Odia News Portal
Yearly Archives

2020

ଖ୍ୟାତନାମା ଯାତ୍ରା ଅଭିନେତା ପ୍ରଭାତ ଆଉ ନାହାନ୍ତି

ବାଲେଶ୍ବର : ଖ୍ୟାତନାମା ଯାତ୍ରା ଅଭିନେତା ପ୍ରଭାତ କୁମାର ନାୟକ ଆଉ ନାହାନ୍ତି । ଆଜି ପୂର୍ବାହ୍ନ ରେ ଭୁବନେଶ୍ୱର ଏମସ୍‌ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଏମସ୍‌ରେ ଚିକିତ୍ସାଧୀନ ଥିଲେ। ପ୍ରଭାତ ନାୟକ ସୋର ବ୍ଲକ ମହୁମୁହାଣ ଗ୍ରାମରେ ୧୬୬୧…

ବିଶ୍ୱର ନଂ ୱାନ୍‌ ଏହି ଟେନିସ୍‌ ଷ୍ଟାରଙ୍କୁ କରୋନା !

ନୂଆଦିଲ୍ଲୀ : ବିଶ୍ୱର ନମ୍ୱର ୱାନ୍‌ ପୁରୁଷ ଟେନିସ୍‌  ଷ୍ଟାର  ନୋଭାକ୍ ଜୋକୋଭିକ୍‌ଙ୍କର କରୋନା ଭାଇରସ୍‌ ଟେଷ୍ଟ  ପଜିଟିଭ୍‌ ଆସିଛି । ସର୍ବିୟାର ଏହି ଟେନିସ୍‌ ଖେଳାଳି  ନିକଟରେ ସର୍ବିୟା ଓ କ୍ରୋଏସିଆରେ ଆୟୋଜିତ  ପ୍ରଦର୍ଶନୀ ପ୍ରତିଯୋଗୀତାରେ ଭାଗ ନେଇଥିଲେ ।  ଯେଉଁଠାରେ କିଛି ଖେଳାଳିଙ୍କୁ…

ସରକାରଙ୍କ ଯୋଜନା : ଏବେ ବିନା ଗ୍ୟାରେଣ୍ଟୀରେ ଆପଣଙ୍କୁ ମିଳିବ ଲକ୍ଷ ଲକ୍ଷ ଲୋନ

କୌଣସି ବି କାମକୁ ଆରମ୍ଭ କରିବା ପାଇଁ ଲୋନର ଆବଶ୍ୟକତା ପଡିବା ସ୍ୱାଭାବିକ। କିନ୍ତୁ ବ୍ୟାଙ୍କ ଲୋନ ବିନା ଗ୍ୟାରେଣ୍ଟୀରେ ମିଳିବା ତାହା ନିଜ ଭିତରେ ଏକ ବହୁତ ବଡ ଚ୍ୟାଲେଞ୍ଜ। କିନ୍ତୁ ଏବେ ଆପଣଙ୍କୁ ଗ୍ୟାରେଣ୍ଟୀ ଦେବାକୁ ପଡିବନାହିଁ। ସରକାର ଏବେ ଏକ ସବଅର୍ଡିନେଟ୍‌ ଋଣ ଯୋଜନା କରୁଛନ୍ତି ଯାହା…

ଖୁସିଖବର, ସୁସ୍ଥ ହେଲେ ୧୨୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ପୁଣି ରାଜ୍ୟବାସୀଙ୍କ ପାଇଁ ଖୁସିଖବର। ରାଜ୍ୟରେ ଆଉ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ୩୩, ପୁରୀରୁ ୧୭, କଟକରୁ ୧୪, ମୟୁରଭଞ୍ଜରୁ ୧୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି…

ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା

ଭୁବନେଶ୍ବର()  ପଞ୍ଜାବ ପଟୁ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହୋଇଥିବାରୁ ଆଜି ରାଜ୍ଯର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସୂଚନା ଥାଉକି,  ବର୍ତ୍ତମାନ ସବୁ ଆଡେ ଜାରି ରହିଛି ମୌସୁମୀ ବର୍ଷା । ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପୁରୀରେ ଆଜି…

ସମସ୍ତ ସେବାୟତ,ଶ୍ରୀ ମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାଧୁବାଦ

ଭୁବନେଶ୍ବର() ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମସ୍ତଙ୍କୁ ବିଶେଷକରି ସେବାୟତ, ପୁରୀ ଜିଲ୍ଲା ପଶାସନ, ଶ୍ରୀ ମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହା…

ଛେରାପହଁରାର ବିଶେଷତ୍ତ୍ୱ ଜାଣନ୍ତୁ …

ପୁରୀ() ଗଜପତି ମହାରାଜଙ୍କ ଦ୍ୱାରା ହେଉଥିବା ଏକ ଆକର୍ଷଣୀୟ ନୀତି ହେଲା ତିନି ରଥରେ ଛେରାପହଁରା । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ, ଚଳନ୍ତି ବିଷ୍ଣୁ ଭାବେ ସମ୍ମାନିତ ଗଜପତି ମହାରାଜା ଶ୍ରୀନଅରରୁ ବାଜା ପଟୁଆର ସହିତ ରାଜାବେଶରେ ତାମଯାନରେ ବସି ଆସନ୍ତି । ପ୍ରଥମେ ବଳଭଦ୍ର ଠାକୁରଙ୍କ ରଥରେ…

ଗୁଣ୍ଡିଚା ମନ୍ଦିରରେ ପହଁଚିଲା ତିନି ରଥ

ପୁରୀ() ଗୁଣ୍ଡିଚା ମନ୍ଦିରରେ ଲାଗିଲା ତାଳଧ୍ୱଜ, ଦେବଦଳନ ଓ ଦର୍ପଦଳନ ରଥ । ରଥଯାତ୍ରାଇତିହାସରେ ଯୋଡ଼ି ହୋଇଗଲା ଏକ ନୂଆ ଫର୍ଦ୍ଦ। ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଲା ରଥ। ନିକଟ ଅତୀତରେ ଏଭଳି ରଥଯାତ୍ରା ଆୟୋଜିତ ହୋଇଥିବାର ନଜିର ନାହିଁ। ଭକ୍ତଙ୍କୁ ଦର୍ଶନ ଦେବାକୁ ଲୀଲାମୟ ରତ୍ନବେଦୀ ଛାଡ଼ି…

ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ

ଭୁବନେଶ୍ୱର() କୋଭିଡ୍ କଟକଣା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ଚାଲିଛି ରଥ ଟଣା । ଆଗେ ଆଗେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ି ଚାଲିଛି । ତାଳଧ୍ୱଜ ପଛରେ ରହିଛି ଭଉଣୀ ସୁଭଦ୍ରାଙ୍କ ରଥ ଦେବଦଳନ । ପଛରେ ଲୀଳା ଲଗାଇ ନନ୍ଦିଘୋଷରେ ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ । କରୋନା…

ନନ୍ଦିଘୋଷ ରଥର ବିଶେଷତ୍ୱ ଜାଣନ୍ତୁ …

ପୁରୀ() ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଆରମ୍ଭ ହୋଇ ଯାଇଛି । କରୋନା କଟକଣାରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ମହାଯାତ୍ରା । ରଥ ଯାତ୍ରାରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଆଉ କାଳିଆ ସାଆଁନ୍ତଙ୍କ ଏହି ଯାତ୍ରା ମାଉସୀ ଘରକୁ । ପ୍ରଭୁ ଜଗନ୍ନାଥଙ୍କ ଯାତ୍ରାର ସାହାରା ହେଉଛନ୍ତି ତାଙ୍କ ରଥ…