Odia News Portal
Yearly Archives

2020

ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷି

ଭୁବନେଶ୍ୱର()  ଓଡିଶାରେ ପ୍ରବେଶ କରିଛି ମୌସୁମୀ । ପ୍ରଥମେ ଦକ୍ଷିଣ ଓଡିଶାରେ ପାଦ ଥାପିଛି । ମାଲକାନଗିରି, କୋରାପୁଟ ଜିଲ୍ଲା ସହ ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତିର କିଛି ଅଞ୍ଚଳରେ ପହଞ୍ଚିଛି ମୌସୁମୀ । ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର ବାକି ଅଞ୍ଚଳ ସହ ରାଜ୍ୟର ଅଧିକାଂଶ…

ଆଉ ଏକ ମୁଣ୍ଡ ନେଲା କରୋନା

ଭୁବନେଶ୍ବର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୫ବର୍ଷିୟ ପୁରୁଷ । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି…

ଆଉ ୧୧୨ ପଜିଟିଭ, ୫ ଲୋକାଲ କେସ

ଭୁବନେଶ୍ୱର ()ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ ବୃଦ୍ଧି ପାଇଛି । ୧୧୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୫ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ…

ହିଟ୍‌ଲର ପ୍ରେମିକାଙ୍କୁ ବିବାହ କରିବାର କିଛି ଘଣ୍ଟା ପରେ କରିଥିଲେ ଆତ୍ମହତ୍ୟା, ପଢ଼ନ୍ତୁ ପୁରା କାହାଣୀ

ହିଟ୍‌ଲରଙ୍କ ଜୀବନ ଶୈଳିକୁ ନେଇ ବହୁ ରୋମାଞ୍ଚକର କାହାଣୀ ରହିଛି । କାହା ଦୃଷ୍ଟିରେ ହିଟ୍‌ଲର ହିରୋ ଥିବା ବେଳେ କାହା ଦୃଷ୍ଟିରେ ଥିଲେ କ୍ରୁର ଶାସକ । ହେଲେ କମ୍‌ ଲୋକଙ୍କୁ ଜଣାଥିବ ଯେ ହିଟ୍‌ଲରଙ୍କୁ ଏକ ଝିଅ ସହ ପ୍ରେମ ହୋଇଥିଲା । ଝିଅଙ୍କ ନାମ ଥିଲା ଇଭା ବ୍ରାଉନ୍‌ । ତାଙ୍କ ବୈବାହିକ ଜୀବନ…

ଟପ୍ ଫୋରରେ ଭାରତ

ନୂଆଦିଲ୍ଲୀ() ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୫୩୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୪୯୮ ରେ ପହଞ୍ଚିଛି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୪୧,୮୪୨ ରହିଛି । ଦେଶରେ ସୁସ୍ଥ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ। ଯଦିଓ ବିଶେଷ କିଛି ସମସ୍ୟା ନାହିଁ, ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ। ଉଚ୍ଚାବସ୍ଥାନ ଶନିଙ୍କ ସୁପ୍ରଭାବରୁ ଅଟକି ରହିଯାଇଥିବା କାଯର୍‌ୟଗୁଡିକ…

ଏଥର ରଜରେ ‘ଓଟିଡିସି’ର ନିଆରା ପ୍ରୟାସ : ‘ପିଠା ଅନ୍ ହ୍ୱିଲ୍‌’ ଓ ‘ହୋମ୍ ଡେଲିଭରି’

ଭୁବନେଶ୍ବର : ‘କୋଭିଡ-୧୯’ ସଂକ୍ରମଣ ରୋକିବା ପାଇଁ ସରକାରୀ କଟକଣା ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏଥର ନିଆରା ଢଙ୍ଗରେ ଓଡ଼ିଶାର ପାରମ୍ପରିକ ପର୍ବ ‘ରଜ’ ମହୋତ୍ସବକୁ ଲୋକଙ୍କ ସହ ପାଳିବାକୁ ନିଷ୍ପତ୍ତି ନେଇଛି। ରଜପର୍ବରେ ‘ଓଟିଡିସି’ର ପାନ୍ଥନିବାସଗୁଡ଼ିକରେ ପ୍ରସ୍ତୁତ…

ରାଜ୍ୟରେ ଆଜି ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର :  ରାଜ୍ୟରେ ଆଜି ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ । ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୧୭, ସୋନପୁରର ୯, ବଲାଙ୍ଗିରର ୭, ଜଗତସିଂହପୁରର ୬, କଟକ, କଳାହାଣ୍ଡି ଓ ସୁନ୍ଦରଗଡର ୫ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ବାଲେଶ୍ବର ମୟୂରଭଞ୍ଜରୁ ୪ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ଏହା…

ସାମାଜିକ ଦୂରତା ନିୟମ ଉଲ୍ଲଂଘନ : ଭୁବନେଶ୍ବରର ୨୦ ସପିଂ ମଲ୍ ସିଲ

ଭୁବନେଶ୍ବର : କଟକ ପରେ ଭୁବନେଶ୍ୱରରେ ଅମ୍ବର ସୋରୁମ୍‌ ସିଲ । ଜନପଥରେ ଥିବା ଅମ୍ବର ସୋରୁମ୍‌କୁ ସିଲ୍‌ କରିଛି ବିଏମ୍‌ସି । କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଗତକାଲି କଟକରେ ଥିବା ଅମ୍ବର ଏନ୍‌ଏକ୍ସ…

କେବେ ହେବ ମୁକୁଳା ପଡ଼ିଥିବା ଟ୍ରାନ୍ସଫରମର୍ ଚତୁଃପାର୍ଶ୍ଵର କାମ

ଭୁବନେଶ୍ବର : ୱାର୍ଡ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର, ନୂଆସାହି ଓ ବାଲିତୋଟା ସାହିରେ ଅତି ବିପଦଜନକ ଅବସ୍ଥାରେ ଥିବା ଟ୍ରାନ୍ସଫର୍‌ମର୍ ଚାରିପାଖେ ପ୍ରାଚେରୀ ନିର୍ମାଣ ଓ ଗେଟ୍ ଲଗାଇବା ସହ ଚତୁଃପାର୍ଶ୍ଵକୁ ସଫା କରିବା ପାଇଁ ବହୁପୂର୍ବରୁ ସମାଜସେବୀ ତଥା ମହାବୀର ସାମାଜିକ ସଂଗଠନର…