାଜସ୍ଥାନ କଂଗ୍ରେସରେ କ୍ଷମତାକୁ ନେଇ ପାଇଲଟ-ଗେହେଲଟ ଯୁଦ୍ଧର ଯେଉଁ ନିଆଁ ଜଳୁଛି ତାହାର ଧୂଆଁ ଏବେ ଓଡିଶାରେ ବାହାରିବାରେ ଲାଗିଛି । ରାଜସ୍ଥାନରେ କନ୍ଦଳକୁ ଏବେ ଓଡିଶା କଂଗ୍ରେସୀ ନେତାଙ୍କ ବୟାନବାଜି ଟପିଗଲାଣି । ଏହି ମଉକାରେ ନିରଞ୍ଜନ ହଟାଅ ଗୋଷ୍ଠି ଏବେ ଜିତେନ୍ଦ୍ରଙ୍କୁ ବି…
