Odia News Portal
Yearly Archives

2020

ମାଓ କ୍ୟାମ୍ପରେ ଚଢାଉ : ବିପୁଳ ପରିମାଣର ମାଓ ସାମଗ୍ରୀ ଜଵତ

ଦିର୍ଘଦିନର ବ୍ୟବଧାନ ପରେ ବୈପାରୀଗୁଡା ବିଏସଏଫ ଓ ପୋଲିସକୁ  ମିଳିଛି  ସଫଳତା । ଗତକାଲି ବିଳମ୍ବିତ ରାତିରେ ବୈପାରିଗୁଡା କେଳୁଗୁଡା ଅଞ୍ଚଳରେ ପୋଲିସ ଓ ବିଏସଏଫ ଏକ ମାଓ କ୍ୟାମ୍ପ ଉପରେ ଚଢାଉ କରିଛନ୍ତି ।  ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବିଏସଏଫ ୧୫୧ ବାଟାଲିଆନ ଓ ବୈପାରିଗୁଡା ପୋଲିସ…

ପୁଣିଥରେ ଦିନ ମଜୁରିଆଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କ୍ୟାଟ୍ରିନା

ଲକ୍‌ଡାଉନ୍‌ ଯୋଗୁ ଅଭାବ ଅନଟନରେ ଥିବା ବ୍ୟକ୍ତିଙ୍କୁ ପୁଣିଥରେ ସାହାଯ୍ୟର ହାତ ବଢ଼ାଇଛନ୍ତି କ୍ୟାଟ୍ରିନା କୈଫ୍‌। ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଦିନ ମଜୁରିଆଙ୍କୁ ଦ୍ୱିତୀୟ ଥର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କ୍ୟାଟ୍ରିନା। କ୍ୟାଟ୍ରିନା ନିଜ ବ୍ରାଣ୍ଡ୍‌ ‘କାୟ ବ୍ୟୁଟି’…

ଭି.ଏସ୍.ଏସ୍ ନଗରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର : କୋଭିଡ-୧୯ ବର୍ତ୍ତମାନ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହି ମୁହୂର୍ତ୍ତରେ ସାଧାରଣ ଲୋକଙ୍କର ଜୀବନ ବଞ୍ଚଇବାକୁ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ କରୋନାର ମୁକାବିଲା ପାଇଁ ଆଗେଇ ଆସିଛନ୍ତି । ଯେଉଁ ମାନଙ୍କୁ ସମଗ୍ର ବିଶ୍ୱ ଆଜି କରୋନା ଯୋଦ୍ଧା ଭାବେ…

ସମ୍ ହସ୍ପିଟାଲ୍‌ର ୫ଟି ବିଭାଗ ଏକ ନମ୍ବର : ଟାଇମ୍‌ସ ସର୍ଭେ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ୫ଟି ବିଭାଗ ଟାଇମ୍‌ସ ହେଲ୍‌ଥ ସର୍ଭେରେ ସ୍ଥାନୀୟ ଭାବେ ଏକ ନମ୍ବର ସ୍ଥାନ ହାସଲ କରିଛି । ଏହି ସର୍ଭେ ଅନୁଯାୟୀ ପ୍ରାଇଭେଟ୍‌/କର୍ପୋରେଟ୍…

ଇନଫୋ ଭ୍ୟାଲି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା

ଭୁବନେଶ୍ୱର() ଲୋକ ସେବା ଭବନରେ ଶିଳ୍ପମନ୍ତ୍ରୀ କ୍ୟାପଟେନ ବିଦ୍ୟଶଙ୍କର ମିଶ୍ରଙ୍କ ମଧ୍ୟକ୍ଷତାରେ ଭୁବନେଶ୍ୱର ମହାନଗର ଉପକଣ୍ଠରେ ୭୩୦ ଏକର ଜମି ଉପରେ ନୂତନ ଭାବେ ବିକଶିତ ହେଉଥିବା ଇନଫୋ ଭ୍ୟାଲି ପ୍ରକଳ୍ପର ଅଗ୍ରଗତି ଉପରେ ଏକ ସମୀକ୍ଷା ବୈଠକ ଅନୁÂିତ ହୋଇଥିଲା । ଏହି ପ୍ରସ୍ତାବରେ ଭ୍ୟାଲିରେ…

ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୨୮୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୪୯ଙ୍କ ମଧ୍ୟରୁ ଗଞ୍ଜାମରୁ ୫୭, ଖୋର୍ଦ୍ଧାରୁ ୨୬, ବଲାଙ୍ଗୀରରୁ ୧୧, ଜଗତସିଂହପୁରରୁ ୮, ବାଲେଶ୍ୱରରୁ ୭, ଯାଜପୁରରୁ ୭,…

ବ୍ୟକ୍ତିଗତ ସୁରକ୍ଷା ହେଉଛି ଶ୍ରେଷ୍ଠ ଉପାୟ

ଭୁବନେଶ୍ବର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ କୋଭିଡ ମ୍ୟାନେଜମେଣ୍ଟ ସଂକ୍ରାନ୍ତୀୟ ଏକ ବୈଷୟିକ କର୍ମଶାଳାରେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭିନ୍ନ ମେଡିକାଲ କଲେଜର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ତଥା ରାଜ୍ୟର ବିଭିନ୍ନ କୋଭିଡ…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା

ପୁରୀ() ଶ୍ରୀମନ୍ଦିର ସେବାୟତଙ୍କୁ ମିଲିବ ମାସ୍କ । ବୟନିକା କିମ୍ବା ଅନ୍ୟ ଏସଏଚଜି ସହ ମିଶି ମାସ୍କ ବ୍ୟବସ୍ଥା କରାଯିବ । ପ୍ରାୟ ୫ ହଜାର ମାସ୍କ ପ୍ରସ୍ତୁତ କରାଯିବ । ୨ ଦିନ ଭିତରେ ଏହି ମାସ୍କର ଡିଜାଇନ ଚୁଡାନ୍ତ କରାଯିବ । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ସୂଚନା…

ଉପରାଜ୍ୟପାଳଙ୍କ ନିଷ୍ପତିକୁ ଆକ୍ଷରିକ ଭାବେ ପାଳନ କରିବୁ

ନୂଆଦିଲ୍ଲୀ() ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ଏକ ପ୍ରେସ କନଫରେନ୍ସ ଜରିଆରେ କହିଛନ୍ତି, ଦିଲ୍ଲୀରେ ବାହାର ରାଜ୍ୟର ଲୋକମାନଙ୍କୁ ଚିକିତ୍ସା କରାହେବ । ପୂର୍ବରୁ ଦିଲ୍ଲୀର ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହେବ ବୋଲି ଆମେ ନିଷ୍ପତି…

unlock-1ରେ କାହିଁକି ସୁନା ହେଉଛି ଶସ୍ତା, ଜାଣନ୍ତୁ

ନୂଆଦିଲ୍ଲୀ() ଲକ୍ଡାଉନ୍ ସମୟରେ ସୁନା ଦାମ୍ ନୂଆ ରେକର୍ଡ ଛୁଇଁଛି । ୧୭ ମେରେ ୪୭,୭୮୧ଟଙ୍କାରେ ପହଞ୍ଚିଥିଲା ସୁନା ଦର, ଯାହା ନିଜକୁ ନିଜେ ଏକ ରେକର୍ଡ ପାଲଟିଥିଲା। ଏହାପରେ ସୁନା ଦାମ୍ରେ ହ୍ରାସବୃଦ୍ଧି ଜାରି ରହିଛି। ଦିଲ୍ଲୀ ସର୍ଫା ବଜାରରେ ଗତ ସାତଦିନରେ ହୋଇଥିବା କାରବାରରେ ସୁନା…