Odia News Portal
Yearly Archives

2020

କମେଡିଆନ ସୁନୀଲ ଗ୍ରୋଭର ହେଲେ ହିନ୍ଦୀ ଶିକ୍ଷକ

ଦେଶବ୍ୟାପୀ କରୋନା ଭାଇରସ ପ୍ରକୋପ ବଢିଚାଲିଥିବା ବେଳେ ମାର୍ଚ୍ଚ ମାସରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ ରଖାଯାଇଛି । ଏହି ସମୟରେ ଶିକ୍ଷକ ମାନେ ପିଲାଙ୍କର ଅନଲାଇନ ସାହାଯ୍ୟରେ କ୍ଲାସ ନେବା ସହ ଭିଡିଓ କାନଫରେନସିଙ୍ଗ ଜରିଆରେ ପାଠ ପଢ଼ାଉଉଛନ୍ତି । ଏଭଳି ସମୟରେ ପିଲା ମାନେ ଶିକ୍ଷକ…

କରୋନା ମୁକାବିଲା ସହ ଯାଜପୁର ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା

ଯାଜପୁର() ସାରା ବିଶ୍ବର କରୋନା ତାର କାୟ ବିସ୍ତାର କରିବାରେ ଲାଗିଛି । ସରକାରଙ୍କ ଅନେକ ପଦକ୍ଷେପ ପରେ ବି ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ । ଏହାରି ମଧ୍ୟରେ ସାମାଜିକ ଦୂରତାକୁ ସମ୍ମାନ ଦେଇ ଯାଜପୁର ଜିଲ୍ଲାର ୬ ବିଜେଡି ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଭିଡିଓ କନଫରେନ୍ସି ଜରିଆରେ…

ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର() ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୭୦୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୨୦୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୩୮, ଖୋର୍ଦ୍ଧାରୁ ୩୭, ଗଜପତିରୁ ୧୯, କଟକରୁ ୧୮, ଜଗତସିଂହପୁରୁ୧୮, ସମ୍ବଲପୁରରୁ ୧୨,…

ସାବଧାନ ନରହିଲେ ପସ୍ତେଇବାକୁ ପଡ଼ିବ

ଭୁବନେଶ୍ୱର()  କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଆମକୁ ନିୟମ ମାନିବାକୁ ପଡ଼ିବ । ନିୟମ ଉଲ୍ଲଙ୍ଘନ କଲେ କିପରି ସଂକ୍ରମଣ ବଢ଼େ ତାହା ଆପଣମାନେ ଜାଣିପାରୁଥିବେ । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି ।…

ପ୍ରତି ଦେଶବାସୀଙ୍କ ମୁଣ୍ଡ ଆପଣଙ୍କ ପାଖରେ ନତମସ୍ତକ

ଲଦାଖ() ଆଜି ଲଦାଖ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମୁ କ୍ୟାମ୍ପରେ ସେନାକୁ ଉଦବୋଧନ ଦେଇଛନ୍ତତି । ଏହି ଅବସରରେ ସେ ସେନା ଯବାନଙ୍କୁ ସେମାନଙ୍କ ବୀରତ୍ୱ ପାଇଁ ପ୍ରଶଂସାରେ ପୋତି ପକାଇଛନ୍ତି । ଯବାନଙ୍କ ଜୋଶ ବଢାଇଛନ୍ତି ମୋଦୀ । ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି ତାହା…

ଭୁବନେଶ୍ବରରୁ ୨୪ ପଜିଟିଭ, ଜାଣନ୍ତୁ ତଥ୍ୟ

ଭୁବନେଶ୍ୱର() ଆଜି ରାଜ୍ୟରେ ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରର ୨୪ଜଣ ବୋଲି ଜଣାପଡ଼ିଛି । ୨୪ଜଣଙ୍କ ମଧ୍ୟରୁ ୨୦ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୪ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଏକ ଘରୋଇ…

ଜିଓ ପ୍ଲାଟଫର୍ମସରେ ପୁଞ୍ଜିନିବେଶ କରିବ ଇଣ୍ଟେଲ୍ କ୍ୟାପିଟାଲ୍

ଭୁବନେଶ୍ୱର()  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ…

ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କୁ ୧ ହଜାର, କିନ୍ନରମାନଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର() ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ମିଳିବ । ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ଲେଖାଏଁ ମିଳିବ ବୋଲି ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ଟଙ୍କା ଆସି ସାରିଛି । ଖୁବଶୀଘ୍ର ଦେବା ବ୍ୟବସ୍ଥା ହେବ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ସରପ୍ରାଇଜ୍

ନୂଆଦିଲ୍ଲୀ() ଲେହ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ସରପ୍ରାଇଜ୍ । ସେନାର ମନୋବଳ ବଢାଇବା ପାଇଁ ମୋଦି ଗସ୍ତ କରିଛନ୍ତି । ସୀମାରେ ଉତ୍ତେଜନା ସମୟରେ ଲଦାଖରେ ମୋଦି । ଲେହ ଏୟାରପୋର୍ଟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଗଲଓ୍ବାନ ଘାଟି ଯିବା ନେଇ…

ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର() ଆଜି ୫୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…