କ୍ରମଗତ ଭାବେ ୪ର୍ଥ ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ() କ୍ରମାଗତ ଭାବେ ପେଟ୍ରୋଲ ଡିଜେଲ ଦର ୪ର୍ଥ ଦିନ ପାଇଁ ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି । ଏହିକ୍ରମରେ ଦିଲ୍ଲୀରେ ଚାରି ଦିନରେ ପେଟ୍ରା ଦର ଲିଟର ପିଛା ୨ ଟଙ୍କା ୧୪ ପଇସା ଏବଂ ଡିଜେଲ ଦର ୨ ଟଙ୍କା ୨୩ ପଇସା ବୃଦ୍ଧି…
