Odia News Portal
Yearly Archives

2020

କରୋନା ମହାମାରୀ ସମୟରେ ଆର୍ନ୍ତଜାତୀୟ ସଂଗଠନ ଗୁଡିକ ନିରବ

ଭୁବନେଶ୍ୱର : କରୋନା ମହାମାରୀରେ ଏବେ ରାଜ୍ୟରେ ଲଗାତାର ଭାବେ ମୁଣ୍ଡ ଗଡୁଛି । ସ୍ଥିତି ବି ସଙ୍ଗୀନ ହେଉଛି । ହେଲେ ଏଭଳି ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଆର୍ନ୍ତଜାତୀୟ ସଂସ୍ଥା ଗୁଡିକର ନିରବତା ସମସ୍ତଙ୍କୁ ଆ୧⁄୨ର୍ଯ୍ୟ କରିଛି । ସ୍ୱାସ୍ଥ୍ୟସେବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ…

ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ପୁରୀ : ପୁରୀରେ ଶସ୍ତା ମାଲ ପରିବହନର ମାଧ୍ୟମ ରହିଛି ଠେଲାବାଲା । ଠେଲାରେ କିଏ ଦୋକାନ ଦେଉଛି ତ ଅନ୍ୟ କିଏ ଠେଲାକୁ ମାଲ ପରିବହନରେ ନିୟୋଜିତ କରୁଛି । ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରୁ ଏବେ ମାଲ ଓହ୍ଲାଉନି । ସେହିଭଳି ବଜାର ବେପାରୀଙ୍କ ମୁଖ୍ୟ ଭରସା ଠେଲାଗାଡି ରହିଛି । ଦୋକାନ ବିଜାରକୁ…

ପ୍ରଥମ ଟେଷ୍ଟରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କଲା ୱେଷ୍ଟ ଇଣ୍ଡିଜ୍‌

ସାଉଥମ୍ପଟନ : ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଛି ୱେଷ୍ଟ ଇଣ୍ଡିଜ୍‌ । ରୋଜ ବାଉଲ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଛି । ଯୁବ ବ୍ୟାଟ୍ସମ୍ୟାନ୍‌ ଜେର୍ମିନ ବ୍ଲାକଉଡ୍‌ଙ୍କ ଲଢୁଆ ୯୫ ରନ୍‌ ବଳରେ ଭ୍ରମଣକାରୀ ଇଣ୍ଡିଜ୍‌ ଦଳର ବିଜୟ…

ଆଜିଠାରୁ କାଚିବ ବର୍ଷା

ଆଜିଠାରୁ କାଚିବ ବର୍ଷା। ୯ ଜିଲ୍ଲାର ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ…

ମୟୁରଭଞ୍ଜ ରାଜମାତାଙ୍କ ପରଲୋକ

ମୟୁରଭଞ୍ଜ : ମୟୁରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡିଆ ରାଜପ୍ରାସାଦରେ ଦେହାନ୍ତ। ସୂଚନା ମୁତାବକ ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା ଓ ମୟୁରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୁ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବ୍ୟୟଭାବରେ ମଙ୍ଗଳଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ । ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ କରିବେ । ଆମତ୍ୀୟସ୍ବଜନଙ୍କ ପାଇଁ ଚିନ୍ତା ବଢିପାରେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ…

କୋଭିଡ଼ କେୟାର ସେଣ୍ଟର ଅଗ୍ରଗତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ବ୍ରହ୍ମପୁର : କରୋନା ଭୁତାଣୁ ସଂକ୍ରମଣ ଜନିତ କ୍ରମବର୍ଦ୍ଧିଷ୍ଣୁ ପଜିଟିଭି ହାରକୁ ଭିତ୍ତିକରି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଅଛି । ସଂକ୍ରମିତଙ୍କୁ ଆବଶ୍ୟକୀୟ ଚିକିତ୍ସା ନିମିତ୍ତ ଦରକାର ପଡୁଥିବା ଶଯ୍ୟା ସଂଖ୍ୟା ଓ ଚିକିତ୍ସା ସମ୍ୱନ୍ଧୀୟ…

ଆଜି ଏହି ଚୁଲବୁଲି ଅଭିନେତ୍ରୀଙ୍କ ଜନ୍ମଦିନ

ଭୁବନେଶ୍ୱର : କେହି କେହି ତାଙ୍କୁ ଓଲିଉଡ୍‌ର ଆମିର ଖାନ୍‌ କହୁଛନ୍ତି ତ ଆଉ କେହି ତାଙ୍କୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ତୁଳନା କରୁଛନ୍ତି। ଆମେ ଏଠି କହୁଛୁ ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଶିବାନୀଙ୍କ ବିଷୟରେ। ଆଜି ତାଙ୍କର ଜନ୍ମଦିନ। ଓଲିଉଡର ସେଲେବ୍ରିଟି ତଥା ଫ୍ୟାନ୍ସ ଶିବାନୀଙ୍କୁ…

ଶତାବ୍ଦୀର ପ୍ରଥମ ଧୂମକେତୁ

ଶତାବ୍ଦୀର ପ୍ରଥମ ଧୂମକେତୁ । ପ୍ରାୟ ୨୩ ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିରେ ହେବ ଦୃଶ୍ୟମାନ । ଆଜିଠୁ ୩୦ ତାରିଖ ମଧ୍ୟରେ ସୂର୍ଯ୍ୟାସ୍ତ ପରେ ଅଧଘଣ୍ଟାରୁ ଏକ ଘଣ୍ଟା ଖାଲି ଆଖିରେ ଦେଖାଯିବ ଶତାବ୍ଦୀର ପ୍ରଥମ ଧୂମକେତୁ। ଗତ ମାର୍ଚ୍ଚ ମାସ ୨୭ ତାରିଖରେ ସୂର୍ଯ୍ୟଠାରୁ ପ୍ରାୟ…

ଲକଡାଉନ୍‌ରେ ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ

ଭୁବନେଶ୍ଵର : ଲକଡାଉନ୍‌ରେ ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଝାରପଡା ଅଞ୍ଚଳରେ ଚଢ଼ାଉ କରି ଏହି ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ପାଖରୁ ୭ଟି ବାଇକ୍‌ ଜବତ କରିଛି । ଗ୍ୟାଙ୍ଗର ୩ଜଣ ଗିରଫ ହୋଇଥିବା ବେଳେ ମାଷ୍ଟରମାଇଣ୍ଡ ଫେରାର୍‌ ହୋଇଛି ।…