Odia News Portal
Yearly Archives

2020

ସାନିଟାଇଜେଶନ ହେଲା ଭରତପୁର ପୋଲିସ ଫାଣ୍ଡି

ଭୁବନେଶ୍ବର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନଵୀନ ପଟନାୟକଙ୍କ ଆହ୍ବାନ ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ ଜୁନ ମାସର ସତର୍କତାକୁ ଦେଖି ଆଜି ସମାଜସେବୀ ତଥା ୱାର୍ଡ ନଂ- ୨୨ର ବିଜେଡି ସଭାପତି ଆଲୋକ କୁମାର ପାଣିଗ୍ରାହୀଙ୍କ ଟିମ ନେତୃତ୍ୱରେ ଏହି ୱାର୍ଡରେ ଥିବା ଭରତପୁର…

UG ଓ PG ପରୀକ୍ଷା ବାତିଲ

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ମହାମାରୀ ମାଡିଚାଲିଛି । ଏହାରି ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି । ବୈଠକ ପରେ UG ଓ PGର ବାକିଥିବା ଫାଇନାଲ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ…

କରୋନା ପାଇଁ ରାଜଯୋଟକ ହେଉଛି ଲୋକ ଭିଡ଼

ଭୁବନେଶ୍ୱର() କରୋନା ନେଇ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଅପଡ଼େଟ ଦେଇଛନ୍ତି । ସେ କହିଛନ୍ତି ଯେ ମା ବସୁଧା ଓ ସମଗ୍ର ନାରୀ ଜାତିକୁ ସମ୍ମାନ ଦେବାର ପର୍ବ ହେଉଛି ରଜ । ଏହି ସମୟରେ ସତର୍କ ରହିବା ଓ ଦାୟିତ୍ୱବୋଧ ପାଳନ କରିବା ମଧ୍ୟ କର୍ତ୍ତବ୍ୟ ରହିଛି । ହେଲେ ଆମେ ଜୀବନକୁ ବିପନ୍ନ କରି ପାଳନ…

ସାପ ଶୁଣିପାରେନି, ହେଲେ ବିନର ତାଳେ ତାଳେ ନାଚେ କେମିତି ? ଜାଣନ୍ତୁ

ସାପକୁ ଶୁଭାଯାଇନଥାଏ କାରଣ ସାପର କାନ ନାହିଁ। କିନ୍ତୁ ଥରେ ଆପଣ ଭାବିଛନ୍ତି ସାପର ତ କାନ ନାହିଁ କିନ୍ତୁ ତାପରେ ମଧ୍ୟ ସେ ସପେରାର ବିନରେ କେମିତି ନାଚିଥାଏ। ଏହା କେମିତି ହୋଇଥାଏ ଆଜି ଆମେ ତାହାର ଉତ୍ତର ଜଣାଇବୁ। ସାପର କାନ ନାହିଁ ସେ କେବଳ ସପେରା ଦ୍ୱାରା ବିନରେ କରାଯାଉଥିବା ହରକତକୁ…

ଏନଆଇଟି ରାଉରକେଲାକୁ ଓଡ଼ିଶାର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା

ଭୁବନେଶ୍ୱର() ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନଆଇଆରଏଫ ର୍ୟାକିଂ ପ୍ରକାଶ ପାଇଛି । ତଦନୁଯାୟୀ ଚେନ୍ନାଇର ଆଇଆଇଟି ମାଡ୍ରାସ ଶୀର୍ଷ ସ୍ଥାନରେ ରହିଥିବାବେଳେ ବେଙ୍ଗାଲୁରୁ ସ୍ଥିତ ଆଇଆଇଏସ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି । ଅନ୍ୟପକ୍ଷରେ ଏନଆଇଟି ରାଉରକେଲାକୁ…

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର() ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀ ଓଡ଼ିଶା ଛୁଇଁବା ଫଳରେ ଆଜିଠାରୁ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ପୂର୍ବରୁ ୧୧ କି ୧୨ରେ ମୌସୁମୀ ଛୁଇଁବା ନେଇ…

ନାଇଟ କର୍ଫ୍ୟୁ କୋହଳ

ଭୁବନେଶ୍ୱର() ଆଉ ଦୁଇ ଦିନ ପରେ ଓଡ଼ିଆଙ୍କ ରଜ ପର୍ବ । ରଜ ପର୍ବ ପାଇଁ କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ନାଇଟ କର୍ଫ୍ୟୁକୁ କୋହଳ କରାଯାଇଛି । ୧୨ ତାରିଖ ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟା ପରେ କର୍ଫ୍ୟୁ ଲାଗୁ ହେବ । ରାତି କର୍ଫ୍ୟୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର…

ମହାପ୍ରଭୁଙ୍କ ଫୁଲୁରୀ ତେଲରେ ଉପଚାର ଆରମ୍ଭ

ପୁରୀ() ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ମାନବୀୟ ନୀଳା । ଆଜି ମହାପ୍ରଭୁଙ୍କ ଓଷଲାଗି ନୀତି । ଏହି ନୀତି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇପଡଛନ୍ତି । ଅଣସରପିଣ୍ଡିରେ ମହାପ୍ରଭୁ ଗୁପ୍ତସେବା ଚାଲିଛି । ଫୁଲୁରୀ…

ଉତ୍ପାଦନ ଖର୍ଚ୍ଚ ବଢିଥିବାକୁ ବହୁ ରାଜ୍ୟ ଅଧିକ ମୂଲ୍ୟରେ ମାସ୍କ କିଣିଛନ୍ତି

ଭୁବନେଶ୍ୱର() କରେନା ଭଳି ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି ସ୍ପଷ୍ଟ କରିଛନ୍ତି । ଆଜି ଏଠାରେ ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର ୧୦ ଟଙ୍କାର ମାସ୍କକୁ ୧୬ ଟଙ୍କାରେ…

କରୋନା ପଜିଟିଭ୍ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର()ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବରର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣଙ୍କ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ବୟସ ୩୮ ବର୍ଷ । ମହିଳା ଜଣଙ୍କ ସୋରିୟାସିସ୍ ରୋଗରେ ପୀଡିତ ଥିଲେ । ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ ଏବଂ ଇମ୍ୟୁନୋସପ୍ରେସାଣ୍ଟ…