ୱାର୍ଡ ନଂ ୩୯ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ବର : ବନମହୋତ୍ସବ ସପ୍ତାହରେ ପବିତ୍ର ସୁନାବେଶ ଉପଲକ୍ଷେ ନୟାପଲ୍ଳୀ ୱାଡ ନଂ୩୯ର ନୂଆସାହି ଓ ଶାସ୍ତ୍ରୀ
ନଗରରେ ସମାଜସେବୀ ତଥା ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ମହାବୀର ସାମାଜିକ ସଂଗଠନ ଓ ଟ୍ରି ଫର ଲାଇଫ ର ମିଳିତ ସହଯୋଗରେ ଏକ…
