Odia News Portal
Yearly Archives

2020

ପତଞ୍ଜଳୀ ପ୍ରସ୍ତୁତ କଲା କରୋନା ଔଷଧ, ୭ ଦିନ ହେବେ ସୁସ୍ଥ

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି କରୋନା ମହାମାରୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ମୁକାବିଲା କରିବା ପାଇଁ କୌଣସି ଔଷଧ ବା ଟୀକା ବାହାରି ପାରିଲା ନାହିଁ । ଏହାରି ମଧ୍ୟରେ କରୋନା ମହାମାରୀକୁ ଦୂର କରିବା ପାଇଁ ଔଷଧ ପ୍ରସ୍ତୁତ କରିସାରିଛି ବୋଲି ଯୋଗଗୁରୁ ବାବା ରାମଦେବଙ୍କ…

କଂଗ୍ରେସ ଭବନରେ ବୁଲିଲା ଖଣ୍ଡା ତଲୱାର

ଭୁବନେଶ୍ବର () ରାଜ୍ୟ କଂଗ୍ରେସ ଭବନ ପରିସରେ ଉତ୍ତେଜନା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ସମର୍ଥକ ଏବଂ ବିରୋଧୀ ଯୁବ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ବିରୋଧ ଏତେ ଜୋର ହେଲା ଯେ ଶେଷରେ କଂଗ୍ରେସ…

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ଜାଣନ୍ତୁ ୨ ମୃତକଙ୍କ ତଥ୍ୟ

କଟକ() ରାଜ୍ୟରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଆଜି ରାଜ୍ୟରେ ୧୬୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣ ମୃତକ କଟକର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୭୧ ବର୍ଷୀୟ ବୃଦ୍ଧ ମଧୁମେହ ଓ କିଡନୀ ରୋଗରେ ପିଡୀତ…

ପୁରୀ ରଥଯାତ୍ରା ସିଧାପ୍ରସାରଣ ଦେଖନ୍ତୁ ଗୋଟିଏ ଟଚରେ….

ପୁରୀ() ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସୁପି୍ରମକୋର୍ଟଙ୍କ ଗାଇଡଲାଇନ ଏବଂ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନର ନୀତି ନିର୍ଘ ଅନୁଯାୟୀ ଯଥାବିଧି ଆରମ୍ଭ ହୋଇଛି । ପୁରୀରୁ ଏହି ରଥଯାତ୍ରାର ସିଧା ପ୍ରସାରଣ ଡିଡି ଓଡିଆରେ ଚାଲିଛି । ଏହା ଦେଖନ୍ତୁ ଏହି ଲିଙ୍କ ମାଧ୍ୟମରେ ।…

ଆଦ୍ୟସେବକ ଗଜପତିଙ୍କ ଦ୍ୱାରା ଚାଲିଛି ଛେରାପହଁରା

ପୁରୀ() ସାରା ଓଡ଼ିଶାର ଆଖି ଟିଭିରେ ହିଁ ଲାଖିରହିଛି । ଚାଲିଛି ମହାପ୍ରଭୂଙ୍କ ପବିତ୍ର ଘୋଷଯାତ୍ରା । ଇତିମଧ୍ୟରେ ପହଣ୍ଡି ସରିଥିବାବେଳେ ଶଙ୍କରାଚାର୍ୟ୍ୟ ମହାପ୍ରଭୂଙ୍କ ଦର୍ଶନ କରିଛନ୍ତି । ଏବେ ଚାଲିଛି ଛେରାପହଁରା । ଗଜପତି ମହାରାଜା ଛେରାପହଁରା କରୁଛନ୍ତି । ମହାରାଜାଙ୍କ ଆଗରେ ଫୁଲ ଓ…

ରାଜ୍ୟରେ ଆଉ ୧୬୭ କରୋନା ସଂକ୍ରମିତ ଚିହ୍ନଟ,୧୬ ଲୋକାଲ କେସ

ଭୁବନେଶ୍ବର () ରାଜ୍ୟରେ ଆଉ ୧୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୭୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ପହଣ୍ଡି ନୀତି ଶେଷ

ପୁରୀ()  ଆଜି ରଥଯାତ୍ରା । ରତ୍ନ ଦେବୀ ଛାଡି ରଥରେ ଚଢି ଜନ୍ମବେଦୀ ଯିବେ ତିନି ଠାକୁର । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଦେଖାଯିବନି ଭକ୍ତଙ୍କ ଭିଡ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମ୍ ସଂଖ୍ଯକ ସେବାୟତଙ୍କୁ ନେଇ ଚାଲିଛି ସମସ୍ତ ନୀତିକାନ୍ତି । ଭୋର ୩ଟାରୁ…

ନୂତନ ମନ୍ଦିରକୁ ଗ୍ରାମଦେବତୀଙ୍କ ପ୍ରବେଶ

କେନ୍ଦ୍ରାପଡ଼ା : ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତର ଗୋପପାଟଣା ଗ୍ରାମରେ ଆଜି ମା ଗିରିଜାଦେବୀ ମାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଆଜି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା ରେ ମା ନୂଆ ମନ୍ଦିରଙ୍କୁ ପ୍ରବେଶ କରିଛନ୍ତି । ସକାଳେ କଲଷ ଯାତ୍ରା ଆରମ୍ଭ ହୋଇଥିଲା । କଳଷ ଯାତ୍ରା ଶେଷ ହେବା…

କେବଳ ପୁରୀ ନୁହଁ ଏଠାରେ ବି ରଥ ଯାତ୍ରା ଅନୁଷ୍ଠିତ ହେବ

ଅହମ୍ମଦାବାଦ : ଆଜି ପୁରୀ ବଡ଼ଦାଣ୍ଡରେ ଗଡ଼ିବ ରଥ । ରଥ ଯାତ୍ରା ସଂପର୍କିତ ପୁନର୍ବିଚାର ପିଟିସନର ଶୁଣାଣି କରି ଏ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେବଳ ପୁରୀ ନୁହଁ ଅହମ୍ମଦାବାଦରେ ବି ରଥ ଯାତ୍ରା ଅନୁଷ୍ଠିତ ହେବ । ପୁନର୍ବିଚାର ପିଟିସନର ଶୁଣାଣି କରି ଗୁଜରାଟ ହାଇକୋର୍ଟ ସୋମବାର…

କୋଭିଡ୍‌ ଟେଷ୍ଟ ହୋଇନଥିବା ପୁଲିସ ଟାଣିବେନି ରଥ

ପୁରୀ : କୋଭିଡ୍‌ ଟେଷ୍ଟ ହୋଇଥିବା ଅଫିସର, ସେବାୟତ ରଥ ଟାଣିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ରଥଯାତ୍ରା ପାଇଁ ଆସିଥିବା ପୁଲିସ ବାହିନୀର କୋଭିଡ୍‌ ଟେଷ୍ଟ ହୋଇନି । ହାତଗଣତି ପୁଲିସଙ୍କ କୋଭିଡ୍‌ ଟେଷ୍ଟ ହୋଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ କୋଭିଡ୍‌ ଟେଷ୍ଟ ହୋଇ ନଥିବା…