ବିଜୁ ଛାତ୍ର ଜନତା ଦଳ ସଭାପତି ପଦ ପାଇଁ ଦୌଡ଼
ଭୁବନେଶ୍ୱର : ବିଜୁ ଜନତାଦଳ ଏବେ ତାହାର ସଂଗଠନର ନବକଳେବର କରୁଥିବାବେଳେ ଦଳର ଛାତ୍ର ଓ ଯୁବ ସଂଗଠନ ପାଇଁ କସରତ ଆରମ୍ଭ ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କର ଛାତ୍ର ଓ ଯୁବ ସଂଗଠନ ଗଠନ କରିଥିବାବେଳେ ବିଜେଡି ଏହି ପ୍ରକ୍ରିୟା ଶୀଘ୍ର ସାରିବାପାଇଁ ଯାଉଛି । ବିଜେଡିର ଛାମୁଆ ସଂଗଠନ…
