Odia News Portal
Yearly Archives

2020

ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୨୬ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୧୭ଜିଲ୍ଲାରୁ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୮୨ଜଣଙ୍କ ମଧ୍ୟରେ ୨୫୬…

ଏହି ଜିଲ୍ଲାରେ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ୧୦ ଦିନ ମନା

ଗଞ୍ଜାମ : ଆଜିଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ଟ୍ବିଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର…

ସଫଳ ରଥଯାତ୍ରା କରାଇ ବିଶ୍ୱକୁ ଓଡିଶାବାସୀ ଦେଲେ ନୂଆ ବାର୍ତ୍ତା

ଭୁବନେଶ୍ୱର : ପୁରୀ ରଥଯାତ୍ରା ଉପରେ ସମଗ୍ର ବିଶ୍ୱର ନଜର ଥିବାବେଳେ ସମଗ୍ର ଓଡିଶାବାସୀ ବିଶ୍ୱକୁ ନୂଆ ବାର୍ତ୍ତା ଦେଇଛନ୍ତି । କରୋନା ମହାମାରୀ ସମୟରେ ଗୋଟିଏ ଜାତିର ଅସ୍ମିତା ରକ୍ଷାଲାଗି ରାଜ୍ୟବାସୀ ଯେ ସବୁକିଛି ତ୍ୟାଗ କରିପାରନ୍ତି ତାହା ଦେଖାଇ ଦେଇଛନ୍ତି । ରାଜ୍ୟର ନେତା ତଥା…

ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି

ପୁରୀ: ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିବେ । ଦୀର୍ଘଦିନରୁ ପରସ୍ପର ପଡୁ ନ ଥିବା ପୁଅ ବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିବ । ଆତ୍ମୀୟଙ୍କୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି କିଛି ସମସ୍ୟା ଦେଖାଦେଇପାରେ । ଭୁଲ୍‌ ବୁଝାମଣାଜନିତ ସମ୍ପର୍କରେ ଫାଟ ସୃଷ୍ଟି ହେବା…

ଖସି ପଡିଥିଲା କୋଭିଡ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ତହସିଲଦାର

ଟାଙ୍ଗୀ : ଖୋରଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ଏକ କୋଭିଡ ଆମ୍ବୁଲାନ୍ସ । ତେବେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଓଲଟି ପଡ଼ିଥିଲେ ମଧ୍ୟ ଏଥିରେ ଥିବା ଗଂଜାମ ଜିଲ୍ଲା କନିଷି ତହସିଲଦାର ରାଜ କିଶୋର ଜେନା ଅଳ୍ପକେ…

ପୁଣି ଟିକ୍‌ଟକ୍‌ ନେଲା ଜୀବନ, ଜଣେ ମୃତ, ୩ଗୁରୁତର

ଜଗତସିଂହପୁର : ଦେବୀ ନଦୀରେ ବୁଡ଼ି ଜଣେ ଛାତ୍ରୀ ମୃତ , ୩ ଗୁରୁତର । ନଦୀରେ ଟିକ୍‌ଟକ୍ କରୁଥିବା ବେଳେ ନଦୀ ଜଳରେ ଗୋଡ଼ ଖସି ଯାଇଥିଲା । ଫଳରେ ବୁଡ଼ି ଯାଇଥିଲେ ଜଣ ଛାତ୍ରୀ ।ଏହି ଅଘଟଣ ଜଗତସିଂହ ପୁର ଜିଲ୍ଲା ମାଛ ଗାଁ ପଞ୍ଚାୟତର ମଙ୍ଗଳପୁରରେ ଘଟିଛି । ଚାରିଜଣ ଯାକ ପାଣିରେ ବୁଡ଼ି…

ସମର୍ପିତ ଓଡିଶା ଓ କମିଶନରେଟ ପୋଲିସର ରକ୍ତଦାନ ଶିବିର

ଭୁବନେଶ୍ବର : ଆଜି ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ଠାରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ଓ କମିଶନରେଟ ପୋଲିସର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରକୁ କମିଶନରେଟ ପୋଲିସ ଏସିପି ତଥା ଭାରତୀୟ ରେଡ୍କ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ…

ଚଳିତ ବର୍ଷ ଯାତ୍ରାରେ ସାମିଲ ହେବେନାହିଁ ଭାରତୀୟ ମୁସଲିମ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଜାରି ରହିଛି କୋରୋନା ଆତଙ୍କ । ଏହା କବଳରୁ ବର୍ତ୍ତି ପାରିନାହାଁନ୍ତି ଛୋଟଠୁ ଆରମ୍ଭ କରି ବଡ ଦେଶ । ସ୍ଥିତି ଏପରି ହୋଇଛି ଚଳିତ ବର୍ଷ ଆନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ଅନେକ କାର୍ଯ୍ୟକ୍ରମ ଏହାର ପ୍ରକୋପ କାରଣରୁ ସ୍ଥଗିତ ହୋଇପଡିଛି । ଯାହା ମଧ୍ୟରେ…

ଅନୁଷ୍କା ଶର୍ମା ଗର୍ଭବତୀ ! ଫଟୋ ଭାଇରାଲ …

ମୁମ୍ୱାଇ : ବିରାଟ କୋହଲି ଓ ଅନୁଷ୍କା ଶର୍ମା ଉଭୟ ଭାରତର ଖୁବ୍‌ ଚର୍ଚ୍ଚିତ ଦମ୍ପତି। ଏହି ଯୋଡ଼ି କେବେ ନିଜର ରିଲେସନସିପ୍‌ ଗୋଲ୍‌ରେ ଅସଫଳ ହୋଇନାହାନ୍ତି ।   ଉଭୟ  ବିରାଟ ଓ ଅନୁଷ୍କା  ଏହି କରୋନା ଭାଇରସ୍‌ ଭିତରେ ସୋସିଆଲ ମିଡ଼ିଆରେ  ବହୁତ ସକ୍ରିୟ ଥିବାର ନଜର ଆସୁଛନ୍ତି । ଏହି  ଖୁସି…