ଚଣ୍ଡିଖୋଲ ଠାରେ ମାକ୍ସ ଚେକିଂ, ୩୦ ହଜାର ଟଙ୍କା ଜୋରିମାନା
ଚଣ୍ଡିଖୋଲ : କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଏବେ ବି ଅଚେତନତା ରହିଛି । ସର୍ବନିମ୍ନ ଦାୟିତ୍ୱବୋଧ ଭୁଲିଯାଇ କିଛି ଲୋକ ବଜାର ଘାଟରେ ବୁଲୁଥିବା ଦେଖିବାକୁ ମିଳୁଛି । ମାକ୍ସ ମୁହଁରେ ଲଗାଇବା ବାଧ୍ୟତାମୁଳକ ଓ ସମ୍ବେଦନଶୀଳ ନିର୍ଦ୍ଦେଶ ରହିଥିଲା ବେଳେ ଏମାନେ…
