ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ଏନ୍କାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ
ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ଏନ୍କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ। ତେବେ ଦୁଃଖର କଥା ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ପୋଲିସ, ସେନା ଓ ସିଆରପିଏଫ୍ ପକ୍ଷରୁ ମିଳିତ…
