Odia News Portal
Yearly Archives

2020

ଓଡ଼ିଶାରେ ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ

ଭୁବନେଶ୍ୱର() ଓଡ଼ିଶାରେ ପୁଣି ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ । ଆସନ୍ତା ସପ୍ତାହରେ ରାଜ୍ୟରେ ପହଞ୍ଚିବ ଆଇସିଏମଆର ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ । ଘରକୁ ଘର ହେଉଥିବା ସର୍ଭେରେ ଏହି କିଟକୁ ବ୍ୟବହାର କରାଯିବ । ରାଜ୍ୟରେ ପରୀକ୍ଷାର ପଦ୍ଧତି ଓ ପ୍ରକ୍ରିୟା ନେଇ ଆସନ୍ତାକାଲି ଯୋଜନା ହେବ ।…

ଭୁବନେଶ୍ୱରର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି । କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ କରିଛି ବିଏମସି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ମହାନଗର ନିଗମ । ଗତକାଲି ସୁଦ୍ଧା ହସ୍ପିଟାଲରୁ ୨୭ କରୋନା ରୋଗୀ ଚିହ୍ନଟ…

ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ ଅସୁସ୍ଥ

ଭୁବନେଶ୍ୱର() ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ। ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ଗତକାଲି ଅସ୍ତ୍ରୋପଚାର କରାଯାଇ ତାଙ୍କୁ ଆଇସିୟୁରେ ରଖା ଯାଇଛି। ସୂଚନା ଅନୁଯାୟୀ, ସୋମବାର ରାତିରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ…

ଛାତ୍ର ବିଜେଡ଼ିର ସପ୍ତାହବ୍ୟାପୀ “ଜୀବନବିଦୁ” କାର୍ଯ୍ଯକ୍ରମର ଶୁଭାରମ୍ଭ

ଭୁବନେଶ୍ବର : ସମଗ୍ର ଦେଶରେ କୋରାନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଛାତ୍ର ଜନତା ଦଳ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ଆୟୋଜନ କରିଛି । ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ବିଜୁ…

୨୪ଘଣ୍ଟାରେ ୧୫ହଜାର ୯୮୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ() ଦେଶରେ ଯେମିତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୫୬ହଜାର ୧୮୩ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ହଜାର ୪୭୬ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୧୫ହଜାର ୯୮୬…

କରୋନାରେ ବିଧାୟକଙ୍କ ମୃତ୍ୟୁ

ଦିନକୁ ଦିନ କରୋନାର ସ୍ଥିତି ବିଗିଡ଼ିବାରେ ଲାଗିଛି । କୋଲକାତାର କେରାନା ସ୍ଥିତି ସମ୍ପର୍କରେ ନକହିବା ହିଁ ଭଲ । ତେବେ ଏହାରି ଭିତରେ ଆଉ ଜଣେ ବିଧାୟକ ପ୍ରାଣହାନୀ ଘଟିଛି କରୋନାରେ । ବିଧାୟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଟିଏମସି ବିଧାୟକ ତମୋନାଶ ଘୋଷ । ମୃତ୍ୟୁ ବେଳକୁ ତାଙ୍କର ବୟସ ୬୦ ବର୍ଷ…

ମହାକାଶରୁ ମାଡ଼ି ଆସୁଛି ବଡ଼ ବିପଦ

ମହାକାଶରୁ ପୃଥିବୀ ଆଡ଼କୁ ଏକ ବିରାଟ ଉଲକାପିଣ୍ଡ ମାଡ଼ି ଆସୁଛି । ଏହି ଉଲକାପିଣ୍ଡର ଗତିର ବେଗ ଏତେ ଅଧିକ ଯେ ଯଦି ପୃଥିବୀ ଉପରେ ପଡ଼ିବ ତେବେ ଏହା ପାଖଆଖ କେତେ କିଲୋମିଟର ଯାଏଁ ବିନାଶ ଘଟାଇପାରିବ । ଯଦି ଏହା ସମୁଦ୍ରରେ ପଡ଼ିବ ତାହାଲେ ବଡ଼ ସୁନାମି ହୋଇପାରେ । ଏହି ଉଲକାପିଣ୍ଡ ପୃଥିବୀର…

ପେଟ୍ରୋଲ ଠାରୁ ମହଙ୍ଗା ଡିଜେଲ୍

ନୂଆଦିଲ୍ଲୀ() ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମରେ ଅଳ୍ପ ପରିମାଣରେ ବୃଦ୍ଧି ପାଉଥିବା ବେଳେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ୍‌ ଦାମ ଲଗାତର ଭାବେ ବଢିବାରେ ଲାଗିଛି ।  ଦିଲ୍ଲୀରେ ପ୍ରଥମ ଥର ପାଇଁ ଏପରି ଏକ ଘଟଣା ହୋଇଛି ଯେ, ଡିଜେଲ୍‌ର ଦାମ୍‌ ପେଟ୍ରୋଲ ଠାରୁ ଅଧିକ ହୋଇଯାଇଛି…

ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି

ପୁରୀ() ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ…

କରୋନା ଯତ୍ନ ପାଇଁ ନୂଆ ଟେଲିମେଡିସିନ୍ ପ୍ଲାଟଫର୍ମ ସ୍ୱସ୍ଥ ଆରମ୍ଭ

ଭୁବନେଶ୍ୱର : ଶତାଧିକ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଏକତ୍ରୀତ ହୋଇ ସ୍ୱସ୍ଥ ନାମକ ଏକ ଟେଲିମେଡିସିନ୍ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଏହା ଜରିଆରେ ଲୋକମାନେ ଦେଶର ଶ୍ରେଷ୍ଠ ଡାକ୍ତର ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ଡିଜିଟାଲ୍ ମାଧ୍ୟମରେ ଯୋଡ଼ିହୋଇପାରିବେ । ଟେଲିମେଡିସିନ୍ ବ୍ୟବହାରକୁ…