୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ : କଳିଙ୍ଗଷ୍ଟାଡିୟମରେ ସେମି ଫାଇନାଲ୍
ଭୁବନେଶ୍ୱର : ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଚଳିତ ବର୍ଷ ନଭେମ୍ବର ୨ ତାରିଖରୁ ଆରମ୍ଭ ହେବାର ଥିଲା । ଭେନ୍ୟୁ ଓ କ୍ରୀଡ଼ାସୂଚୀ ମଧ୍ୟ ଘୋଷଣା ସରିଥିଲା । କିନ୍ତୁ କରୋନା ବା କୋଭିଡ୍ ୧୯ର ସଂକ୍ରମଣ ଯୋଗୁ ବିଶ୍ୱକପ୍କୁ ଆସନ୍ତା ବର୍ଷ ଫେବ୍ରୁଆରୀ ମାସକୁ ଘୁଞ୍ଚାଇ ଦିଆଯାଇଥିଲା ।…
