ସୁସ୍ଥ ହେଲେ ୩୦୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର() ରାଜ୍ୟରେ ଆଜି ସର୍ବାଧିକ ୩୦୩ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୭୦୦୬କୁ ବୃଦ୍ଧି ପାଇଛି । ୩୦୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜମାରୁ ସର୍ବାଧିକ ୧୨୦, ଯାଜପୁରରୁ ୪୬,ଖୋର୍ଦ୍ଧାରୁ ୨୮, କଟକରୁ ୨୧, କେନ୍ଦୁଝରରୁ…
