ଭିନିଲ କ୍ରିଷ୍ଣା ସିଏମଓ OSD
ଭୁବନେଶ୍ୱର() ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି । ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ସିଏମଓ କୋଭିଡ଼ ପରିଚାଳନାରେ ଓଏସଡ଼ି ହୋଇଛନ୍ତି ଭିନିଲ । ପୂର୍ବଭଳି ଓଏମସି ଏମଡ଼ି ଓ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ଲାଲା ମନୋଜ କୁମାର ରାୟ…
