Odia News Portal
Yearly Archives

2020

ଏହି ତାରିଖରେ ମୁକ୍ତିଲାଭ କରିବ ସୁଶାନ୍ତଙ୍କ ଶେଷ ଫିଲ୍ମ

ମୁମ୍ବାଇ()ପ୍ରଶଂସମାନେ ଆଜି ପର୍ଯ୍ୟନ୍ତ ବି ସୁଶାନ୍ତଙ୍କ ମୃତ୍ୟୁକୁ ବିଶ୍ୱସା କରିପାରୁ ନାହାନ୍ତି ।ଏହରି   ଭିତରେ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ର ପୋଷ୍ଟର ରିଲିଜ୍ ହୋଇସାରିଛି ।  ସୁଶାନ୍ତ ଜଣେ ଉକ୍ରୃଷ୍ଟ କଳାକାର ଥିଲେ , ଯେ କି ଅନେକ ହିଟ୍ ଫିଲ୍ମରେ କରିବା ସହ ଟିଭି…

ଏଣିକି ବେସରକାରୀ କମ୍ପାନୀ ଗୁଡ଼ିକୁ ମଧ୍ୟ ରକେଟ ଏବଂ ସାଟେଲାଇଟ ତିଆରି କରିପାରିବେ

ନୂଆଦିଲ୍ଲୀ() ଆଗାମୀ ଦିନରେ ଭାରତରେ ମଧ୍ୟ ମହାକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଦେଖାଦେଇପାରେ । ଏନେଇ ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ପକ୍ଷରୁ ଆଜି ଏକ ବଡ଼ ଘୋଷଣା କରାଯାଇଛି । ଇସ୍ରୋର ମୁଖ୍ୟ କେ ଶିବନ କହିଛନ୍ତି ଯେ ଏଣିକି ବେସରକାରୀ କମ୍ପାନୀ ଗୁଡ଼ିକୁ ମଧ୍ୟ ରକେଟ ଏବଂ…

ରାବଣର ସ୍ୱର୍ଣ୍ଣଲଙ୍କା ଜଳିଯିବା ପରେ କ’ଣ ହେଲା ସବୁ ସୁନା, ଜାଣନ୍ତୁ …

ହନୁମାନ ରାବଣର ସ୍ୱର୍ଣ୍ଣଲଙ୍କାକୁ ଜାଳିପୋଡି ଭସ୍ମ କରିଦେଇଥିଲେ। ଏହାର ପ୍ରମାଣ ଆଜିର ଦିନରେ ବି ମିଳେ। ହେଲେ ସୁନାତ ନିଆଁରେ ଜଳେନି, ଏଣୁ ପୋଡି ପାଉଁଶ ହୋଇଯାଇଥିବା ଲଙ୍କାର ସୁନା ସବୁ କୁଆଡେ ଗଲା ତାହା ହିଁ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବେଦ ବିଜ୍ଞାନ ମଣ୍ଡଳ ପୁଣେର ଗବେଷକ…

ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି କରୀଶ୍ମା

ମୁମ୍ବାଇ() କରୀଶ୍ମା ନିଜ କ୍ୟାରିୟରରେ ସବୁ ପ୍ରକାରର ଫିଲ୍ମ କରିଥିଲେ। ତାଙ୍କ ବାପା ରଣଧୀର କପୁର ଏବଂ ବବିତା ମଧ୍ୟ ଫିଲ୍ମରେ ନାଁ କମାଇ ସାରିଛନ୍ତି। କରୀଶ୍ମା ପୂର୍ବରୁ ରାଜ କପୁରଙ୍କ ପରିବାରର କୌଣସି ଝିଅ ଫିଲ୍ମକୁ ଆସିନଥିଲେ କିନ୍ତୁ କରୀଶ୍ମା ସମସ୍ତ ପ୍ରକାର ବାଧା ବନ୍ଧନକୁ ଏଡ଼ାଇ…

ଭୁବନେଶ୍ବରରୁ ୩୮ ପଜିଟିଭ୍, ୧୩ ଲୋକାଲ କେସ

ଭୁବନେଶ୍ବର() ଭୁବନେଶ୍ବରରେ ଆଜି ୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୨୫ ଜଣ ହୋମ୍ କ୍ବାରେଣ୍ଟାଇନ୍ ଓ ୧୩ ଜଣ ଲୋକାଲ୍ କେସ୍। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୮କୁ ବୃଦ୍ଧି ପାଇଛି । ୨୫୮…

CBSE ପରୀକ୍ଷା ବାତିଲ

ଭୁବନେଶ୍ୱର()  ଦେଶ ହେଉ କିମ୍ବା ରାଜ୍ୟ ସବୁଠାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏନେଇ କଲେଜ ଓ ସ୍କୁଲ ବନ୍ଦ ରଖାଯିବା ସହ ପ୍ରାୟ ସବୁ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏହାରି ମଧ୍ୟରେ ଆଜି ସିବିଏସଇର ବାକିଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ ହୋଇଛି । ଜୁଲାଇ ୧ରୁ…

ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଛି ASI ଟିମ୍‌

ପୁରୀ()  ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଛି ASI ଟିମ୍‌ । ସିଂହଦ୍ୱାର ଗୁମୁଟରେ ବନ୍ଧା ଯାଇଛି ଭାରା। ଏହାସହ ନାଟମଣ୍ଡପ ଜଗମୋହନର ମଧ୍ୟ ଅନୁଧ୍ୟାନ କରିବେ ଏହି ବିଶେଷଜ୍ଞ ଦଳ। ମହାପ୍ରଭୁ ଗର୍ଭଗୃହରେ ନଥିବାରୁ ପ୍ରତିବର୍ଷ ପରି ଗର୍ଭଗୃହର ସାମାନ୍ୟ ମରାମତି କରାଯାଇଥାଏ।…

ଖୋଲିଲା ହୀରାକୁଦର ୧୦ଟି ଗେଟ

ଭୁବନେଶ୍ୱର() ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେଉଛି । ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ ଖୋଲାଯାଇଥିଲା । ପ୍ରଥମେ ଡ୍ୟାମର ୭ ନମ୍ବର ସ୍ଲୁଇସ ଗେଟକୁ ଖୋଲାଯାଇଥିଲା । ପରବର୍ତ୍ତୀ ସମୟରେ ଆଉ ୬ଟି ଗେଟକୁ ଖୋଲାଯାଇଥିଲା । ଫଳରେ ୭ଟି ଗେଟ ଦେଇ ଜଳ ନିଷ୍କାସନ…

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୩ହଜାର ୧୦୫କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୩ହଜାର ୧୦୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ହଜାର ୮୯୪ କୁ ବୃଦ୍ଧି ପାଇଛି । ଏବେ ୨ଲକ୍ଷ ୭୧ହଜାର ୬୯୬ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୮୬ହଜାର ୫୧୪ ଜଣ…

ଏହି ରାଜ୍ୟରେ ବ୍ୟାନ ହେଲା ପତଞ୍ଜଳିର କରୋନା ଔଷଧ

ମହାରାଷ୍ଟ୍ର() ରାମଦେବଙ୍କ ପାଇଁ ଧିରେ ଧିରେ ଅଡ଼ୁଆ ବଢ଼ିବାରେ ଲାଗିଛି । ରାଜସ୍ଥାନ ପରେ ମହାରାଷ୍ଟ୍ରରେ ବି ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନା ଔଷଧ କରୋନିଲ ବ୍ୟାନ ହୋଇଛି । ଆୟୁଷ ମନ୍ତ୍ରାଳୟ ମଧ୍ୟ ଏହି ଔଷଧ ଉପରେ ଆପତ୍ତି କରିସାରିଛି । ଏହି ଔଷଧ ଉପରେ କୌଣସି କ୍ଲିନିକାଲ ଟ୍ରାଏଲର ସୂଚନା…