Odia News Portal
Yearly Archives

2020

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଲାଭଭାବସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ପାରିବାରିକ ସ୍ଥିତିକୁ ଠିକ୍‌ ରଖିବନାହିଁ। କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି ଅଯଥା ବିରକ୍ତି ପ୍ରକାଶ କରିପାରନ୍ତି। ସମସ୍ୟା ସମାଧାନ କରିବା ପାଇଁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ନୂତନ ଯାନ୍ତ୍ରିକ…

ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡ୍ ଲାଇନ୍‌

ଭୁବନେଶ୍ଵର : ବାହାଘରରେ ଶୋଭା ଯାତ୍ରା ବନ୍ଦ। ଶେଷକୃତ୍ୟ ବେଳେ ପାନ, ଖୁଟକା ବ୍ୟାନ। ବାହାଘର ପାଇଁ ଥାନାରୁ ଆଣିବାକୁ ପଡିବ ଅନୁମତି। ସବୁ ଜିଲ୍ଲାରେ କଟକଣା କଡ଼ାକଡ଼ି କରିବାକୁ ଏସ୍‌ଆରସିଙ୍କ ଚିଠି। ଶେଷ କୃତ୍ୟ ଉପରେ ବଢ଼ିଲା କଟକଣା। ମୃତକଙ୍କ ଥାନା ଅଞ୍ଚଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ…

୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର : ବିଜେଡି ପକ୍ଷରୁ ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବରୁ ୧୭ ଜଣ ବରିଷ୍ଠ ଉପସଭାପତି ଓ ଉପ ସଭାପତିଙ୍କୁ ନିଯୁକ୍ତ କରାଯାଇଥିଲା । ଆଜି ୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତି ପାଇଛନ୍ତି । ତାଲିକାରେ ଅଛନ୍ତି ନୃସିଂହ ସାହୁ, ଅଶୋକ ପଣ୍ଡା, କଳିକେଶ…

EDର ବଡ କାର୍ଯ୍ୟାନୁଷ୍ଠାନ : ଜବତ ହେଲା ୩୨୯ କୋଟି ଟଙ୍କାର ସଂପତ୍ତି

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛନ୍ତି, ପଳାତକ ଆର୍ଥିକ ଅପରାଧ ଅଧିନିୟମ ଆଧାରରେ ନିରବ ମୋଦୀର ୩୨୯.୬୬ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଉଲ୍ଲେଖନୀୟ, ଜୁନ୍‌…

ନଦୀକୁ ଡେଇଁ ମା’-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ : ତ୍ରିଶୂଳୀୟା ବ୍ରିଜ୍ ଉପରୁ ନଦୀକୁ ଡେଇଁ ମା’-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ। ବ୍ରିଜ୍ ଉପରେ ସ୍କୁଟି ରଖି କିଛି ସମୟ କଥା ହେବା ପରେ ମା’-ଝିଅ ନଦୀକୁ ଡେଇଁ ପଡିଥିଲେ। ଘଟଣା ଘଟିବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ଏକ ଘଣ୍ଟାରୁ…

ନ୍ୟୁହଲାଣ୍ଡ ଏଗ୍ରିକଲଚର ୧୨୫ ବର୍ଷରେ ପାଦଦେଲା

ଭୁବନେଶ୍ୱର : ନ୍ୟୁହଲାଣ୍ଡ ଏଗ୍ରିକଲଚର, ବିଶ୍ୱର ଅଗ୍ରଣୀ କୃଷି ଉପକରଣ ବ୍ରାଣ୍ଡ ୧୨୫ ବଷରେ ପାଦ ଦେଇଛି । ବିଶ୍ୱବ୍ୟାପୀ କୃଷକଙ୍କ ଜୀବନଶୈଳୀକୁ ନ୍ୟୁ ହଲାଣ୍ଡ ସହଜ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଫଳରେ କୃଷି ବ୍ୟବସାୟ ଦୀର୍ଘସ୍ଥାୟୀ ଏବଂ ପ୍ରଗତିଶୀଳ ହୋଇପାରିଛି । ନ୍ୟୁ…

ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ବୋଫର ଜୋନ ଘୋଷିତ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ନଛିବିନ୍ଧା ଗାଁରେ ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହା ସହ ନରେନ୍ଦ୍ରପୁର ପଞ୍ଚାୟତକୁ ବୋଫର ଜୋନଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ତେବେ…

ବଚସା ନେଲା ଭାଉଜର ଜୀବନ, ପିଟିପଟି ହତ୍ୟା କଲା ଦିଅର

ଯାଜପୁର ଟାଉନ: ଯାଜପୁର ଜିଲାରେ ପୁଣି ଘଟିଛି ଏକ ହତ୍ୟାକାଣ୍ଡ । ପୁଣି ଥରେ ନର ପିଶାଚ ପାଲଟି ଯାଇଛନ୍ତି ସମ୍ପର୍କୀୟ | ପାରିବାରିକ କଳହକୁ କେନ୍ଦ୍ର କରି ନିର୍ମମ ଭାବେ ଭାଉଜକୁ ପିଟି ପିଟି ହତ୍ୟା କରିଛି ଦିଅର । ଯାଜପୁର ଥାନା ମାର୍କଣ୍ଡପୁର ପଂଚାୟତ ମୋଗଳପୁର ଗାଁରେ ଘଟିଛି ଏଭଳି ଏକ…

ସସପେଣ୍ଡ ହେଲେ ଓଡିଆ ଆଇପିଏସ୍‌ ବସନ୍ତ ରଥ

ଆଇପିଏସ୍‌ ବସନ୍ତ ରଥ ସସପେଣ୍ଡ । ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ତତ୍କାଳ ସସପେଣ୍ଡ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଶ୍ରୀନଗରରେ ପୋଲିସ ମୁଖ୍ୟାଳୟକୁ ସେ ରିପୋର୍ଟ କରିବେ । ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବର୍ତ୍ତମାନ ଜମ୍ମୁ…

ସୁଶାନ୍ତ ସିଂହଙ୍କ ପରେ ପୁଣି ଜଣେ ଫିଲ୍ମ ଷ୍ଟାର କଲେ ଆତ୍ମହତ୍ୟା

ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କଥା ଲୋକଙ୍କ ମନରୁ ଲିଭିନଥିବା ବେଳେ ଏବେ ପୁଣି ଥରେ ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟାର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମୃତ ଅଭିନେତା ଜଣକ ହେଲେ ସୁଶୀଲ ଗୌଡ଼। କନ୍ନଡ଼ ଅଭିନେତା ସୁଶୀଲ ଗୌଡ଼ଙ୍କ ମୃତଦେହ ତାଙ୍କ କର୍ଣ୍ଣାଟକସ୍ଥିତ ବାସଭବନରୁ…