ଏହି ଅଭିନେତ୍ରୀ ୨୩ ବର୍ଷରେ ଚାହୁଁଛନ୍ତି ପିଲା ! ପୋଷ୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍
ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ ତଥା ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁନ୍ଦରୀ ଝିଅ ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ସେ ଏହି ୨୩ ବର୍ଷରେ ଏକ ପିଲା ଚାହୁଁଛନ୍ତି ବୋଲି ଏକ ପୋଷ୍ଟ ଏବେ ଖୁବ୍ ଭାଇରାଲ ହେଉଛି । ଜାହ୍ନବୀ କଣ ଏତେ ଶୀଘ୍ର ନିଜ କ୍ୟାରିୟର ଅପେକ୍ଷା ବାହା ହୋଇ ପିଲା…
