Odia News Portal
Yearly Archives

2020

ଆଜି କାଁ ଭାଁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ମେଘ ବାଦଲ ମୁହଁ ଦେଖାଇ ପଳାଉଛି । ହେଲେ ବର୍ଷା ନାହିଁ । ମୌସୁମୀ କୁଆଡ଼େ ହଜିଯାଇଛି। ୨/୩ ଦିନ ହେଲାଣି ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା । ଏହାସହ ଖରା ଓ ଗୁଳୁଗୁଳି ବଢ଼ିଛି । ପାଣିପାଗ ପୂର୍ବାନୁମାନ କହୁଛି, ଏବେ ରାଜ୍ୟରେ ବିଶେଷ ବର୍ଷା ନାହିଁ । ତଥାପି ଉତ୍ତର…

ଏହି ତାରିଖ ଯାଏ ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୨ତାରିଖ ଯାଏ ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ। ସମସ୍ତ ମେଲ, ଏକ୍ସପ୍ରେସ, ଯାତ୍ରୀବାହୀ ଓ ସବଅର୍ବାନ ଟ୍ରେନ ଚଳାଚଳ ବନ୍ଦ ରହିବ। ରେଳବାଇ କୋଚିଂ ଡାଇରେକ୍ଟରେଟର ନିର୍ଦ୍ଦେଶ କ୍ରମେ ନିର୍ଦ୍ଧାରିତ ସମୟର ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳକୁ ବନ୍ଦ ରଖିବାକୁ…

ପୁଣି ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଆଜି ପୁଣି ବଢିଲା ତୈଳଦର। ଲଗାତର ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢିଛି। ଡିଜେଲ ୧୭ ଓ ପେଟ୍ରୋଲ ଲିଟର ପିଛା ୨୧ପଇସା ବୃଦ୍ଧି । ଫଳରେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ପାର୍‌ କରିଛି। ଗତ ୭ ତାରିଖରୁ ୨୫ ତାରିଖ ମଧ୍ୟରେ ଏହି ଦର ବଢିଛି। ଏହା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଚନ୍ଦ୍ର ଓ ମଙ୍ଗଳ ଷଡ଼ାଷ୍ଟକ ସ୍ଥିତିରେ ରହୁଥିବାରୁ ଆପଣ ଯାହା ଓ ଯେମିତି ଚାହୁଁଛନ୍ତି ପରିବାର ସଦସ୍ୟମାନେ ତାହା ମାନି ନ ପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ବନ୍ଧୁ ମାନଙ୍କ ସହାୟତାରେ ଗତକାଲିର ସମସ୍ୟା ଆଜି ଅପରାହ୍ନରେ ସମାଧାନ ହୋଇଯିବ। ଶ୍ରମିକ କିମ୍ବା କଞ୍ଚାମାଲର ଅଭାବ…

ଲାଞ୍ଚ ମାଗି ଧରାହେଲେ ପୋଲିସ ବାବୁ

ଗଞ୍ଜାମ : ଏକ ମାମଲାର  ସମାଧାନ କରିବା ପାଇଁ ତିନି ହଜାର ଟଙ୍କା ମାଗିଲେ ପୋଲିସ ବାବୁ । କିନ୍ତୁ  ତିନି ହଜାର ଟଙ୍କା ଦେଇ ଭିଜିଲାନ୍ସ ହାତରେ ଧରାଇଦେଲେ ଏତଲାକାରୀ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନାରେ। ଏକ ମାମଲା ର ସମାଧାନ କରିବା ପାଇଁ ପି,ରାଜା ନାମକ ଜଣେ…

ଡ୍ରାଇଭରକୁ ହାଣି ଲୁଟିନେଲେ ୪ଲକ୍ଷ ଟଙ୍କା

ଆଠଗଡ :  ଆଠଗଡରେ ମାତିଲେ ଲୁଟେରା।  ମିନି ଟ୍ରକ ଡ୍ରାଇଭରକୁ ହାଣି ୪ଲକ୍ଷ ଟଙ୍କା କଲେ ଲୁଟ୍। ପୁରୁଣା କଟକ-ସମ୍ବଲପୁର ରାସ୍ତାର ଲିଙ୍ଗାପଦା ଠାରେ ଲୁଟ୍। ୨ଟି ପଲସରରେ ୪ଜଣ ଦୁର୍ବୃତ୍ତ ଆସି ଟ୍ରକ ଡ୍ରାଇଭରକୁ ହାଣି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ନରସିଂହପୁରରୁ ମାଲ୍ ନେବାକୁ ମାଲଗୋଦାମ…

ଆତ୍ମହତ୍ୟା କଲେ ଆଉ ଜଣେ ସେଲିବ୍ରିଟି

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିକଟରେ ଆତ୍ମହତ୍ୟା କରିଛନ୍ତି ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନଙ୍କ ମନରୁ ଲଭିନାହିଁ । ଏହି ଘଟଣାକୁ ବେଶୀ ଦିନ ନହୋଇଥିବା ବେଳେ ଆତ୍ମହତ୍ୟାର ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି । 16 ବର୍ଷୀୟ ସୋସିଆଲ ମିଡିଆ ତାରକା ସିୟା କକ୍କର ଆତ୍ମହତ୍ୟା…

ରାଜ୍ୟରେ ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଓ ଗଜପତି ଜିଲ୍ଲାରୁ ୨୩ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ ୧୯, ବରଗଡ଼ରୁ ୧୩, ସୁନ୍ଦରଗଡ଼ରୁ ୮ ସୁସ୍ଥ, ବାଲେଶ୍ୱର ୭, ଭଦ୍ରକ ଓ ରାୟଗଡ଼ାରୁ ୫…

ଷ୍ଟାର କିଡ୍‌ସଙ୍କ ବିନା ମେକ୍‌ଅପ୍‌ ଫଟୋ ସେୟାର କଲେ କଙ୍ଗନା

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ନେପୋଟିଜମ୍‌ ବା ପରିବାରବାଦ ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ସେବେଠାରୁ ସୋସିଆଲ ମିଡିଆରେ ‘ପାପା ହେ ନା’ ହ୍ୟାସ୍‌ ଟ୍ୟାଗ୍‌ ଟ୍ରେଣ୍ଡ କରୁଛି। ଏହା ମାଧ୍ୟମରେ ଫ୍ୟାନ୍‌ମାନେ ନେପୋଟିଜମ୍‌କୁ ନେଇ କମେଣ୍ଟ କରୁଛନ୍ତି। ଏହି ହାସ୍‌ଟ୍ୟାଗ୍‌…

ପ୍ରୋଟୋକଲ ପାଳନ କରୁନଥିବା ହସ୍ପପିଟାଲକୁ ନୋଟିସ

ଭୁବନେଶ୍ୱର() ରାଜଧାନୀର ଅନେକ ହସ୍ପପିଟାଲ କରୋନା ପ୍ରୋଟୋକଲ ପାଳନ କରୁନାହାନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇ ନୋଟିସ କରାଯାଇଛି ବୋଲି ଗୁରୁବାର ଖବରଦାତା ସମ୍ମଳନୀରେ ଭୁବନେଶ୍ୱର ମହାନଗର ନିଗମ( ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ସେ ଆହୁରି କହିଛନ୍ତି, ବୁଧବାର ଏକ…