Odia News Portal
Yearly Archives

2020

ଆଉ ୧୩୬ ପଜିଟିଭ, ଲୋକାଲ କେସ ୨

ଭୁବନେଶ୍ୱର ()ରାଜ୍ୟରେ ଆଉ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି । ୧୩୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ…

ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ

କଟକ() ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ । ସକାଳ ୧୦.୩୦ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୁରୁଣା ହାଇକୋର୍ଟ ବିଲ୍ଡିଂର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ହୋଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ସାବିତ୍ରୀ ରଥଙ୍କୁ ଶପଥ ପାଠ କରାଇଛନ୍ତି…

୨୪ଘଣ୍ଟାରେ ୩୫୭ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ() ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଳାଗିଛି କରୋନା । ଏନେଇ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮ହଜାର ଟପି ୮,୧୦୨ରେ ପହଞ୍ଚିଛି । ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୬ହଜାର ୫୭୯ ରହିଛି । ଏହାସହ ୧,୪୧,୦୨୮ ଆକ୍ରାନ୍ତ…

ପରପୀଡନକାରୀ ଓ ସେଟିଙ୍ଗଵାଜ୍ ଏବେ ମାମଲତକାର

ଭୁବନେଶ୍ବର : ପ୍ରଥମେ ସମର୍ଥନର ଘୋଷଣା, ଆଉ ଏବେ ଶସ୍ତା ରାଜନୀତି ପାଇଁ ସରକାରଙ୍କ ଗୋହୀ ଖୋଳିବାକୁ ଉଦ୍ୟମ ।ରାଜ୍ୟରେ ବିରୋଧୀ ଦଳ ଓ କିଛି ପରପୀଡ଼ନକାରୀ କରୋନା ଯୁଦ୍ଧ ସମୟରେ ଏଭଳି ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛନ୍ତି । କରୋନା ଲଢେଇରେ ସରକାର ନିଜର କଳ ବଳ କୌଶଳ ସବୁ କିଛି…

ମୋ ବସରେ କ୍ୟାସଲେସ ଟିକେଟ ସେବା ଆରମ୍ଭ

ଭୁବନେଶ୍ବର : ମୋ ବସରେ କ୍ୟାସଲେସ ଟିକେଟ ସେବା ଆରମ୍ଭ । କରୋନା ସଂକ୍ରମଣ ଭିତରେ ସାମାଜିକ ଦୂରତା ସହ ଡିଜିଟାଲ ପେମେଣ୍ଟକୁ ପ୍ରାଧାନ୍ୟ ଦେଇଛି କ୍ରୁଟ୍‌ । ସ୍ୱତନ୍ତ୍ର QR କୋଡକୁ ସ୍କାନ କରି ପେମେଣ୍ଟ କରିବେ ଯାତ୍ରୀ । ଏଥିପାଇଁ ବସର ଗାଇଡଙ୍କୁ ଏକ କାର୍ଡ ପ୍ରଦାନ କରାଯାଇଛି । ଯାହାଦ୍ୱାରା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ନିଜ ନିଜର ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ବଜନମାନେ…

କାଳିଆପାଣି ଖଣି ଅଞ୍ଚଳ ଶ୍ରମିକମାନଙ୍କ ମହାନତା

ଯାଜପୁର ରୋଡ : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ନିଜ କଷ୍ଟ ଉପାର୍ଜିତ ଧନରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଗରିବ ଖଟିଖିଆ ଶ୍ରେଣୀର ହୋଇଥିଲେ ମଧ୍ୟ କରୋନା ମହାମାରୀ ଭଳି ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…

କିସ୍ ରେ ଆରମ୍ଭ ହେଲା ଟେଲି ଇ-ଲର୍ଣ୍ଣିଂ କ୍ଲାସ୍

ଭୁବନେଶ୍ବର : କରୋନା ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ । କିସ୍‌ର ୩୦ ହଜାର ପିଲା ଏବେ ସେମାନଙ୍କ ନିଜ ନିଜ ଗାଁରେ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କିସ୍ କର୍ତ୍ତୃପକ୍ଷଙ୍କୁ…

ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ନବୀକରଣ ପ୍ରିମିୟମରେ ୧୭% ବୃଦ୍ଧି

ଭୁବନେଶ୍ୱର : ଭାରତର ଅଗ୍ରଣୀ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ୩୧ ମାର୍ଚ୍ଚ, ୨୦୨୦ରେ ଶେଷ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷରେ ନବୀକରଣ ପ୍ରିମିୟମ କ୍ଷେତ୍ରରେ ୧୩୫୯ କୋଟି ଟଙ୍କା ସହିତ ୧୭% ଅଭିବୃଦ୍ଧି ହାସଲ କରିଛି । ଯାହା ୨୦୧୮-୧୯ ଆର୍ଥିକ ବର୍ଷରେ ୧୧୬୪ କୋଟି ଟଙ୍କା ରହିଥିଲା ।…

ବାତ୍ୟା ପିଡ଼ୀତଙ୍କୁ ସହାୟତାର ହାତ ବଢ଼ାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ : ଅମ୍‌ପନ୍‌ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଶେଷ ହୋଇଛି । ଏହି ପ୍ରଳୟଙ୍କରୀ ବାତ୍ୟାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସର୍ବାଧିକ କ୍ଷତି ସାମ୍ନା କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଏହି ଦୁଇ ରାଜ୍ୟର ଲୋକମାନଙ୍କୁ ବିଭିନ୍ନ ମହଲରୁ ସାହାଯ୍ୟର ସୁଅ ଛୁଟିଛି ।…