Odia News Portal
Yearly Archives

2020

ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ ପାଇଁ ଷ୍ଟାର୍ଟଅପ୍ ଆରମ୍ଭ

ଭୁବନେଶ୍ୱର () ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର କେତେକ ପୂର୍ବତନ ଛାତ୍ର ଗ୍ରାହକମାନଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି ।…

ଆଜି ଆଉ ୬ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର() ରାଜ୍ୟରେ ଆଜି ଆଉ ୬ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋରେ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ଗଞ୍ଜାମରେ ୩, କେନ୍ଦ୍ରାପଡ଼ାରେ ଜଣେ, ଖୋର୍ଦ୍ଧା ଓ ରାୟଗଡ଼ାରେ ଜଣେ ଲେଖାଏଁ କରୋନା ଜନିତ ମୃତ୍ୟୁ…

ଆଉ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୮୯ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଉ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୫୨୭ଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା…

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲ୍‌ସୋନାଙ୍କୁ କରୋନା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲ୍‌ସୋନାର କରୋନା ପଜେଟିଭ୍‌ ଥିବା ଜଣାଯାଇଛି । ସୋମବାର ତାଙ୍କର ଏକ୍ସ ରେ ରିପୋର୍ଟ କରାଯାଇଥିଲା । ମଙ୍ଗଳବାର ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାଯାଇଛନ୍ତି । ପୂର୍ବରୁ ବୋଲ୍‌ସୋନାରଙ୍କ ୩ ଥର ପରୀକ୍ଷା କରାଯାଇ ଥିଲେ ମଧ୍ୟ ତାଙ୍କ…

ବିଡିଏ ଓ ବିଏମ୍‌ସି ପରେ ଏବେ ଏବେ ଆରଟିଓ – ୧ରେ ପଶିଲା କରୋନା

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଡିଏ ଓ ବିଏମ୍‌ସି ପରେ ଏବେ ଏବେ ଆରଟିଓ-୧ରେ ପଶିଛି କରୋନା । ଆରଟିଓ-୧ର ୪ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ଜଣାଯାଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆରଟିଓ-୧କୁ ଆସନ୍ତା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବଳବାନ୍‌ କର୍ମାଧିପତିଙ୍କ ସହ ଚତୁର୍ଥାଧିପ ହେତୁ ଆଜି ହଠାତ୍‌ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ ହୋଇଯିବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦବୃଦ୍ଧିର ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ବ୍ୟକ୍ତିଙ୍କ…

ଶୀର୍ଲା ସିରକୁଟ ଜଙ୍ଗଲରେ ଜଏଣ୍ଟ ଅପରେସନ୍, ଏନ୍‌କାଉଣ୍ଟରେ ଜଣେ ମାଓବାଦୀ ନିହତ

ଘୁ.ଉଦୟଗିରି : ପୁଣି କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ । ଏହି ଏନକାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜିଲ୍ଲାରେ ଗତ ୫ ତାରିଖ ଦିନ ସିର୍ଲା ପଞ୍ଚାୟତର କେହାଲିଗୁଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।…

କଟକରେ ବଢ଼ାଗଲା ସଟ୍‌ଡାଉନ୍ ଅବଧି

କଟକ : କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସେଥିପାଇଁ ବଢ଼ାଗଲା ସଟ୍‌ଡାଉନ୍ ଅବଧି । କଟକରେ ଆଉ ଦୁଇ ଦିନ ବଢ଼ିଲା ସଟ୍‌ଡାଉନ୍ ସମୟ । କଟକ ମହାନଗର ନିଗମ ଅଧୀନ ଅଞ୍ଚଳରେ ୧୦ ତାରିଖ ପର‌୍ୟ୍ୟନ୍ତ ସଟ୍‌ଡାଉନ୍ ରହିବ ବୋଲି ସିଏମ୍‌ସି ପକ୍ଷରୁ ଟ୍ଵିଟ୍ କରି ଜଣାଇ ଦିଆଯାଇଛି । ପୂର୍ବରୁ ୮…

ଗୀତ ପାଇଁ ପୁଣି ବିବାଦରେ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଭୁବନେଶ୍ଵର : ଗୀତ ପାଇଁ ପୁଣି ବିବାଦୀୟ ହୋଇଛନ୍ତି ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କିଛି ମାସ ପୂର୍ବରୁ ଝିଅ ନୁହେଁ ତୁ କରୋନା ଭାଇରସ ଗୀତ ଗାଇ ବିବାଦ ଘେରକୁ ଆସିଥିବା ବେଳେ ଏବେ ଛେଣ୍ଡିପଦା ରାଣୀ ଗୀତ ଗାଇ ବିବାଦ ଛିଡ଼ା କରିଛନ୍ତି । ତାଙ୍କ ବିରୋଧରେ ଛେଣ୍ଡିପଦା ଥାନାରେ ଏତଲା ହୋଇଛି…

ଜଙ୍ଗଳ ବିଭାଗର ଚଢାଉ ଚୋରା କାଠ ସହ ଗାଡ଼ି

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଓଳାଶୁଣୀ ପାହାଡ଼ରୁ ଏକ ପିକ୍‌ଅପ ଭ୍ୟାନ (ଓ.ଆର.୦୨ବି.ଏ୨୧୬) ଚୋରା କାଠ ବୋଝେଇ ଗାଡିକୁ ବନ ବିଭାଗର କର୍ମଚାରୀ ଜବତ କରିଛନ୍ତି । କୌଣସି ସୁତ୍ରରୁ ଖବର ପାଇଁ ଏଡ଼ିଜି ଦେବାଶିଷ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ କଟକ ଭିଜିଲାନସ୍ ଓ ଡ଼ାଳିଯୋଡ଼ା ରେଞ୍ଜର ବୈରୀ…