Odia News Portal
Yearly Archives

2020

ଯୁକ୍ତ ଦୁଇ ଘରୋଇ କଲେଜରେ ତାଲା ଝୁଲିବା ଆଶଙ୍କା

ଭୁବନେଶ୍ୱର : କରୋନା ମାଡରେ ଏବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଘରୋଇ ଯୁକ୍ତ ଦୁଇ ମହାବିଦ୍ୟାଳୟ ଗୁଡିକ । ଏଗୁଡିକ ମଧ୍ୟରୁ ଅନେକରେ ତାଲା ଝୁଲିବା ଏକ ପକାର ନିଶ୍ଚିତ ହୋଇଥିବାବେଳେ ଏଠାରେ କାର୍ଯ୍ୟରତ ଅଧ୍ୟାପକ ଓ…

ପାରାଦୀପରେ ଉଦଘାଟିତ ହେଲା ଇଣ୍ଡିଆନ ଅଏଲର ପିଏଡ଼ିସି

ପାରାଦୀପ() ଆଜି ପାରାଦୀପରେ ଉଦଘାଟିତ ହୋଇଛି ଇଣ୍ଡିଆନ ଅଏଲର ପିଏଡ଼ିସି(ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର) । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିନ ୧୧ଟାରେ ଭର୍ଚୁଆଲ ଉତ୍ସବରେ ଉଦଘାଟିତ ହୋଇଛି ୪୩ କୋଟିର ପ୍ରକଳ୍ପ ।…

ଆଜି ବାହାରିବ ଆଡ଼ପ ଅବଢ଼ା

ପୁରୀ()  ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ପହଞ୍ଚିଛନ୍ତି। ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଜନ୍ମବେଦି ତଥା ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଗତକାଲି ଠାରୁ…

ଆଉ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ, ୩୬ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ୧୮ ଜିଲ୍ଲାରୁ ଆଉ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭୪ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୬ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା…

ସେବାୟତଙ୍କର ହେବ ଦୁଇଥର କୋଭିଡ଼ ଟେଷ୍ଟ

ପୁରୀ : ରଥଯାତ୍ରାରେ ସାମିଲ ଥିବା ସମସ୍ତ ବ୍ୟକ୍ତି ଙ୍କ କୋଭିଡ ଟେଷ୍ଟ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ସଂକ୍ରମଣ ଯେଭଳି ପୁରୀ ସହରରେ ନ ବ୍ୟପେ ସେ ନେଇ ଏହି ପଦକ୍ଷେପ ନିଆଯାଉଛି। ଏ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଚି। ଉନ୍ନୟନ ସଚିବ ସୁରେଶ…

ସିଲ ହେଲା ଭୁବନେଶ୍ୱରର କାଞ୍ଚନ ହୋଟେଲ

ଭୁବନେଶ୍ୱର : ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲଂଘନ କରିବା । ସିଲ୍ ହେଲା କାଞ୍ଚନ ହୋଟେଲ । ଭୁବନେଶ୍ୱର ଏୟାରପୋର୍ଟ ଛକରେ ଥିବା ଏହି ହୋଟେଲକୁ ଆଜି ସିଲ କରାଯାଇଛି । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଏହାକୁ ସିଲ କରିଛନ୍ତି ବିଏମସି ଓ ବିଡିଏର ଏନଫୋର୍ସମେଣ୍ଟ ସ୍କାର୍ଡ । କେଉଁ ନିୟମ ଉଲଂଘନ…

କଲରଫୁଲ ଡ୍ରେସରେ କ୍ୟାଟ୍ରିନା କଲେ ଫଟୋଶୁଟ୍‌

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କେବଳ ଆକ୍ଟିଂ ପାଇଁ ନୁହେଁ ବରଂ ଫ୍ୟାଶନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଯୋଗୁଁ ଲୋକେ ଘରୁ ବାହାରୁନଥିବା ବେଳେ ବଲିଉଡ ସେଲିବ୍ରିଟିଙ୍କ ଫଟୋ ଶୁଟ୍‌ ଆରମ୍ଭ ହୋଇଗଲାଣି। ଏବେ କ୍ୟାଟ୍ରିନା କିଛି ଫଟୋ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କେନ୍ଦ୍ରସ୍ଥ ଚନ୍ଦ୍ର ହେତୁ ପାରିବାରିକ ଓ କର୍ମକ୍ଷେତ୍ର ପ୍ରତି ବିଭିନ୍ନ ପ୍ରକାର ସମସ୍ୟା ଆସିଲେ ମଧ୍ୟ ଦୃଢ଼ହସ୍ତରେ ତାହା ଦମନ କରିବାରେ ସମର୍ଥ ହେବେ । କାରଣ ଏହି ଦିଗ ପ୍ରତି ଧ୍ୟାନ ଦେଲେ ନିଜ ଲୋକମାନେ ସନ୍ଦେହ ପରିସରକୁ ଆସିଯିବେ । ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବାରୁ…

ଆଡପ ମଣ୍ଡପରେ ବିଜେ ହେଲେ ତିନି ଠାକୁର

ପୁରୀ : ଆଡ଼ପ ମଣ୍ଡପକୁ ବିଜେ ହେଲେ ରଥାରୁଢ ତିନି ଠାକୁର। ଆଜି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ପ୍ରଥମେ ଆଡପ ମଣ୍ଡପକୁ ବିଜେ କରିଥିଲେ ବଡ଼ଠାକୁର ବଳଭଦ୍ର। ବିଜେ କାହାଳୀ ବାଜିବା ପରେ ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ସୁଦର୍ଶନ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଏହାପରେ ବଳଭଦ୍ରଙ୍କୁ…

ସିମୁଳିଆରେ ବସ ଦୁର୍ଘଟଣା : ଜଣେ ମୃତ, ୧୦ ଆହତ

ସିମୁଳିଆ : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ଜାମୁଝାଡି ନିକଟରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଯାତ୍ରୀବାହୀ ବସ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ରାସ୍ତାରେ ପାର୍କିଂ କରିଥିବା ଏକ ଟ୍ରକକୁ…